Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସାମ୍ବାଦିକଙ୍କ ଗିରଫ ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ବ୍ରହ୍ମପୁର : ସୁବର୍ଣ୍ଣପୁର ଜିଲ୍ଲାର ନ୍ୟୁଜ-୭ର ପ୍ରତିନିଧି ତଥା ରାଜ୍ୟ ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଧୀରେନ୍ଦ୍ର କୁମାର ଦାନୀ ଖବର ସଂଗହ କରିବାକୁ ଯାଇଥିବା ବେଳେ ସୁବର୍ଣ୍ଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟରଞ୍ଜନ ସ୍ବାଇଁ ମାରଣାନ୍ତକ ଆକ୍ରମଣ କରିଥିଲେ।ଏହି ଘଟଣା!-->…
ମୋ ସେବାକେନ୍ଦ୍ର ମାଧ୍ୟମରେ ଲାଇଫ ସାର୍ଟିଫିକେଟ ପାଇଲେ ପେନସନଧାରୀ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପ କୋଷାଗାର କାର୍ଯ୍ୟାଳୟଠାରେ ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ମୋ ସେବା କେନ୍ଦ୍ରର ସହାୟତା ରେ କାର୍ଯ୍ୟ ଆରମ୍ଭ ହୋଇଛି I ଏହି ଅବସରରେ ଉପ କୋଷାଗାର ଅଧିକାରୀ ସୁଧାକର କହଁର, ମିନତି କୁମାରୀ!-->…
ପଲିଥିନ୍ କଟକଣା ଅଧପନ୍ତରିଆ
ହିଞ୍ଜିଳିକାଟୁ : ଏକକ ବ୍ୟବହୃତ ପଲିଥିନ୍ ନିଷେଧକୁ ୫ବର୍ଷ ଅତିବାହିତ ହୋଇ ଯାଇଥିବା ବେଳେ ଏହାର କଟକଣା ଏକ ପ୍ରକାର ଅଧପନ୍ତରିଆ । କଟକଣା ଲାଗୁର ସପ୍ତାହେ ପର୍ଯ୍ୟନ୍ତ ହିଞ୍ଜିଳିକାଟୁ ପୌର ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌରାଞ୍ଚଳର ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଚଢାଉ ଯୋଗୁଁ ଦୋକାନ!-->…
ଜଗନ୍ନାଥ ସାହୁ(ଟିକୁ ) ହେଲେ କନ୍ଧମାଳ ସାଂସଦ ପ୍ରତିନିଧି
ଫୁଲବାଣୀ : କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ପ୍ରତିନିଧି ଭାବେ ଫୁଲବାଣୀ ମୁନିସିପାଲିଟି ପାଇଁ ଜଗନ୍ନାଥ ସାହୁ (ଟିକୁ )ଙ୍କୁ ଦାୟିତ୍ଵ ଦିଆଯାଇଛି l ଶ୍ରୀ ସାହୁ ବିଜେପି ଦଳରେ ଆଜକୁ ବହୁ ବର୍ଷ ହେଲା କାର୍ଯ୍ୟକରି ଆସୁଛନ୍ତି I ପୂର୍ବରୁ ସେ ଯୁବ ମୋର୍ଚ୍ଚା ସମ୍ପାଦକ ଓ ମିଡିଆ!-->…
କାର୍ଯ୍ୟରତ ସାମ୍ବାଦିକଙ୍କୁ ବି ଡି ଓ ଙ୍କ ଆକ୍ରମଣ ଏବଂ ଗିରଫ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର…
ଭ୍ଞ୍ଜନଗର : ଭାରତ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ର ପ୍ରହରୀ ତଥା କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଏବଂ ଗିରଫଦାରୀକୁ ବିରୋଧ କରି ଏସୟୁଜେ ରାଜ୍ୟ ସଭାପତି ଶ୍ରୀ କୈଳାସ ଚନ୍ଦ୍ର ନାୟକ ଙ୍କ ଆହ୍ବାନ କ୍ରମେ ଭଂଜନଗର ଠାରେ ଏସ ୟୁ ଜେ ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଉପସଭାପତି ଶ୍ରୀ ରାଜ!-->!-->!-->…
କନ୍ଧମାଳ ଜିଲ୍ଲାର ବିଜେଡି ସଭାପତି ପଦ ପାଇଁ ଆଶାୟୀ ଅନେକ…
ଫୁଲବାଣୀ : ପୂର୍ବତନ ବିଧାୟକ ଅଙ୍ଗଦ କହଁର ଙ୍କ ସ୍ୱାସ୍ଥ୍ୟ ଭଲ ରହୁନଥିବାରୁ ସେ ସଭାପତି ପଦ ପାଇଁ ସମୟ ଦେଇ ପାରୁ ନଥିବାରୁ ସେ ଗତ ଦିନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ଜରିଆରେ ପଠେଇଛନ୍ତି I ଫଳରେ ସେହି ଦିନ ଠାରୁ!-->!-->!-->…
ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ…
ସଜାଗ ଏବଂ ସଚେତନ ହେଲେ ଦୁର୍ନୀତିର ମୂଳୋତ୍ପାଟନ ହୋଇପାରିବ ।
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଦୁର୍ନୀତି ନିବାରଣ ସପ୍ତାହ ଚଳିତ ମାସ ୨୮ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି । ଏହି ଅବସରରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ!-->!-->!-->!-->!-->…
ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ : ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ।
ହିଞ୍ଜିଳିକାଟୁ : ବ୍ଳକ ସ୍ଥରୀୟ ଶିଶୁ ମହୋତ୍ସବ ୨୦୨୪ ତଥା ଅନ୍ତର୍ଜାତୀୟ ବାଳିକା ଦୀବସ ରାଜ୍ୟ ସରକାରଙ୍କ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସ୍ଥିତ ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପରିସରରେ!-->…
ମା ‘ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ଦୀପାବଳି ଉପଲକ୍ଷେ ଦୀପଦାନ ସହ ପ୍ରସାଦ ବଣ୍ଟନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ମନ୍ଦିର ଚତୁଃପାର୍ଶ୍ଵ ରେ ଥିବା ସମସ୍ତ ବ୍ୟବସାୟୀ ବନ୍ଧୁମାନେ ଏକତ୍ରିତ ହୋଇ ମା 'ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ପ୍ରଥମ ଥର ପାଇଁ ଶ୍ୟାମା କାଳୀ ପୂଜା ଓ ଦୀପାବଳି ଉତ୍ସବ ଉପଲକ୍ଷେ!-->…
ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମ
ଫୁଲବାଣୀ : କେନ୍ଦ୍ର ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ଫୁଲବାଣୀ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ଅବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜନ୍ମଦିନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ପୋଲିସ ହାଇସ୍କୁଲର!-->…