Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ପଶୁସମ୍ପଦ ବିଭାଗକୁ ତାଗିଦ କରିବାର ସମୟ ଆସିଛି
ଛତ୍ରପୁର : ପଶୁ ସମ୍ପଦକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଥିଲେ ମଧ୍ୟ ପଶୁଙ୍କୁ ଉତ୍ତମ ଚିକିତ୍ସା ମିଳିବା ତ ଦୂରର କଥା ବର୍ତ୍ତମାନ ପ୍ରଥମିକ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି ନିରୀହ ପଶୁପକ୍ଷୀ। ଘଟଣାରୁ ପ୍ରକାଶ ଆଜି ଭୋରୁ କୋର୍ଟପେଟା ଜଗନ୍ନାଥ ମନ୍ଦିର!-->…
ବଜାଜ ଅଟୋ ପକ୍ଷରୁ ବ୍ରହ୍ମପୁରର ଶ୍ରୀରାମ ଅଟୋରେ ନୂଆ ଇଲେକ୍ଟ୍ରିକ୍ ତିନିଚକିଆ ଯାନ ଉନ୍ମୋଚିତ
ବ୍ରହ୍ମପୁର: ବିଶ୍ୱର ସବୁଠୁ ମୂଲ୍ୟବାନ ଦୁଇଚକିଆ ଓ ତିନିଚକିଆଯାନ କମ୍ପାନି ବଜାଜ୍ ଅଟୋ ଲିମିଟେଡ୍ ପକ୍ଷରୁ ବ୍ରହ୍ମପୁରରେ ଏହାର କାର୍ଗୋ ଓ ଯାତ୍ରୀବାହୀ ଇଲେକ୍ଟ୍ରିକ୍ ତିନିଚକିଆ ଯାନ ଉନ୍ମୋଚନ କରାଯାଇଛି। ନୂଆ ଯାନକୁ ବଜାଜ ଅଟୋ ଲିମିଟେଡ୍ର ଆର୍ଏମ୍ (ସେଲ୍ସ) ଶ୍ରୀ ନିଖିଲ ତ୍ରିବେଦୀ,!-->…
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ଟ୨୦,୦୦୦ଙ୍କା ଜୋରିମାନା
ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ୍ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୧ ବର୍ଷିଆ ନାବାଳିକା ଦୁଷ୍କର୍ମ ମାମଲାର ୧୯ଜଣ ସାକ୍ଷୀ ଡାକ୍ତରୀ ରିପୋର୍ଟ୍ ଆଧାରରେ ବିଚାର କରି ବିପ୍ରଚରଣ ନାୟକ ୫୦ବର୍ଷ କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ଟ୨୦,୦୦୦ଙ୍କା!-->…
ବ୍ରହ୍ମପୁର ଏମକେସିଜି ମେଡିକାଲରେ ପହଞ୍ଚିଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲରେ ପହଞ୍ଚିଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ | ମେଡ଼ିକାଲର ମେଡିସିନ ୱାର୍ଡରେ ପହଞ୍ଚି କିଭଳି ଚାଲିଛି ବିଷାକ୍ତ ମଦ ପିଇ ଅସୁସ୍ଥ ଥିବା ଲୋକଙ୍କ ଚିକିତ୍ସା ସେ ନେଇ ବୁଲି ଦେଖିଥିଲେ । ଅସୁସ୍ଥ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ!-->…
ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ପରିଷଦର ଜିଲ୍ଲା ସ୍ତରୀୟ ବୈଠକ
ଫୁଲବାଣୀ: ଓଡିଶା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ ସମନ୍ନୟ ପରିଷଦ,କନ୍ଧମାଳ ଶାଖା ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ବୈଠକ ସ୍ଥାନୀୟ ବନାନୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଜିଲ୍ଲା ସଭାପତି ସୁଜନ ବେହେରାଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା।!-->…
ରାୟଗଡ଼ା ଜିଲ୍ଲାରେ ହାତୀ ପୋଲଙ୍କ ଆତଙ୍କ
ରାୟଗଡ଼ା : ରାୟଗଡା ଜିଲ୍ଲା ସଦର ରେଞ୍ଜ ଥେରୁବାଲି ସ୍ତିତ ଇମ୍ଫା କମ୍ପାନୀ ମୂଖ୍ୟ ଦ୍ୱାର ସାମ୍ନା ରେ ଥିବା ଧାନ ବିଲ ରେ ଆଜି ଏକ ଚାରି ଟିକିଆ ହାତୀ ପୋଲ ଘୁରି ବୁଲୁଥିବା ଦେଖିବାକୁ ମିଳିଛି l ବିଗତ ୬ ମାସ ରୁ ଏହି ହାତୀ ପୋଲ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂପୁର, ମୁନିଗୁଡା!-->…
ମଦମୃତ୍ୟୁକୁ ନେଇ ସାରା ଓଡିଶା ହଇଚଇ ଚିକିଟିରେ ପହଞ୍ଚିଲେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ
ଚିକିଟୀ : ସ୍ଥାନୀୟ କେ.ନୂଆଗାଁ ଥାନା ଅନ୍ତର୍ଗତ ମାଉନ୍ଦପୁର ଗ୍ରାମରେ ଗତ ସୋମବାର ବିଷାକ୍ତ ମଦ୍ୟପାନ ରେ କରବାଲୁଆ ଓ ଜେନାପୁର ଅଞ୍ଚଳର ପ୍ରାୟ ୨୫ରୁ ଉର୍ଦ୍ଧ ବ୍ୟକ୍ତି ଅସୁସ୍ଥ ହୋଇଥିଲେ। ଏହି ବେଆଇନ ବିଷାକ୍ତ ମଦ୍ୟପାନ ରେ ଜେନାପୁର ଗ୍ରାମର ଦୁଇଜଣଙ୍କ ଜୀବନ ଯୁର ବେହେରା ଓ ଲୋକନାଥ!-->…
ବ୍ରହ୍ମପୁର ବି.ଏମ୍.ସି ରେ ପାଦେ ପାଦେ ଦୁର୍ନୀତି ପିସି ଖାଇ ନେତା ଓ ପ୍ରଶାସନ ମସଗୁଲ…!
ସ୍ବାୟତ୍ତ ଶାସନ ଦିବସ ପାଳନ ପୁର୍ବରୁ ଖୋଲୁଛି ବି ଏମ୍ ସି ର ଗୁମର …!
ବ୍ରହ୍ମପୁର : ଆଉ ଦିନ କେଇଟା ପରେ ସ୍ବାୟତ୍ତ ଶାସନ ଦିବସ ପାଳନ କରିବ ବ୍ରହ୍ମପୁର ମହାନଗର ନିଗମ। ଜନ ସାଧାରଣ ଙ୍କ ଅର୍ଥ ରେ ନାଚ, ଗିତ,ଖେଳ,କୁଦ କରି ପୁଳା ପୁଳା ଟଙ୍କା ବ୍ଯୟ ବରାଦ କରିବା ସହ ଉତ୍ସବ ମନାଇ!-->!-->!-->!-->!-->!-->!-->…
ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ପୋଷାକ ଯୋଗାଇବା ପାଇଁ ଦାବି…
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀ ଓଡ଼ିଶା ରାଜ୍ୟର ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବହୁତ ଦିନ ଧରି ନିର୍ଦ୍ଦେଶ ଜାରି ରହିଛି କି!-->!-->!-->…
ମୁକୁଳା ଡ୍ରେନରେ ଭାସି ୧୧ ବର୍ଷର ଛାତ୍ର ମୃତ୍ୟୁ …
ବ୍ରହ୍ମପୁର: ଡ୍ରେନରେ ଭାସିଗଲା ୧୧ ବର୍ଷର ଛାତ୍ର । ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ୧୪ ନମ୍ବର ଲେନରେ। ଛାତ୍ରଟିର ନାଁ ସାଇରାମ ପାତ୍ର। ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଟିଉସନ ସାରି ଘରକୁ ଫେରିଥିଲେ ସାଇରାମ। ଆଉ ଘରୁ ପୁଣି ବାହାରକୁ ଯାଇଥିଲେ ।!-->!-->!-->…