Browsing Category

ଆଞ୍ଚଳିକ

ଜନୈକ ଯୁବକଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର

ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ରତନପୁର କେନାଲ ନିକଟରୁ ଜୈନେକ ଯୁବକଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର ହୋଇଛି। ଯୁବକ ଜଣକ ପରିଚୟ ମିଳିନଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଜଣାପଡିଛି। ଯୁବକ ର ମୁଣ୍ଡ ସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ରହିଛି।ଯୁବକକୁ ଦୃବୃତ୍ତ ମାନେ

ଶ୍ରୀ ଶିରିଡ଼ି ସାଇଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବପାଇଁ କଳସ ଯାତ୍ରା

ବ୍ରହ୍ମପୁର : ବ୍ରହ୍ମପୁର ଗୋଶାଣୀ ଗାଁ ସ୍ଥିତ ଓମ ବିହାର ଠାରେ ଶିରିଡି ସାଇବାବା ଟ୍ରଷ୍ଟ ପକ୍ଷରୁ ନୂତନ ଶିରିଡି ସାଇବାବା ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆଜିଠାରୁ ଆରମ୍ଭ ହୋଇ ଅଛି। ଜୁଲାଇ ୨ ଠାରୁ ଆରମ୍ଭ ହୋଇ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ପ୍ରଥମ

ଆରଏମସି ତରଫରୁ ଅନୁଷ୍ଠିତ ହେଲା ଯୁଗ୍ମ ଜନଶୁଣାଣି : ୨୧ଟି ଅଭିଯୋଗ ତଥା ସମସ୍ୟାର ହେଲା ଶୁଣାଣି

ଅଭିଯୋଗ ଶୁଣାଣି ପରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ପରଖିଲେ କମିଶନର ରାଉରକେଲା : ରାଉରକେଲା ମହାନଗର ନିଗମ ତରଫରୁ ଜନସାଧାରଣଙ୍କ ଆପତ୍ତି ତଥା ଅଭିଯୋଗ ଗୁଡ଼ିକର ଆଶୁ ସମାଧାନ ଲାଗି ମଙ୍ଗଳବାର ସ୍ଥାନୀୟ କଳିଙ୍ଗ ବିହାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ

ସମ୍ପୂର୍ଣ୍ଣତା ଅଭିଯାନ ଶୁଭାରମ୍ଭ ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ମାଲକାନଗିରି : ନୀତି ଆୟୋଗ ଆକାଂକ୍ଷା ଜିଲ୍ଲା ମାନଙ୍କରେ ସମ୍ପୂର୍ଣତା ଅଭିଯାନ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ୬ ଜୁଲାଇରେ ମାଲକାନଗିରି ସଦର ଏବଂ ଖଇରପୁଟ, ମାଥିଲି ଓ ଚିତ୍ରକୋଣ୍ଡା ତିନି ଆକାଂକ୍ଷା ବ୍ଲକରେ ସଂପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ଏଥି ନିମନ୍ତେ

ଅସହାୟ ପଶୁର ଚିକିତ୍ସାରେ ସହାୟକ ହେଲେ ମେୟର ସଂଘମିତ୍ରା

ବ୍ରହ୍ମପୁର : ଗୋଷାଣୀନୂଆଗାଁ ନେହୁର ନଗର ସ୍ଥିତ ୯ମ ଗଳିରେ ପରିବେଶ ପ୍ରେମୀ ତଥା ପୂର୍ବତନ ରାଜ୍ୟ କାଜୁ ବୋର୍ଡ ଅଧ୍ୟକ୍ଷ ସୁବାସ ମହାରଣାଙ୍କ ତତ୍ତ୍ଵାବଧାନରେ ଚାଲିଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମେୟର ସଂଘମିତ୍ରା ଦଳେଇ ଯୋଗଦେବାକୁ ଯାଇଥିବା ବେଳେ ସେଠାରେ ଏକ ବୁଲା

ଥାନା ପରିସରରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ପାଇଁ ବୈଠକ ଅନୁଷ୍ଠିତ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ପରିସରରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପତିଙ୍କ ନିର୍ଦ୍ଦେଶ କ୍ରମେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ବଦଳି ହେଇଥିବାକୁ କିଛି ନିୟମକୁ ନେଇ ଆଲୋଚନା ହୋଇଥିଲା | ଏହି ବୈଠକରେ ବିଭିନ୍ନ

ସୋମବାର ସକାଳେ ଶାଶୁ ଘରକୁ ବିଜେକଲେ ମା’ରାମାୟଣାମ୍ମା ଠାକୁରାଣୀ !

ଛତ୍ରପୁର : ସୋମବାର ପ୍ରତ୍ୟୁଷରେ ଠାକୁରାଣୀ ଶାଶୁଘର ପାଦ ଥାପିଥିଲେ । ଭକ୍ତମାନଙ୍କ ଦ୍ୱାରା ଦେବୀଙ୍କୁ ପାଛୋଟି ନେଇ ଦେବୀଙ୍କୁ ରତ୍ନ ସିଂହାସନ ଆରୋହଣ କରାଇଥିଲେ । ଅପୂର୍ବ ଆନନ୍ଦର ଲହରୀ ମଧ୍ୟରେ ଛତ୍ରପୁର ର ଅଧିଷ୍ଠାତ୍ରୀ ଦେବୀ ମା'ରାମାୟଣାମ୍ମା ଙ୍କ ଯାତ୍ରା ଉଦଯାପିତ ହୋଇଯାଇଛି ।

ଟେକେଲଗୁଡା ଆଇଇଡି ବିସ୍ଫୋରଣ ପରେ ସର୍ଚ୍ଚିଙ୍ଗରେ ୯ ନକ୍ସଲ ଗିରଫ

ମାଲକାନଗିରି, ୧।୭ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲା ଟେକେଗୁଡା ଠାରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ୯ ଜଣ ନକ୍ସଲଙ୍କୁ କାବୁ କରିବାରେ ସଫଳ ହୋଇଛି ପୁଲିସ।ଟେକାଲଗୁଡା ନକ୍ସଲ ବିସ୍ଫୋରଣ ପରେ ଜାଗରଗୁଣ୍ଡା ଅଞ୍ଚଳରେ ପୁଲିସ ତରଫରୁ ତଲାସି

ମନ୍ତ୍ରୀ ଡ଼.ମୁକେଶ ମହଲିଙ୍ଗଙ୍କ ବ୍ରହ୍ମପୁର ଗସ୍ତ

ବ୍ରହ୍ମପୁର : ଆଜି ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ସାଂସଦିୟ ବ୍ୟାପାର, ବୈଦ୍ୟୁତିକ ସୂଚନା ବୈଷୟିକ ମନ୍ତ୍ରୀ ଡ଼.ମୁକେଶ ମହଲିଙ୍ଗ ଏମକେସିଜି ବଡ଼ ମେଡ଼ିକାଲ ପରିଦର୍ଶନ କରିବା ସହିତ ସ୍ୱାସ୍ଥ୍ୟ ସେବାକୁ ନେଇ ସମୀକ୍ଷା କରିଛନ୍ତି। ଆଜି ଅନ୍ତର୍ଜାତୀୟ

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଛତ୍ରପୁର : ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ନିକ୍ଷେପକ ରବି ନାରାୟଣ ରାଉତରାୟ ଆଜି କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରିଛନ୍ତି । ସେ ପୂର୍ବରୁ ମାଲକାନଗିରି, ପାଲଲହଡା,ଭଞ୍ଜନଗରରେ ଅପରେଟର୍ ଭାବେ କାର୍ଯ୍ୟକରି ସୁନାମ ଅର୍ଜନ କରିଥିଲେ । ସେ ଜଣେ ମେଳାପୀ, ଅମାୟିକ ଓ