Browsing Category

ଆଞ୍ଚଳିକ

ବେଆଇନ ଭାବେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ଅଭିଯୋଗ, ବିଡିଓ ଓ ତହସିଲଦାରଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ

ମାଲକାନଗିରି, ୨୪ ଜୁନ : ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ଗ୍ରାମପଞ୍ଚାୟତର ଏମ୍‌.ଭି.-୧୧ ଗ୍ରାମରେ ଅନିୟମିତ ଭାବେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମପଞ୍ଚାୟତର ସରପଞ୍ଚ ଓ ଗ୍ରାମବାସୀମାନେ ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ

ବିନା ସୂଚନା ଫଳକରେ ଚାଲିଛି ଡ୍ରେନ ଓ ରାସ୍ତା କାମ : ପ୍ରଶାସନ ଜାଣିଶୁଣି ଚୁପ୍‌, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

ଉମରକୋଟ : ସରକାରଙ୍କ ପକ୍ଷରୁ ଯେକୌଣସି ଜନକଲ୍ୟାଣମୂଳକ ଯୋଜନା କିମ୍ବା ବିକାଶମୂଳକ କାର୍ଯ୍ୟ ଆରମ୍ଭ ପୂର୍ବରୁ ସେହି କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲଗାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି ହୋଇଥିଲେ ମଧ୍ୟ, କେତେକ ସ୍ଥାନରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ସାମ୍ନାକୁ

ବାଲିଗୁଡ଼ା ଏନଏସିରେ ହେଉଥିବା ବିଭିନ୍ନ ଦୁର୍ନୀତି ଘଟଣା : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଦୁଇ କାଉନ୍‌ସିଲର

ବାଲିଗୁଡା, ତା, ୨୪।୬ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସିରେ ହେଉଥ‌ିବା ଦୁର୍ନୀତି ଏବଂ ବିଭିନ୍ନ ଅଭିଯୋଗ କରି ସୋମବାର ଠାରୁ ଦୁଇ ଜଣ କାଉନ୍‌ସିଲର ଧାରଣାରେ ବସିଥିଲେ । ତିନି ଦିନ ଧରି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ, ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଓ

ପୌର ପରିଷଦ ପାଇଁ ଛକାପଞ୍ଝା ଆରମ୍ଭ : ଚର୍ଚ୍ଚାରେ ତାପସ, ଶାରଳା, ପ୍ରଦୀପ୍ତ

ନୟାଗଡ : ନୟାଗଡ଼ ପୌର ପରିଷଦ ପାଇଁ ଆରମ୍ଭ ହୋଇଛି ଛକାପଞ୍ଝା।ପୌର ନିର୍ବାଚନ ପୂର୍ବରୁ ନୟାଗଡ଼ରେ ଆଶାୟୀଙ୍କ ଶକ୍ତି ପ୍ରଦର୍ଶନ ମଧ୍ୟ ବେଶ୍ ଚର୍ଚ୍ଚାକୁ ଆସିଛି ।୨୦୧୯ରେ ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପୌର ପରିଷଦ ମାନ୍ୟତା ପାଇଥିଲା । ନୟାଗଡ଼ ପୌର ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବରେ

ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ପ୍ରଶାସନର କଡ଼ା ଆଭିମୁଖ୍ୟ: ମାଲକାନଗିରି ଜିଲ୍ଲାପାଳଙ୍କ ସମୀକ୍ଷା ପରେ…

ମାଲକାନଗିରି, ୨୪ ଜୁନ୍: ଜିଲ୍ଲାରେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ଓ ସ୍ୱଚ୍ଛ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ପ୍ରଶଂସନୀୟ ତଥା ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୮୮ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଭାରପ୍ରାପ୍ତ

ବି.ଇଡି ଆଡମିସନ ନାମରେ ଠକେଇ: ଅଭିଯୁକ୍ତ ରମାକାନ୍ତ ବେହେରା ଗିରଫ…

ଉମରକୋଟ,: ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ବି.ଇଡି ଆଡମିସନ ଏବଂ ସାର୍ଟିଫିକେଟ କରାଇ ଦେବା ନାମରେ ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଉମରକୋଟ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ରମାକାନ୍ତ ବେହେରା, ପିତା– ହିରଣ୍ୟ ବେହେରା। ତାଙ୍କର ସ୍ଥାୟୀ ବାସସ୍ଥାନ ବରଗଡ଼ ଜିଲ୍ଲା,

ଆଦିବାସୀ ମହାବିଦ୍ୟାଳୟରେ +୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ

ବାଲିଗୁଡା (୨୩/୦୬) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ରେ +୩ କଳା, ବିଜ୍ଞାନ ଓ ବାଣିଜ୍ଯ ସମ୍ମାନ ଶ୍ରଣୀରେ ପ୍ରଥମ ପର୍ଯ୍ଯାୟ ନାମଲେଖା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି l ଅଧ୍ଯକ୍ଷ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ ଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନ ଓ ମାର୍ଗ ଦର୍ଶନରେ

ସ୍ୱଚ୍ଛତା କେବଳ ଏକ ଅଭିଯାନ ନୁହେଁ, ବରଂ ଏକ ସାମାଜିକ ଦାୟିତ୍ୱ : ଛତ୍ରପୁର ବିଧାୟକ ଶ୍ରୀ ନାୟକ

ଛତ୍ରପୁର ଶିଶୁ ଉଦ୍ୟାନରେ ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ ଛତ୍ରପୁର, ୨୩/୦୬ : ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ ଅନ୍ତର୍ଗତ ଆଜି ଛତ୍ରପୁର ପୌରପରିଷଦର ଏକାମ୍ର ନଗରସ୍ଥିତ ଶିଶୁ ଉଦ୍ୟାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗଞ୍ଜାମ

ଓଡ଼ଗାଁ ବ୍ଲକ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍

ନୟାଗଡ: ଓଡ଼ଗାଁ ବ୍ଲକର ବଡ଼ବାବୁ, କ୍ୟାସିଅର ଓ ଡେଭଲପମେଣ୍ଟ କର୍ମଚାରୀଙ୍କୁ ବଦଳି କରାଯାଇଥିବାରୁ ଆବଶ୍ୟକ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନାହିଁ । ବଡ଼ବାବୁଙ୍କ ୮ ମାସ ଚାକିରି ଥିବା ବେଳେ ତାଙ୍କୁ ନୟାଗଡ଼ ଜିଲ୍ଲା ଅଫିସକୁ ନିଆଯାଇଛି ।ଫଳରେ ଅନେକ କାର୍ଯ୍ୟର ବିଲ୍ ନହୋଇ ପଡିରହିଥିବା

ଭତ୍ତା ପ୍ରଦାନରେ ସରକାରୀ ବିଫଳତା ବିରୋଧରେ ବ୍ରହ୍ମପୁରରେ ଗର୍ଜିଲା ମାନବ ଅଧିକାର ସୁରକ୍ଷା ମଞ୍ଚ, ମହାନଗର କମିଶନର ଓ…

ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଦୀର୍ଘ ଦୁଇ ବର୍ଷ ହେଲା ଯୋଗ୍ୟ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରିବାରେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରି ସମାଜବାଦୀ ଅନୁଷ୍ଠାନ 'ମାନବ ଅଧିକାର ସୁରକ୍ଷା ମଞ୍ଚ' ପକ୍ଷରୁ ଏକ ବିଶାଳ