Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବ୍ରହ୍ମପୁର ସିଭିଲ କୋର୍ଟ ପରିସରରେ ବିଶ୍ବ ପରିବେଶ ଦିବସ ପାଳିତ
ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ଓ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଆମର ସାମୂହିକ ଦାୟିତ୍ଵ : ଜିଲ୍ଲା ଓ ଦୌରା ଜଜ୍-ତଥା -ଅଧ୍ଯକ୍ଷ,ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ
ବ୍ରହ୍ମପୁର : ବିଶ୍ବ ପରିବେଶ ଦିବସ-୨୦୨୬ ଅବସରରେ ଆଜି ବ୍ରହ୍ମପୁର ସିଭିଲ କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା!-->!-->!-->…
ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ ଓ ସଚେତନତା ରାଲି ଅନୁଷ୍ଠିତ
ବାଲିଗୁଡ଼ା : ବିଶ୍ୱ ପରିବେଶ ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ୍ ସ୍ଥିତ ସିଆରପିଏଫ୍ କ୍ୟାମ୍ପ୍ ପରିସରରେ ଏକ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋଟଗଡ଼ ବନାଞ୍ଚଳ ଅଧିକାରୀ ବାଳଗୋପାଳ ବେହେରାଙ୍କ ପ୍ରତ୍ୟକ୍ଷ!-->…
ଓଡ଼ଗାଁ ସିଭିଲ କୋର୍ଟ କମ୍ପ୍ଲେକ୍ସରେ ଚାରା ରୋପଣ
ନୟାଗଡ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ସିଭିଲ କୋର୍ଟ କମ୍ପ୍ଲେକ୍ସରେ ତାଲୁକ୍ ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସଂଘମିତ୍ରା ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ଦେୱାନୀ (କନିଷ୍ଠ) ବିଭାଗ ବିଚାରପତି!-->…
ଫିନାଇଲ ପିଇ ମହିଳା ଗୁରୁତର
ନୟାଗଡ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ଗ୍ରାମର କାହ୍ନା ପାତ୍ରଙ୍କ ସ୍ତ୍ରୀ ପ୍ରତିମା ପାତ୍ର ଆତ୍ମହତ୍ୟା କରିବାକୁ ଯାଇ ଫିନାଇଲ୍ ପିଇ ଦେବାରୁ ଗୁରୁତର ଅବସ୍ଥାରେ ସ୍ବାମୀ କହ୍ନା ପାତ୍ର ଓ ପରିବାର ଲୋକେ ତାକୁ ଓଡ଼ଗାଁ ଡାକ୍ତରଖାନା ଆଣିଥିଲେ ।ଖବର ପାଇ ପ୍ରତିମାର ବାପା ଘର ଲୋକେ!-->…
ପୋଲିସ୍, ତହସିଲଦାର ଓ ମାଇନିଂ ଅଫିସରଙ୍କ ଉପସ୍ଥିତ ରେ ବେଆଇନ୍ ବାଲି ଡିପୋରେ ଚଢ଼ାଉ
ବାଲିଗୁଡ଼ା, ତା, ୦୫/୦୬ : ବେଆଇନ୍ ବାଲି ଡିପୋରେ ଚଢ଼ାଉ । ପୋଲିସ୍ ଉପସ୍ଥିତିରେ ରେଭିନ୍ୟୁ ଓ ମାଇନିଂ ବିଭାଗ ପକ୍ଷରୁ ଶୁକ୍ରବାର ବାଲିଗୁଡ଼ାର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ବାନ୍ଦାପାଙ୍ଗା ନିକଟସ୍ଥ ଏକ ବେଆଇନ୍ ବାଲି ଡିପୋରେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ୍ ବାଲି ଜବତ!-->…
ବିଜେଡି ରୁ ଟୁନା ଦାସ ଓ ପ୍ରମୋଦ ସାହୁଙ୍କୁ ନିଲମ୍ବିତ ପ୍ରତିବାଦରେ ୪ ବ୍ଲକର ସମସ୍ତ ନିର୍ବାଚିତ ନେତାଙ୍କ ସମୂହ ଇସ୍ତଫା
ବାଲିଗୁଡା, ତା, ୦୫/୦୬ : ରାଜ୍ୟସଭା ନିର୍ବାଚନ ରେ କ୍ରସ ଭୋଟିଂ କୁ ନେଇ ଚର୍ଚ୍ଚା ରେ ଥୂବା ନିଲମ୍ବିତ ହୋଇଥିବା ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଙ୍କୁ ସ୍ବାଗତ କରିବା ମହଙ୍ଗା ପଡିଲା ବିଜେଡି ଜିଲ୍ଲା ଉପସଭାପତି ଟୁନା ଦାଶ ଏବଂ ସମ୍ପାଦକ ପ୍ରମୋଦ ସାହୁ ।ଏହାକୁ ନେଇ ଦଳ ତରଫରୁ ଦୁଇ!-->…
ଗୁରୁ ଏସ୍ ପି ମାଙ୍ଗାଇ ଗମାଙ୍ଗଙ୍କ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଗୁଣୁପୁର: ସ୍ୱର୍ଗତ ଗୁରୁ ଏସ୍ ପି ମାଙ୍ଗାଇ ଗମାଙ୍ଗଙ୍କ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ଗୁଣୁପୁର ଶବର ସାଂସ୍କୃତିକ ସଙ୍ଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୧୬ ତାରିଖ (ମଙ୍ଗଳବାର) ଦିନ ସଙ୍ଘର ସଭାପତି ଶ୍ରୀ ଚକ୍ରପାଣି ଶବରଙ୍କ!-->!-->!-->…
ଛତ୍ରପୁର ମହୋତ୍ସବର ଚତୁର୍ଥ ସନ୍ଧ୍ୟା : ବଲିଉଡ କଣ୍ଠଶିଳ୍ପୀ ସାକେତ -ପରମ୍ପରା ଓ ଶୈଳେନ୍ଦ୍ରଙ୍କ ଡ୍ୟାନ୍ସରେ ଦର୍ଶକ…
ଛତ୍ରପୁର ଅଞ୍ଚଳର ଡାକ୍ତର, ମେଧାବୀ ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧନା
ଛତ୍ରପୁର : ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ସହିତ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦ୍ଜୀବିତ କରିବା ଲକ୍ଷ୍ୟ ନେଇ ଗଞ୍ଜାମ!-->!-->!-->…
ବ୍ରହ୍ମପୁର ପୋଲିସ ର ବଡ଼ ସଫଳତା : ରୋହିଗାଁ ଜୁଆ ଆଡ୍ଡାରେ ପୁଲିସର ଚଢ଼ାଉ, ଜଣେ ମହିଳା ସମେତ ୨୦ ଜୁଆଡ଼ି ଗିରଫ..
୫ଲକ୍ଷ ୪୪ ହଜାର ଟଙ୍କା , ୧୯ଟି ମୋବାଇଲ , ୧୫ଟି ମୋଟର ସାଇକେଲ ଓ ଗୋଟିଏ ଗାଡି ଜବତ...
ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ରୋହିଗାଁ ସ୍ଥିତ ଏକ ଜଙ୍ଗଲ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଜୁଆ ଆଡ୍ଡା ଉପରେ ବୁଧବାର ବିଳମ୍ବିତ ରାତ୍ରିରେ ଏସ୍ ପି.ଡ଼ାକ୍ତର.ସର୍ବଣା ବିବେକ ଏମଙ୍କ!-->!-->!-->!-->!-->…
ଏସଆଇଆର-୨୦୨୬ ସଚେତନତା ଅଭିଯାନ : ଗାଁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କଲେ ଉପଜିଲ୍ଲାପାଳ
ବାଲିଗୁଡ଼ା,ତା, ୦୪/୦୬,: ସମଗ୍ର ବାଲିଗୁଡ଼ା ଉପଖଣ୍ଡରେ ଚାଲିଥିବା ଏସଆଇଆର- ୨୦୨୬ (Special Intensive Revision-2026) ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ସଫଳ କରିବା ଲକ୍ଷ୍ୟରେ- ନିର୍ବାଚନ ଅଧିକାରୀ ତଥା ସ୍ଥାନୀୟ ଉପଜିଲ୍ଲାପାଳ ପ୍ରଣୀତା ଦାସ, ଏଇଇଆରଓ (AERO) ଓ ବିଏଲଓ (BLO)!-->…