Browsing Category

ଆଞ୍ଚଳିକ

ଓଡ଼ଗାଁ ବ୍ଲକରେ ୪ ଗୋଦାବରୀଶ ମିଶ୍ର ଆଦର୍ଶ ସ୍କୁଲର ଶିଳାନ୍ୟାସ

ନୟାଗଡ : ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ସ୍କୁଲର ଅଭାସି ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି ।ଶିଳାନ୍ୟାସ ହୋଇଥିବା ବିଦ୍ୟାଳୟ ଗୁଡ଼ିକ ସର୍ଦ୍ଦାର ପଟେଲ ଉଚ୍ଚ ବିଦ୍ୟାଳୟ

ବ୍ରହ୍ମପୁର ଗଞ୍ଜାମ ଲକ୍ଷ୍ୟ ନିକେତନରେ ‘ସ୍ପେସାଲ ଇଣ୍ଟେନସିଭ୍ ରିଭିଜନ୍ (SIR) ୨୦୨୬’ ସଚେତନତା…

ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଗଞ୍ଜାମ ଲକ୍ଷ୍ୟ ନିକେତନ (GLN) ପରିସରରେ 'ସ୍ପେସାଲ ଇଣ୍ଟେନସିଭ୍ ରିଭିଜନ୍' (SIR) ୨୦୨୬ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଭୋଟର ସଚେତନତା କାର୍ଯ୍ୟକ୍ରମ ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SIR) ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (Special Intensive Revision - SIR) ପ୍ରକ୍ରିୟାକୁ ନେଇ ଏକ ବୃହତ ସଚେତନତା ସଭା ସ୍ଥାନୀୟ ଟାଉନ ହଲ ପରିସର ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି

ଶିଶୁ ସାହିତ୍ୟିକ ଡ଼କ୍ଟର ବିଜୟ ଚନ୍ଦ୍ର ମହାରଣା ସମ୍ବର୍ଦ୍ଧିତ

ବ୍ରହ୍ମପୁର : ବରିଷ୍ଠ ଶିଶୁସାହିତ୍ୟିକ, ପ୍ରାକ୍ତନ ପ୍ରଧାନଶିକ୍ଷକ, ସଂଗଠକ ତଥା ଉତ୍କଳିକା ସାହିତ୍ୟ ଅନୁଷ୍ଠାନ ର ସଂପାଦକ ଡ଼କ୍ଟର ବିଜୟ ଚନ୍ଦ୍ର ମହାରଣା ଙ୍କୁ ମା ତାରିଣୀ ପୀଠ ଘଟଗାଁ ଠାରେ ସାମଗ୍ରିକ ସାହିତ୍ୟ ସାଧନା ନିମନ୍ତେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ସଂଯୋଗୀ ସାହିତ୍ୟ ସଂସଦ

ଗାଁରେ ଖଟ ଓ ନଖ ଦର୍ପଣରେ ଚୋର ସଜାଇ ବୃଦ୍ଧାଙ୍କୁ ମାଡ଼ ଅଭିଯୋଗ

ନୟାଗଡ଼, ୦୮/୦୬(ନିସର୍ତ୍ତ ) : ଏବେବି ଲୋକଙ୍କ ମନରୁ ଦୂର ହୋଇନି ଅନ୍ଧ ବିଶ୍ଵାସ ଗାଁରେ ଚାଲିଛି କଙ୍ଗାରୁ କୋର୍ଟ। ଚୋର ଧରିବା ପାଇଁ ପୋଲିସ ପ୍ରଶାସନର ସାହାଯ୍ୟ ନନେଇ ଗାଁରେ ଖଟ ବୁଲାଇ ଓ ଗୁଣିଆକୁ ଡାକି ନଖ ଦର୍ପଣ କରାଯାଇଥିଲା।ଏବଂ ଏଥି ସହିତ ବୃଦ୍ଧାଙ୍କୁ ଚୋର ସଜାଇ ମାଡ଼ ମାରି ଥିବା

ଟେମ୍ପରାରୀ କଲୋନୀଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ

ଚିତ୍ରକୋଣ୍ଡା ଟେମ୍ପରାରୀ କଲୋନୀଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଭିତ୍ତି ପ୍ରସ୍ତର

ସୋରଲୁକୋଣ୍ଡା ବ୍ୟାରେଜରେ ଗାଧୁଆ ହେଲା କାଳ : ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

ମାଲକାନଗିରି : ବ୍ୟାରେଜ କୁ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟବରଣ କଲା ଯୁବକ। ଆଜି ଏପରି ଏକ ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ପୋଟେରୁ ଜଳ ସେଚନ ପ୍ରକଳ୍ପ ଅଧୀନରେ ଥିବା ସୋରଲୁକୋଣ୍ଡା ବ୍ୟାରେଜ ରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ ଆଜି ରବିବାର ହେତୁ

୧୦ ବର୍ଷର ବିବାଦରେ ପଡ଼ିବ ପୂର୍ଣ୍ଣଚେଦ: ହାଇକୋର୍ଟଙ୍କ ନିର୍ଦ୍ଦେଶରେ କୁସୁମପୁର-ନାକଟିସିମଡା ଜଙ୍ଗଲ ସୀମା ନିର୍ଦ୍ଧାରଣ

ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁସୁମପୁର ଓ ନାକଟିସିମଡା ଗ୍ରାମ ମଧ୍ୟରେ ଲାଗି ରହିଥିବା ଦଶନ୍ଧିର ପୁରୁଣା ଜଙ୍ଗଲ ସୀମା ବିବାଦର ସମାଧାନ ପାଇଁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ରବିବାର ଦିନ

ରାଜସୁନାଖଳାରେ ବଢ଼ୁଛି ଅପମିଶ୍ରିତ ଖାଦ୍ୟ : ପ୍ରଶାସନର ଲୋକ ଦେଖାଣିଆ ଚଢ଼ାଉ

ରାଜସୁନାଖଳା : ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ମଧ୍ୟ ଭାଗରେ ଅବସ୍ଥିତ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହେଉଛିରାଜସୁନାଖଳା। ଏହି ଅଞ୍ଚଳରେ ବିଭିନ୍ନ ହୋଟେଲ , ଫାଷ୍ଟଫୁଡ୍ , ଉଠା ଜଳଖିଆ ଦୋକାନ ଓ ମିଠା ଦୋକାନ ଆଦି ରହିଛି । ଯେଉଁ ଥିରେ ଅପମିଶ୍ରିତ ତଥା ନିମ୍ନମାନର ଖାଦ୍ୟ ପଦାର୍ଥ

ସିସି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ, ନିମ୍ନମାନର କାର୍ଯ୍ୟ ଯୋଗୁଁ ଅଳ୍ପ ଦିନରେ ରାସ୍ତା ନଷ୍ଟ ହେବା…

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଟିଗଲ ପଞ୍ଚାୟତ ଅନ୍ତର୍ଗତ ଏମପିଭି -୪୫ ଗ୍ରାମରେ ଚାଲିଥିବା ସିସି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ନିମ୍ନମାନର କାର୍ଯ୍ୟ ଯୋଗୁଁ ଅଳ୍ପ ଦିନରେ ରାସ୍ତା ନଷ୍ଟ ହେବା