Browsing Category

ଆଞ୍ଚଳିକ

ବ୍ରହ୍ମପୁରରେ ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ ତ୍ରୁଟି ସଂଶୋଧନ ଓ ଅଭିଯୋଗ ପ୍ରକ୍ରିୟା

ବ୍ରହ୍ମପୁର : ବ୍ରହ୍ମପୁର ଉପଖଣ୍ଡ ଅନ୍ତର୍ଗତ ୫ଟି ପ୍ରମୁଖ ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା— ସାନଖେମୁଣ୍ଡି, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ଏବଂ ଚିକିଟି ପାଇଁ ବହୁ ପ୍ରତୀକ୍ଷିତ ଚିଠା ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ

ଚିଠା ଭୋଟର ତାଲିକା ପ୍ରକାଶକୁ ନେଇ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ସମନ୍ୱୟ ବୈଠକ

ଛତ୍ରପୁର : ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ, ନିର୍ଭୁଲ ଓ ବିଶ୍ୱସନୀୟ କରିବା ସହ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍.) କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଚିଠା ଭୋଟର ତାଲିକା ପ୍ରକାଶ ଅବସରରେ ଆଜି ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର

SIR ଚିଠା ଭୋଟର ତାଲିକା ପ୍ରକାଶ ଉପଲକ୍ଷେ ଗୁରୁତ୍ୱପୂର୍ଣ୍ଣ ସର୍ବଦଳୀୟ ଅନୁଷ୍ଠିତ

କନ୍ଧମାଳ : ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR), ୨୦୨୬ ଅନ୍ତର୍ଗତ ଚିଠା ଭୋଟର ତାଲିକା (Draft Electoral Roll) ପ୍ରକାଶ ଉପଲକ୍ଷେ ରବିବାର ଦିନ ଫୁଲବାଣୀ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଜିଲ୍ଲା

ସାର ଅଭାବରୁ ଶହ ଶହ ଏକର ଜମିରେ ନୀଳଗିରି ଚାଷଚାଷ କାମରୁ ମୁହଁ ଫେରାଉଛନ୍ତି ଚାଷୀ, ଚିନ୍ତାରେ କୃଷିନିର୍ଭର ପରିବାର

ଉମରକୋଟ/ରାଇଘର : "ଚାଷ କାମ ଯାହାର, କେତେ ଆନନ୍ଦ ତାହାର" – ଏହି କଥାଟି ଗ୍ରାମୀଣ ଜୀବନ ଓ କୃଷକଙ୍କ ପରିଶ୍ରମର ସଠିକ୍ ଚିତ୍ରକୁ ପ୍ରତିଫଳିତ କରିଥାଏ। କିନ୍ତୁ ଏବେ ସେହି ଆନନ୍ଦ ଧୀରେ ଧୀରେ ନିରାଶାରେ ପରିଣତ ହେଉଥିବା ଦେଖାଯାଉଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟ ଓ ରାଇଘର ବ୍ଲକ ଅଞ୍ଚଳରେ

ରୋଟାରୀ କ୍ଲବ ନୟାଗଡ଼ର ୩୭ ତମ ଅଧିଷ୍ଠାନ ଉତ୍ସବ: ବାସୁଦେବ ସଭାପତି, ଦିଲ୍ଲୀପ ସମ୍ପାଦକ

ନୟାଗଡ : ରୋଟାରୀ କ୍ଲବ ନୟାଗଡ଼ର ଅଧିଷ୍ଠାନ ଉତ୍ସବ ରୋଟାରୀ ଭବନ ପରିସରରେ ଅନୁଷ୍ଠିତ ହୋଇଅଛି।ସଭାପତି ଭାବରେ ରୋଟାରିଆନ ବାସୁଦେବ ସାହୁ ଏବଂ ସମ୍ପାଦକ ଭାବରେ ରୋଟାରିଆନ ଦିଲ୍ଲୀପ ମିଶ୍ର କ୍ଲବ ଦାୟିତ୍ଵ ଗ୍ରହଣ କରିଛନ୍ତି ।ବିଦାୟୀ ସଭାପତି ରୋଟାରିଆନ ବସିରନ୍ ବିବି ଏବଂ ସମ୍ପାଦକ ରୋଟାରିଆନ

ବ୍ରହ୍ମପୁର ଉପକଣ୍ଠରେ କଙ୍ଗାରୁ କୋର୍ଟ: ୧୦ରୁ ଉର୍ଦ୍ଧ୍ୱ ପରିବାର ସାମାଜିକ ବାସନ୍ଦ, ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ବେଆଇନ କଙ୍ଗାରୁ କୋର୍ଟର ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ଗ୍ରାମର କିଛି ଅସାମାଜିକ ବ୍ୟକ୍ତି ଏକ ବେନାମୀ ସଂଘ ଗଠନ କରି ଜୋରଜବରଦସ୍ତ ଅର୍ଥ ଆଦାୟ କରୁଥିବା ବେଳେ, ଦାବି ମୁତାବକ ଟଙ୍କା

ନରସିଂହପୁର କ୍ଲଷ୍ଟରରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସଫଳତାର ସହ ଅନୁଷ୍ଠିତ

ନୟାଗଡ଼(ନିସର୍ତ୍ତ): ନୟାଗଡ଼ ଜିଲ୍ଲାର ରଣପୁର ଶିକ୍ଷା ବ୍ଲକ ଅଧୀନସ୍ଥ ନରସିଂହପୁର କ୍ଲଷ୍ଟରର ୨୦୨୬–୨୭ ଶିକ୍ଷାବର୍ଷର ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ନିହଲପ୍ରସାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ

ବାଲିଗୁଡା ବନାଞ୍ଚଳର ଲଣ୍ଡାଗାଁରେ ୪ ହଜାର ବାଉଁଶ ଚାରା ରୋପଣ

ବାଲିଗୁଡା : ଓଡିଶା ସରକାରଙ୍କ ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୭୭ ତମ ବନ ମହୋତ୍ସବ ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ବାଲିଗୁଡା ବନାଞ୍ଚଳ ଖମନଖୋଲ ସେକ୍ସନ ର ଲଣ୍ଡାଗାଁ ବିଟ ର ବନପାଳ ଗିରିଶ ଚନ୍ଦ୍ର ସାହୁ ଙ୍କ

ଦକ୍ଷିଣପୁର କ୍ଲୋଷ୍ଟରସ୍ତରୀୟ ପ୍ରଥମ ମାସିକ ବୈଠକ

କୁକୁଡ଼ାଖଣ୍ଡି, : ତା ୦୪.୦୭.୨୦୨୬ ରିଖ ଦକ୍ଷିଣପୁର କ୍ଲୋଷ୍ଟରସ୍ଥ, ପଦରବାଲି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦକ୍ଷିଣପୁର କ୍ଲୋଷ୍ଟର ସ୍ତରୀୟ ଚଳିତ ଶିକ୍ଷାବର୍ଷ (୨୦୨୬-୨୭)ର ପ୍ରଥମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆମ୍ବଗଡ ସମବାୟ ସମିତିର ସଭାପତି

ରଥଯାତ୍ରାର ସୁଗମ ପରିଚାଳନା ପାଇଁ ପାନପୋଷ ସବ-ଡିଭିଜନ ପୋଲିସର ଶାନ୍ତି କମିଟି ବୈଠକ

ବିରମିତ୍ରପୁର, (ନିସର୍ତ୍ତ ନ୍ୟୁଜ) : ପାନପୋଷ ସବ-ଡିଭିଜନ ଅଧୀନରେ ଥିବା ସମସ୍ତ ରଥଯାତ୍ରା କମିଟିର ସଦସ୍ୟମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ବିଶ୍ୱପ୍ରସିଦ୍ଧ କାର୍ ମହୋତ୍ସବ ବା ରଥଯାତ୍ରାକୁ ଅତି ସୁଗମ, ଶୃଙ୍ଖଳିତ ଏବଂ