Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପ୍ରଚାର ଶେଷ ଦିନ ଶନିବାର ଭୋଟରଙ୍କ ମନ ଜିଣିବାକୁ ନେତାଙ୍କ ଭରପୁର ଉଦ୍ୟମ
ହିଞ୍ଜିଳିକାଟୁ ୧୮/୫ : ଆଉ ଦିନକ ପରେ ମତଦାନ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଯାଇ ରାଜନୈତିକ ଦଳଗୁଡ଼ିକ ଅନ୍ତିମ ଉଦ୍ୟମ ଜାରି କରିଛନ୍ତି । ଶନିବାର ସନ୍ଧ୍ୟାରେ ଶେଷ ହୋଇଛି ପ୍ରଚାର । ଏହାରି ଭିତରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ!-->…
ଆମ କାର୍ଯ୍ୟ-କଳାପ ଓ ଦୃଷ୍ଟିଭଙ୍ଗି ସମୂହ କୈନ୍ଦ୍ରିକ ହେବା ଉଚିତ : ମହାସଚିବ
ବ୍ରହ୍ମପୁର (୧୮/୦୫) : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ' ପକ୍ଷରୁ ସ୍ଥାନୀୟ ପ୍ରକାଶମ୍ ହଲ୍ ପରିସରସ୍ଥ ଆନ୍ଧ୍ର ଭାଷା ବିବର୍ଦ୍ଧିନୀ ସମାଜମ୍ ସଭା ପ୍ରକୋଷ୍ଠ ଠାରେ ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ୬୩ତମ!-->…
ରୋକ୍ଠୋକ୍ ଶୁଣାଇଦେଲେ ଗାଁ ଲୋକ; ଆମେ ଭୋଟ୍ ଦେବୁନି
କେନ୍ଦୁଝର : ଆଉ ୭ ଦିନ ପରେ ହେବ ଭୋଟ୍ ଗ୍ରହଣ। ତା’ପୂର୍ବରୁ ଚରମ ନିଷ୍ପତ୍ତି ନେଲେ ଗାଁ ଲୋକେ। ରୋକ୍ଠୋକ୍ ଶୁଣାଇଦେଲେ। ଆଗାମୀ ନିର୍ବାଚନରେ ଆମେ ଭୋଟ୍ ଦେବୁନୁ। ଗାଁରେ ଥିବା ମୈଳିକ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଭୋଟ୍ ଦେବୁନୁ ବୋଲି ବୈଠକ କରି ଲୋକମାନେ ନିଷ୍ପତ୍ତି ନେଇଛନ୍ତି।!-->…
୪ ମାସ ହେଲା ବର୍ଦ୍ଧିତ ପ୍ରାପ୍ୟ ପାଇବାରୁ ବଞ୍ଚିତ ଏମକେସିଜି ମେଡ଼ିକାଲ ରେ କାର୍ଯ୍ୟରତ ସଫେଇ କର୍ମଚାରୀ…
ନିଜ ହକ ଦାବିରେ ଆଜି ବନ୍ଦ କଲେ ସଫେଇ କାର୍ଯ୍ୟ...
ନିମ୍ନମାନର କଂକ୍ରିଟ ରାସ୍ତା ନିର୍ମାଣ, ଜ଼ିଲ୍ଲା ପରିଷଦ ସାଜିଛନ୍ତି ଠିକାଦାର : ଜଳକା ସାଜିଛି ପ୍ରଶାସନ…
ଉମରକୋଟ ( ୧୮/୦୫/୨୦୨୪) ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ଏକ ମାଓ ପ୍ରବଣ ଅଞ୍ଚଳ ହେଇଥିବାରୁ ତାହାର ଫାଇଦା ଉଠାଉଛନ୍ତି ବ୍ଲକ ପ୍ରଶାସନିକ ଅଧିକାରୀ ମାନେ ମୁଖ୍ୟତଃ ଯନ୍ତ୍ରୀ, ଜି ଆର ଏସ,ଓ ଠିକାଦାର ମାନଙ୍କ ମଧୁଚନ୍ଦ୍ରିକା ରେ ଆତ୍ମସାତ କରିବାରେ ଲାଗିଛନ୍ତି ସରକାରୀ ଅର୍ଥ । ରାଇଘର!-->!-->!-->…
ଆସିକା ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ ମାନେ ଦଳୀୟ ପାଣ୍ଠି ହଡ଼ପ ଅଭିଯୋଗ …!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସଂସଦୟୀ କ୍ଷେତ୍ରରେ ଦୁଇ ଦଳର ପ୍ରାର୍ଥୀ ଦଳର ପାଣ୍ଠିକୁ କର୍ମୀ ମାନଙ୍କୁ ନଦେଇ ଥିବା ଯୋଗୁଁ ଅସନ୍ତୋଷ ଦେଖାଦେଇଛି। ଆସିକା ସଂସଦୀୟ କ୍ଷେତ୍ରର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ପ୍ରାର୍ଥୀନୀ ରଞ୍ଜିତା ମେଡମ ଙ୍କ ଦେଖାନଥିବା ଯୋଗୁଁ!-->…
ମା ନାରାୟଣୀ ଠାକୁରାଣୀଙ୍କ ବାଟପୂଜାରେ ଭକ୍ତଙ୍କ ଭିଡ
ଫୁଲବାଣୀ : ଆଜି ଶ୍ରୀ ଶ୍ରୀ ମା ନାରାୟଣୀ ଠାକୁରାଣୀ ଙ୍କ ଯାତ୍ରାର ଅଷ୍ଟମ ଦିବସ l ଏହି ଅବସରରେ ମା ନାରାୟଣୀ ଠାକୁରାଣୀଙ୍କ ସହ ମା ବରାଳ ଦେବୀ, ମା ବ୍ୟାଘ୍ର ଦେବୀ, ମା ବ୍ରାହ୍ମଣୀ ଦେବୀ, ମା ଗ୍ରାମ ଦେବତୀ ଏବଂ ସର୍ବାଗ୍ରେ ମା କାଳୀ ନଗର ଭ୍ରମଣରେ ବାହାରିଛନ୍ତି l ଗତ କାଲି ଥିଲା ଗୁରୁବାର!-->…
ଅଜଣା ଗାଡି ଧକ୍କାରେ କାର ଚାଳକର ମୃତ୍ୟୁ
ମାଲକାନଗିରି : ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ପାଣ୍ଡ୍ରିପାଣି ଠାରେ ଅଜଣା ଗାଡି ଧକ୍କାରେ ଜଣେ କାର ଚାଳକର ମୃତ୍ୟୁଘଟିଛି, ପୁଲିସ ଘଟଣା ସ୍ଥଳରେ ପହଁଚି ମୃତଶରୀର ଜବତ କରି ତଦନ୍ତ ଆରମ୍ଭ କରିଛି। ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରିଗନ କିଣ୍ଡୋଙ୍କ ସୂଚନା ଅନୁଯାଇ ଗୁରୁବାର!-->…
ଦେବେନ୍ଦ୍ର କହଁରଙ୍କ ବିଶାଳ ବାଇକ ରାଲି ମାଧ୍ୟମରେ ଭୋଟ ଭିକ୍ଷା
ଫୁଲବାଣୀ : କନ୍ଧମାଳ ମାଟିର ଲଢୁଆ ଶିକ୍ଷିତ ପୁଅ ଯୁବ ନେତା ତଥା ପୂର୍ବତନ ବିଧାୟକ ବହୁ ବର୍ଷ ଧରି ବିଜୁ ଜନତା ଦଳରେ ରହି ଦିନ ରାତି ଏକ କରି ଦଳକୁ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରେ ପହଞ୍ଚାଇ ଥିବା ଯୁବ ନେତାଙ୍କୁ ଦଳ ଅଣଦେଖା କରିଥିବାରୁ ଏବଂ ତାଙ୍କର ଦଳ ପ୍ରତି କୌଣସି ଆବଶ୍ୟକତା ନଥିବା!-->…
୫୦ରୁ ଉର୍ଦ୍ଧ ପରିବାର ସାମାଜିକ ବାସନ୍ଦର ଶିକାର
ବ୍ରହ୍ମପୁର : ବ୍ରହ୍ମପୁର ଆଙ୍କୁସ୍ ପୁର ରୁ ୫୦ ରୁ ଉର୍ଦ୍ଧ ପରିବାର ସାମାଜିକ ବାସନ୍ଦ ର ଶିକାର ହୋଇଥିବା ନେଇ ସ୍ଥାୟୀ ବିକାଶ ଲକ୍ଷ୍ୟର ଟିମ୍ ସହ ୫୦ ରୁ ଉର୍ଦ୍ଧ ଲୋକ ସହ ଆଜି ବ୍ରହ୍ମପୁର ଏସପି ଓ ଆଇଜି ଙ୍କୁ ସାକ୍ଷାତ କରିଛନ୍ତି । ଏହି ସାମାଜିକ ବାସନ୍ଦ ଭଳି କୁପ୍ରଥା କୁ ସମାଜରୁ!-->…