Browsing Category

ଆଞ୍ଚଳିକ

ବିଦ୍ୟାଳୟ କର୍ମଚାରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

ଚିକିଟୀ : ଏହି ବ୍ଲକ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାହିନୀପତି ସ୍ଥିତ ଓଁ ଶ୍ରୀଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟ, ଧାନଘରର କର୍ମଚାରୀ କୁରେଶୁ ସେଠୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପ୍ରଧାନ ଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକଙ୍କ ଅଧକ୍ଷତl ରେ ଅନୁଷ୍ଠିତ ହୋଇଯାଇଛି

ଜିଲ୍ଲାର ବିକାଶ, ଶିକ୍ଷା ଏବଂ ଜଳସେଚନ ସହ ରେଳମନ୍ତ୍ରୀ ଏବଂ ସାଂସଦଙ୍କୁ ଅବଗତ କରାଇଲେ ଉତ୍କଳ ସାମ୍ବାଦିକ ସଂଘ

ମାଲକାନଗିରି, ୧୦।୭ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଦୁଇଦିନିଆ ମାଲକାନଗିରି ଗସ୍ତରେ ଆସିଥିବା ବେଳେ ମାଲକାନଗିରି ଜିଲ୍ଲା ଶିକ୍ଷା ଓ ଜଳସେଚନ ସମ୍ବନ୍ଧରେ ଉତ୍କଳ ସାମ୍ବାଦିକ ସଂଘ, ମାଲକାନଗିରି ଜିଲ୍ଲାର ଏକ ପ୍ରତିନିଧି ମଣ୍ଡଳୀ

ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ ଅଜବ ନିୟମ ଯୋଗୁଁ ଲୋକେ ହନ୍ତସନ୍ତ !

ବ୍ରହ୍ମପୁର : ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ରାଜ୍ୟ ସରକାର ଚକାଚକ କରିଛନ୍ତି। ହେଲେ ଏଠାକୁ ଆସୁଥିବା ରୋଗୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଡାକ୍ତର ଅଛନ୍ତି ହେଲେ ଲୋକଙ୍କୁ ଯେଉଁ ପ୍ରକାର ସୁଵିଧା ସୁଯୋଗ ମିଳିବା କଥା ତାହା ରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି।

ଦାନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ, ଯୋଗ ଦେଲେ ବିଧାୟକ…

ଚିକିଟି,: ଚିକିଟି ବ୍ଲକ୍ ର ଗିରିଶୋଲା କ୍ଲଷ୍ଟର ଅନ୍ତର୍ଗତ ଦାନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ କୁମାର ଜାନିଙ୍କ ତତ୍ତ୍ଵାବଧାନରେ ବନ ମହୋତ୍ସବ ସପ୍ତାହ କାର୍ଯ୍ୟ ପାଳନ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଚିକିଟି ବିଧାୟକ ମାନ୍ୟବର ମୋନୋରଞ୍ଜନ

ଜିଲ୍ଲା ସ୍ତରୀୟ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ…

ମାଲକାନଗିରି : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ସମନ୍ଵିତ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ

ସରକାରୀ ଯୋଜନା ଏଠି ସାତ ସପନ : ଝାଟିମାଟି କୁଡ଼ିଆରେ ଦିନ କାଟୁଛନ୍ତି ଭୁବନଙ୍କ ପରିବାର

ଉମରକୋଟ /ଝରୀଗାଁ (୧୦/୦୭/୨୦୨୪ ) ଧାରକରଜ କରି ପରିବାର ସହିତ ସୁଖରେ ବସବାସ କରିବା ପାଇଁ ଅତି କଷ୍ଟରେ ଏକ ଦୁଇ ବଖରା ଘର ତିଆରି କରି ଶେଷରେ ଋଣ ଗ୍ରସ୍ତ ହୋଇ ଋଣ ଶୁଝିବା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଗଲେ ସ୍ୱାମୀ,ବର୍ତମାନ ଏକ ବର୍ଷର ଝିଅକୁ ଧରି ସ୍ୱାମୀର ଫେରିବା ବାଟକୁ

କୋଳି ଖାଇ ମଞ୍ଜି ପୋତିଛନ୍ତି ଜିଲ୍ଳା ମୁଖ୍ୟ ଡାକ୍ତରଖାନା ର ଆଧିକାଂଶ କର୍ମଚାରୀ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବଡ଼ ମେଡିକାଲର ସମସ୍ତ କର୍ମକର୍ତ୍ତା ଦୀର୍ଘ ବର୍ଷ ଧରି ଗୋଟିଏ ସ୍ଥାନରେ ଏବଂ ଗୋଟିଏ ପଦବୀରେ ରହି ଆସୁଥିବାରୁ ଚିକିତ୍ସା ଏବଂ ମେଡିକାଲର ସମସ୍ତ କାର୍ଯ୍ୟ ବାଟମାରଣା ହେଉଥିବା ସର୍ବସାଧାରଣରେ ଚର୍ଚ୍ଚା ଚାଲିଛି l ଉପରସ୍ଥ ଅଧିକାରୀ ମାନଙ୍କ ଯୋଗୁଁ

ଅଳ୍ପ ବର୍ଷାରେ ଭାଙ୍ଗିଲା ଘର, ଆଶ୍ରୟ ଚିନ୍ତାରେ ନିରୀହ ଦମ୍ପତି…

ଉମରକୋଟ /ଝରୀଗାଁ (୧୦/୦୭/୨୦୨୪ ) ଦୀର୍ଘ ବର୍ଷ ତଳେ ୩୫ ହଜାର ଟଙ୍କା ମୂଲ୍ୟର ଏକ ଇନ୍ଦ୍ରା ଆବାସ ଗୃହ ପାଇଥିଲେ ବର୍ତମାନ ସେ ଘରର ଅବସ୍ଥା ବି ଦୟନୀୟ,କାନ୍ଥରୁ ପ୍ଳାଷ୍ଟର ସବୁ ଝଡି ପଡୁଛି ଆଡ଼ଭେଷ୍ଟ ଟିଣ ସବୁରେ ଛୋଟ ଛୋଟ ଛିଦ୍ର ହୋଇ ଖରା ଦିନରେ ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣ ଘର ଭିତରେ

କୃଷ୍ଣପୁର ହାଇସ୍କୁଲରେ ବନ ମହୋତ୍ସବ ପାଳନ

ଚିକିଟୀ : ୭୫ ତମ ବନ ମହୋତ୍ସବ ପାଳନ ଅବସରରେ ଫୋକସ ପ୍ଲସ ନିୟୁଜ ଚାନେଲ ପକ୍ଷରୁ ଆଜି ଚିକିଟୀ ବ୍ଲକ କୃଷ୍ଣପୁର ହାଇସ୍କୁଲ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଫୋକସ ପ୍ଲସ ଗଞ୍ଜାମ ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ମହାପାତ୍ର ଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ

ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଅବସରରେ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ

ଛତ୍ରପୁର : ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଚଳିତ ମାସ ୨୫ ତାରିଖରେ ରାଜ୍ୟ ସ୍ତରରେ ପାଳିତ ହେବ । ଏହି ଉପଲକ୍ଷେ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ ସ୍ତରରୁ ପ୍ରତିଯୋଗୀତା ମାଧ୍ୟମରେ ଚୟନ ହୋଇଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ମଙ୍ଗଳବାର ଜିଲ୍ଲା ସଂସ୍କୃତି ଭବନ,