Browsing Category

ଆଞ୍ଚଳିକ

ଜାତୀୟ ଶିକ୍ଷାନୀତି ପାଇଁ ମଣ୍ଡଳ ସ୍ତରୀୟ ଆଲୋଚନାଚକ୍ର…

ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ସରକାରୀ କଲ୍ୟାଣୀ ମଣ୍ଡପ ଠାରେ ଜାତୀୟ ଶିକ୍ଷାନୀତି- ୨୦୨୦ ଶୀର୍ଷକ ମଣ୍ଡଳ ସ୍ତରୀୟ ଆଲୋଚନାଚକ୍ର ଆୟୋଜିତ ହୋଇଅଛି । ଓଡ଼ଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ନରେଶ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ…

କିଶୋରୀ ଓ ଗର୍ଭବତୀ ମହିଳା ମାନେ ଅଣ୍ଡା ପାଇବାରୁ ବଞ୍ଚିତ ବିଭାଗ ପକ୍ଷରୁ ଅର୍ଥ ଆସୁନି …!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ କିଶୋରୀ ଓ ଗର୍ଭବତୀ ମହିଳା ମାନେ ମାନେ ନୂତନ ସରକାର ଆସିବା ପର ଠାରୁ ଅଣ୍ଡା ପାଇବାରୁ ବଞ୍ଚିତ ହୋଇଥିବା ଚର୍ଚ୍ଚା ହେଉଛି। ସରକାର ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଶିଶୁ, ଗର୍ଭବତୀ, ପ୍ରସୂତି ଓ କିଶୋରୀ ମାନଙ୍କୁ ପ୍ରତି ମାସରେ ଅଣ୍ଡା ଯୋଗାଇ…

ମାଲକାନଗିରି ରୁ ରୋଗୀ ନେଇ ଯାଉଥିବା ବସ ବିଶାଖାପାଟଣା ରେ ଦୁର୍ଘଟଣା, ୨ମୃତ…

ମାଲକାନଗିରି : ବିଶାଖାପାଟନମ ସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲରେ ଚିକିତ୍ସା ପାଇଁ ରୋଗୀଙ୍କୁ ହସ୍ପିଟାଲ ତରଫରୁ ନେଇ ଯାଉଥିବା ବସର ସଡ଼କ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ବିଶାଖାପାଟନମ ନିକଟରେ ହୋଇଛି । ଏହି ଦୁର୍ଘଟଣାରେ ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକର ଏମଭି ୫୮ ଗ୍ରାମର ସୁବ୍ରତ…

ଘରୁ ଡାକିନେଇ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାରବର୍ଗ, ପୁଲିସ କରୁଛି ତଦନ୍ତ

ବ୍ରହ୍ମପୁର : ଗୋଷାଣୀ ନୂଆ ଗାଁ ଥାନା ଅର୍ନ୍ତଗତ ଜାତୀୟ ରାଜପଥ 16 ପାର୍ଶ୍ଵ ଖଜୁରିଆ ନିକଟ ଏକ କେନାଲ ରେ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। କେହି ତାଙ୍କୁ ହତ୍ୟା କରିବା ପରେ କେନାଲ ରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣା ସ୍ଥଳ ରୁ ଅଗ୍ନିଶମ ବିଭାଗ ସହାୟତା ରେ ପୋଲିସ…

ଆଦିବାସୀ ମହାବିଦ୍ୟାଳୟର ୩୭ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନିଷ୍ଟାଡ଼ିୟମ ପରିସର ମଧ୍ୟରେ ଆଦିବାସୀ ମହାବିଦ୍ୟାଳୟର ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ମହାସମାରୋହରେ ଉଦଘାଟନ ହୋଇଯାଇଛି l ଏହି ଅବସରରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କ ମନ୍ଦିରରୁ ଯଥାରିତି…

ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ଅନେକ ପଦବୀ ଖାଲି

ନୟାଗଡ଼: ନୟାଗଡ଼ ଜିଲ୍ଲା ଏବଂ ବୌଦ୍ଧ ଜିଲ୍ଲାର ମଧ୍ୟବର୍ତ୍ତୀ ଅଞ୍ଚଳରେ ସାତକୋଶିଆ ଏବଂ ବାଇଶିପଲ୍ଲୀ ଅଭୟାରଣ୍ୟ ରହିଛି । ଏହାର ସୁରକ୍ଷା ତଥା ରକ୍ଷଣା ବେକ୍ଷଣ ପାଇଁ ମହାନଦୀ ବନ୍ୟପ୍ରାଣୀ ଡ଼ିଭିଜନ କାମ କରୁଛି। ଏହି ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ନୟାଗଡ଼ ଜିଲ୍ଲାର ୩ଟି ବନାଞ୍ଚଳ…

ଖାମ୍ବେୟାଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ସ୍ଥିତ ଖାମ୍ବେୟାଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।‌ ଗୁରୁବାର ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ…

ଚୋରାବାଲି ଚାଲାଣ ବେଳେ ଗାଡ଼ିକୁ ଜବତ କଲା କିଏ…?

ବାବୁ ମାନେ କାହା ନିର୍ଦ୍ଦେଶ କୁ ଅପେକ୍ଷା କରିଛନ୍ତି….! ରାସ୍ତା କଡରେ ଛିଡା ହୋଇଛି ଚୋରା ବାଲି ବୋଝେଇ ଗାଡି ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ନଦୀରୁ ବେଆଇନ ଭାବେ ବେଧଡ଼କ ଚୋରା ବାଲି ଚାଲାଣ ହେଉଛି। ଆସିକା ଅଞ୍ଚଳରୁ ଗତ ଗୁରୁବାର ଦିନ ଅପରାହ୍ଣ ରେ ବେଆଇନ ଭାବେ ଚୋରା ବାଲି…

ମା ବାକକୁମାରୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଶ୍ଵଶାନ୍ତି ଆମ୍ବା ମହାଯଜ୍ଞ ଲାଗି ଶୁଭଖୁଣ୍ଟି ସ୍ଥାପନ

ଚିକିଟୀ : ଏହି ବ୍ଲକ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାମଗୁଡା ଗ୍ରାମ ନିକଟସ୍ଥ କେରାଣ୍ଡିମାଳ ପର୍ବତ ଶିଖରରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ରାଜ ପ୍ରତିଷ୍ଠିତ ଭଗବତୀ ମହାମାୟୀ ମା ବାଳକୁମାରୀ ଙ୍କ ପୀଠରେ ହେବାକୁ ଥିବା, ବିଶ୍ବଶାନ୍ତି ଅମ୍ବା ମହାଯଜ୍ଞ ଓ ନୂତନ…

ବାଳିକା ଆତ୍ମ-ସୁରକ୍ଷା ତାଲିମ ଶିବିର ଉଦଯାପିତ

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଗିରିସୋଲା ରିଜନାଲ ସାଇନ୍ସ ହାଏର ସେକେଣ୍ଡାରୀ ସ୍କୁଲରେ ଗତ ଜାନୁଆରୀ ୬ ତାରିଖରୁ ଆରମ୍ଭ ହୋଇଥିବା ଆଠଦିନିଆ ବାଳିକା ଆତ୍ମ-ସୁରକ୍ଷା ତାଲିମ ଶିବିର ଗୁରୁବାର ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ…