Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଛତ୍ରପୁର ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥରେ ଆଇରନ ବୋଝଇ ଗାଡିକୁ ଧକ୍କା ଦେଲା ମିକ୍ସଚର ମେସିନ ଗାଡି
ଛତ୍ରପୁର : ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥରେ ଗୁରୁବାର ସକାଳ ୮ ଘଣ୍ଟା ସମୟରେ ଏକ ଆଇରନ ବୋଝେଇ ଗାଡି ପଛକୁ ଧକ୍କା ଦେଇଛି ମିକ୍ସଚର ମେସିନ ଗାଡି l ମିଳିଥିବା ସୂଚନା ମୁତାବକ ଝାଡ଼ଖଣ୍ଡ ରୁ ବାଙ୍ଗାଲୋର ଅଭିମୁଖେ ଯାଉଥିବା ଓଡି୦୭ ଏଇ ୨୮୨୯ ନମ୍ବର ବିଶିଷ୍ଠ ଏକ ଆଇରନ ବୋଝେଇ ଗାଡି!-->…
ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ପାଳିତ
ଶିଷ୍ୟ ଗୁରୁଙ୍କ ସମକକ୍ଷ ହୋଇ ପାରିବେ ନାହିଁ : ମାନ୍ୟବର ମନ୍ତ୍ରୀ
ଛତ୍ରପୁର ଛତ୍ରପୁର ଷ୍ଟାଡିୟମ୍ ପଡିଆ ଠାରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗୀୟ ମନ୍ତ୍ରୀ!-->!-->!-->…
ୟୁରୋ ସ୍କୁଲରେ ପବିତ୍ର ଗୁରୁ ଦିବସ ମହାସମାରୋହରେ ପାଳିତ
ଛତ୍ରପୁର : ଆଜି ହେଉଛି ପବିତ୍ର ଗୁରୁ ଦିବସ । ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ସାରା ଭାରତ ବର୍ଷରେ ଗୁରୁ ଦିବସ ଭାବେ ମହା ଆଡମ୍ଭର ସହକାରେ ପାଳନ କରାଯାଉଛି । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆଲୋକ ଦେଖାଉଥିବା ଗୁରୁଙ୍କ ପାଇଁ ଆଜି!-->…
ଜିଲ୍ଲା ଟାସ୍କଫୋର୍ସ ଟିମ୍ ପକ୍ଷରୁ ସହରର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଚଢ଼ଉ, ଜଣେ ଶିଶୁ ଶ୍ରମିକ ଉଦ୍ଧାର
ମାଲକାନଗିରି : ଆଜି ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ସଦର ମହକୁମାର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢଉ କରାଯାଇ ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହା ସହ ସହରର ବିଭିନ୍ନ ପରିବା ଦୋକାନ, ହୋଟେଲ, ଗ୍ୟାରେଜ ଓ!-->…
ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଉତ୍ସବ
ଫୁଲବାଣୀ : ଜିଲ୍ଲାପାଳ, କନ୍ଧମାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଆଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କ ଉପସ୍ଥିତିରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କନ୍ଧମାଳ ଓ ଜିଲ୍ଲା ପ୍ରଶାସନ କନ୍ଧମାଳ ପକ୍ଷରୁ କନ୍ଧମାଳ ଜିଲ୍ଲାର ନିର୍ମାଣ ଶ୍ରମିକ ମାନଙ୍କୁ ନେଇ ଏକ!-->!-->!-->…
ଆଜି ଆମେ ଯେଉଁ ସ୍ଥାନରେ ଅଛୁ ତା’ର ଶ୍ରେୟ କେବଳ ଆମ ଗୁରୁ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଫୁଲବାଣୀ : ଓଡ଼ିଶା ସରକାରଙ୍କର । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କରୋନେସନ ପଡ଼ିଆ ପଡ଼ିଆରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବଦ୍ଧନା ସମାରୋହ- ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଗୁରୁ କେବଳ!-->!-->!-->…
୮ ଟି ଚୋରୀ ବାଇକ ଜବତ: ଜଣେ ନାବାଳକ ଗିରଫ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ପୁଲିସକୁ ମିଳିଛି ଏକ ବଡ ସଫଳତା l ୮ ଟି ଚୋରା ବାଇକ ଜବତ କରିବା ସହ ଜଣେ ନାବାଳକ କୁ ଗିରଫ କରିଛି ପୋଲିସ l ଜବତ ହୋଇଥିବା କେତେକ ବାଇକ ଗୁଡିକ ବାଲିଗୁଡା, ସାରଙ୍ଗଡ଼, ବଲାଙ୍ଗୀର ଅଞ୍ଚଳ ହୋଇଥିବା ବେଳେ ଆଉ କେତେକ କେଉଁ ସ୍ଥାନର ଜଣାପଡି ନାହିଁ,!-->…
ପବିତ୍ର ଗୁରୁଦିବସରେ ମାଲକାନଗିରି ଜିଲ୍ଲାର ୯୩୦ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ
ମାଲକାନଗିରି : ଆଜି ପବିତ୍ର ଗୁରୁଦିବସରେ ମାଲକାନଗିରି ଜିଲ୍ଲାସ୍ତରୀୟ ଗୁରୁଦିବସ କା ର୍ଯ୍ୟକ୍ରମରେ ଜିଲ୍ଲାର ୯୩୦ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅତିଥିମାନଙ୍କ ଦ୍ୱାରା ବିତରଣ କରା ଯାଇଛିା ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟପରିସରରେ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ!-->…
ଏନକାଉଣ୍ଟରରେ ୬ଜଣ ମାଓବାଦୀ ନିହତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ତେଲେଙ୍ଗାନା ରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟରେ 6ଜଣ ମାଓବାଦୀ ନିହତ l ପଡୋଶୀ ରାଜ୍ୟ ତେଲେଙ୍ଗାନା ମୁଲୁଗୁ ଜିଲ୍ଲା ର କରକାଗୁଦମ ଅନ୍ତର୍ଗତ ଜଙ୍ଗଲରେ ଗ୍ରେହାଉଣ୍ଡ ଫୋର୍ସ ଏବଂ ମାଓବାଦୀ ମଧ୍ଯରେ ହୋଇଥିବା!-->…
ଟାଙ୍ଗଣା ପଲ୍ଲୀ ଅଞ୍ଚଳରେ ସମୂହ ଗୁରୁପୂଜନ ମହୋତ୍ସବ-ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା
ଛତ୍ରପୁର : ପବିତ୍ର ଗୁରୁଦିବସ ଅବସରରେ ଟାଙ୍ଗଣା ପଲ୍ଲୀ ଅଞ୍ଚଳରେ ଗୁରୁପୂଜନ ମହୋତ୍ସବ ମହା ଆଡମ୍ବର ସହ ପାଳନ ହୋଇଯାଇଛି।ଟାଙ୍ଗଣା ପଲ୍ଲୀ ହରଗୌରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ ଗୁରୁପୂଜନ ମହୋତ୍ସବ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ତଥା ଅବସରପ୍ରାପ୍ତ!-->…