Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆଇଟିଡ଼ିଏର ସମନ୍ୱୟରେ ଭିଡିଭିକେ ମହିଳା ଗ୍ରୁପମାନଙ୍କର ଖଲି ବିକ୍ରୟ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ତଳଦଦଣ୍ଡିକିଆ ପଂଚାୟତ ରେ ମିଶନ ଶକ୍ତି ଦ୍ୱାରା ଅନୁଷ୍ଠିତ ହୋଇଥିବା ଏସ ଏଚ ଜି ଗ୍ରୁପ ମା ମାନଙ୍କର ଦ୍ୱାରା ବନଧନ ବିକାଶ କେନ୍ଦ୍ରରେ ଶାଳ ଶିଆଳି ପତ୍ରରେ ହାତ ତିଆରି ଖଲି ପ୍ରସ୍ତୁତି କରାଯାଇଥିଲା l କିନ୍ତ ସେମାଙ୍କର ପାଖରେ ବିକ୍ରି!-->…
୭ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ଆବଶ୍ୟକ ପଡ଼ିଲେ ରାଜ୍ୟସ୍ତରୀୟ ଟିମ୍ ମାଥିଲି ଯିବେ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର/ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲିରେ ଝାଡାବାନ୍ତି ବ୍ୟାପିବା ପ୍ରସଙ୍ଗ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ୧୫ ଜଣ ଲୋକ ଗୋଟିଏ ଗାଁରୁ ପ୍ରଭାବିତ ହୋଇଛନ୍ତି। ବ୍ଲକ ଆରଆରଟି ଟିମ ଘଟଣାସ୍ଥଳକୁ ଯାଇ ଆଲର୍ଟ ରହିଛନ୍ତି।!-->…
ଧନ୍ଦାମୂଳକ ଶିକ୍ଷା ପାଇଁ କାଉନସେଲିଂ କାର୍ଯ୍ୟକ୍ରମ, ଜୁଲାଇ ୨୦ ପର୍ଯ୍ୟନ୍ତ ନାମଲେଖା
ଲାଞ୍ଜିଗଡ: ଆଦିବାସୀ ଓ ଆଦିମ ଜନଜାତି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟାନ୍ୟ ବର୍ଗର ଛାତ୍ରଛାତ୍ରୀମାନଙ୍କ ଧନ୍ଦାମୂଳକ ଶିକ୍ଷାର ସ୍ବପ୍ନକୁ ସାକାର କରିବା ପାଇଁ ସରକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହିକ୍ରମରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା, ଜୁନାଗଡ଼ ଓ!-->…
କନ୍ଧମାଳ ସଂସାଦଙ୍କୁ ଭେଟିଲା ପ୍ରାଥମିକ ଶିକ୍ଷକ ସଂଘ…
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସାଂସଦ ମାନ୍ୟବର ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ସହିତ କନ୍ଧମାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସନ୍ତୋଷ କୁମାର ଦିଗାଲ,ଉପଦେଷ୍ଟା ରାଧାନାଥ ସାହୁଙ୍କ ସମେତ ଶିକ୍ଷକ ମାନେ ସୌଜନ୍ୟ ମୂଳକ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା!-->!-->!-->…
ନିଃସର୍ତ୍ତ ରେ ଖବର ପ୍ରସାର ପରେ,ଆସିକା ଉପଖଣ୍ଡ ଚିକିତ୍ସାଳୟ କୁ ବିଧାୟକ ଙ୍କ ଅଚାନକ ଗସ୍ତ…
ଲୋକଙ୍କୁ ଉତ୍ତମ ଚିକିତ୍ସା ପାଇଁ ଡାକ୍ତର ଙ୍କୁ କଲେ ତାଗିଦ ...
ଜାତୀୟ ସଙ୍ଗୀତ କଳା କେନ୍ଦ୍ର’ର ହୀରକ ଜୟନ୍ତୀ ନିମନ୍ତେ ପ୍ରସ୍ତୁତି ବୈଠକ…
ବ୍ରହ୍ମପୁର, ତା. ୧୧/୦୭ :ରାଜ୍ୟର ସର୍ବ ପୁରାତନ ତଥା ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ 'ଜାତୀୟ ସଙ୍ଗୀତ କଳା କେନ୍ଦ୍ର'ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀ ପାଳନ ନେଇ ପ୍ରଥମ ପ୍ରସ୍ତୁତି ବୈଠକ କଳାକେନ୍ଦ୍ର ପରିସରସ୍ଥ 'ଭଞ୍ଜ ମଣ୍ଡପ' ଠାରେ ଅନୁଷ୍ଠିତ ହୋଇଯାଇଛି । କଳା!-->!-->!-->…
ମୁକ୍ତା ଯୋଜନାରେ ପୋଖରୀ ସଂକୁଚିତ ହେଉଥିବା ଅଭିଯୋଗ
ବ୍ରହ୍ମପୁର : ଆସନ୍ତା ଦିନରେ ପାଣିର ଅଭାବରୁ ରକ୍ଷା ପାଇବାପାଇଁ ଜଳ ଉଚ୍ଛ ଗୁଡିକର ସୁରକ୍ଷା ନିହାତି ଆବଶ୍ୟକ l ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସହରରେ ଥିବା ବହୁ ପୁରାତନ ପୋଖରୀ ଗୁଡିକର ଜବରଦଖଲ ହଟାଇବା, ପୋଖରୀ ଗୁଡିକରେ ଆବର୍ଜନା ନ ପକାଇବା ପାଇଁ ସଚେତନତା ସୃଷ୍ଟି କରିବା, ପୋଖରୀରୁ!-->…
ବ୍ରହ୍ମପୁର ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁକ୍ଳ ବ୍ରହ୍ମପୁର ମଣ୍ଡଳ କାର୍ଯ୍ୟାଳୟରେ ସି.ଵି.ଆଇ ରେଡ
12 ଜଣିଆ ଟିମ ରେଡ କରୁଛନ୍ତି ବ୍ରହ୍ମପୁର : ଜଣେ ଠିକାଦାରଙ୍କ ଠାରୁ ୧୫ ହାଜର ଟଙ୍କା ଲାଞ୍ଚ ନେବା ବେଳେ ସିଜିଏସଟିର ସୁପରିଟେଣ୍ଡେଣ୍ଟ ମନୋଜ କୁମାର ସୁବୁଦ୍ଧି ଙ୍କୁ ଧରିଛି ସିବିଆଇ ଟିମ | ଜୈନିକ ଠିକାଦାରଙ୍କ ଠାରୁ 1,76,000 ଟଙ୍କାର ଜିଏସଟି ବିଲ ରିଫଣ୍ଡ ନେଇ 20 ହଜାର ଟଙ୍କା!-->!-->!-->…
ନବରଙ୍ଗପୁରରେ ବିଜୁଳି ଭିତ୍ତିଭୂମି ଉନ୍ନତିକରଣ କରି ସଂପ୍ରଦାୟକୁ ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ପାୱାର ଟ୍ରାନ୍ସଫର୍ମର (ପିଟିଆର) ଉନ୍ନତିକରଣ କାର୍ଯ୍ୟ ଶେଷ ହୋଇଛି । ଫଳରେ ସ୍ଥାନୀୟ ଲୋକଙ୍କ ଜୀବନ ଓ ଜୀବିକାରେ ବ୍ୟାପକ ଉନ୍ନତି ଆସିଛି ।!-->…
ମହିଳାଙ୍କୁ ଗଣଦୁଷ୍କର୍ମ ପରେ ନିର୍ଧୁମ ମାଡ଼ ବିଭତ୍ସ ଅତ୍ୟାଚାର
କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଇରପଲ୍ଲୀ ଗ୍ରାମ ହ୍ରଦ ନିକଟ ରୁ ଆଜି ସକାଳୁ ଜଣେ ମହିଳା ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ପୋଲିସ l ଗୁରୁତର ମହିଳା ଜଣକ ବୁଗୁଡ଼ା ଅଞ୍ଚଳର ହୋଇଥିବା ବେଳେ ଗତକାଲି ଅପରାହ୍ନ ରୁ ଚାରି ରୁ ଉର୍ଦ୍ଧ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ!-->…