Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କାଠଗଦାରୁ ୩ ଦେଶିବନ୍ଧୁକ ଜବତ, ୩ଗିରଫ
ଆର,ଉଦୟଗିରି : ମନୋଜ କୁମାର ପାଢୀ ୧୦\୨ ମୋହନା ବ୍ଲକ ଅଡବା ଥାନା ଅନ୍ତଗତ ରାଜଖମା ଗ୍ରାମର ୩ ଜଣଙ୍କ ବାରିରୁ ଅଡବା ପୁଲିସ ୩ଟି ଦେଶି ବନ୍ଧୁକ ଜବତ କରିଛି । ବନ୍ଧୁକଗୁଡିକରେ ଗୁଳି ଭତ୍ତି ହୋଇ ଥିବା ପୁଲିସ ସୁତ୍ରରୁ ଜଣାପଢିଛି । ରାଜଖମା ଗ୍ରାମରେ ବନ୍ଧୁକ ଥିବା ବିଶେଷ ସୁତ୍ରରୁ ଅଡବା!-->…
ସେଣ୍ଟ ଜାଭିୟର ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଇନ୍ଦ୍ରଧନୁଷ ପାଳନ
ଚିକିଟୀ : ଶୁକ୍ରବାର ଦିନ ସ୍ଥାନୀୟ ସେଣ୍ଟ ଜାଭିୟର ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଇନ୍ଦ୍ରଧନୁଷ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଦୀପା କୁମାରୀ ସାହୁ ଯୋଗ ଦେଇ ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ହେଲେ ଗୁଣାତ୍ମକ!-->…
କନ୍ଧମାଳ ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବା ଅଭିଯାନର ଶୁଭାରମ୍ଭ
ଫୁଲବାଣୀ :କନ୍ଧମାଳ ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବା ପାଇଁ ୧୦/୦୨/୨୦୨୪ ଠାରୁ ୧୯/୨/୨୦୨୪ ତାରିଖ ପର୍ଯ୍ୟନ୍ତ ସାମୂହିକ ଔଷଧ ସେବନର ଶୁଭାରମ୍ଭ କରାଯାଇଛି l ଏହି ପରିପ୍ରେକ୍ଷୀରେ ଫାଇଲେରିଆ ମୁକ୍ତ ଅଭିଯାନ ପ୍ରଚାର ପ୍ରସାର ପାଇଁ ଏକ ଭ୍ରାମ୍ୟମାଣ ରଥ କୁ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳ!-->…
ନୟାଗଡ଼ରେ ପ୍ରଥମ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ
ନୟାଗଡ଼ : ନୟାଗଡ଼ ଜିଲ୍ଲା ଦେଇ ପ୍ରବାହିତ ମହାନଦୀରେ ମାଛ ଚାଷ ଉତ୍ପାଦନ ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ସେଥିପାଇଁ ନୟାଗଡ଼ ଜିଲ୍ଲାରେ ପ୍ରଥମ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି । ମହାନଦୀ ରେ ମାଛ ଉତ୍ପାଦନ ହ୍ରାସ ପାଉଥିବାରୁ ମତ୍ସ୍ୟଜୀବି ମାନଙ୍କର!-->…
ଦାରିଙ୍ଗବାଡ଼ି ତହସିଲ ପକ୍ଷରୁ ୧୨ ପରିବାରକୁ ଘର ଡିହ ଜମି ପଟ୍ଟା ପ୍ରଦାନ
ଦାରିଙ୍ଗବାଡି, ୧୦/୨ : ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟ ପକ୍ଷରୁ, ତହସିଲ୍ ଅଧିନସ୍ତ ବିଭିନ୍ନ ପଞ୍ଚାୟତର ୧୨ପରିବାରଙ୍କୁ ଗତକାଲି ୧୬ ଆର ଘର ଡିହ ଜମି ପଟ୍ଟା ପ୍ରଦାନ କରା ଯାଇଛି। ତହସିଲଦାର ଶରତ ଶବରଙ୍କ ତତ୍ତ୍ଵାବଧାନରେ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ!-->…
ସାଇ ଶ୍ରଦ୍ଧା ହେଲଥ କେୟାର ପକ୍ଷରୁ ମାଗଣା ସ୍ଵାସ୍ଥ୍ୟ ଶିବିର…
ଛତ୍ରପୁର. : ସ୍ଥାନୀୟ ପୁରୁଣା ପୋଷ୍ଟ ଅଫିସ ସାହି ସ୍ଥିତ ସାଇ ଶ୍ରଦ୍ଧା ହେଲଥ କେୟାର ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ସାଇ ଶ୍ରଦ୍ଧା ହେଲଥ କେୟାର ର ମୁଖ୍ୟ ତଥା ଜିଲ୍ଲା ପରିଷଦ ସଭ୍ୟ ଏମ ଧନଞ୍ଜୟ ରେଡ୍ଡୀ ଓ ତାଙ୍କ ଧର୍ମପତ୍ନୀ ସ୍ମରପ୍ରିୟା ପଲାଇ!-->!-->!-->…
ଓଡ଼ଗାଁ ରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୭କୋଟି ୭୬ ଲକ୍ଷ ମଞ୍ଜୁର…
ଓଡଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ରେ ୭କୋଟି ୭୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ ଆମ ବସଷ୍ଟାଣ୍ଡ । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ୨୧ ନମ୍ବର ଜାତୀୟ ରାଜପଥ ଓଡ଼ଗାଁ ପ୍ରାଣୀ ଚିକିତ୍ସାଳୟ ସାମ୍ନାରେ ଅତ୍ୟାଧୁନିକ ଶୈଳୀରେ ଆମ ବସଷ୍ଟାଣ୍ଡ ନିର୍ମାଣ ହେବ । ଆମ!-->!-->!-->…
ଫେବୃଆରୀ ୧୬ରୁ ଓଡ଼ଗାଁ ରେ ଲକ୍ଷ୍ମୀବସ ସେବା…
ଓଡଗାଁ : ଚଳିତ ମାସ ୧୬ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନୟାଗଡ଼ ଜିଲ୍ଲାରେ ଲକ୍ଷ୍ମୀବସ ସେବାକୁ ଅଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ । ତେଣୁ ଆସନ୍ତା ୧୬ତାରିଖରୁ ନୟାଗଡ଼ ଜିଲ୍ଲା ର ସମସ୍ତ ବ୍ଲକ୍ ସହିତ ଓଡ଼ଗାଁ ବ୍ଲକ ରେ ଚାଲିବ ଲକ୍ଷ୍ମୀବସ ସେବା ।!-->!-->!-->…
ଏବିଭିପର ନଗର କାର୍ଯ୍ୟକର୍ତ୍ତା ଚୟନସଞ୍ଜୟ ସଭାପତି ଅମ୍ଳାନ ସମ୍ପାଦକ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ର ସଂଗଠନର ନୂତନ କମିଟି ଗଠନ ହୋଇଯାଇଛି । ସଭାପତି ଭାବେ ଅଧ୍ୟାପକ ସଞ୍ଜୟ ନାୟକ ଓ ସମ୍ପାଦକ ଭାବେ ଅମ୍ଳାନ ପଟ୍ଟନାୟକ ମନୋନୀତ ହୋଇଥିବା ବେଳେ ସହ ସମ୍ପାଦକ ଭାବେ ଆଶୁତୋଷ ବାଘ, ସହ ସମ୍ପାଦିକା ସରିତା!-->!-->!-->…
ନିଆଁରେ ଶରୀରରେ ୮୦ ପ୍ରତିଶତ ଜଳିଗଲା ସାହାର୍ଯ୍ୟ ଅପେକ୍ଷାରେ ଲିପନୀ ରାଇକା…
ଆର,ଉଦୟଗିରି: ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡି ପଞ୍ଚାୟତର ଚୁଲାମ୍ବ ଗ୍ରାମରେ ରହିଥିବା ପାଲ ରାଇକା । ସେ ଜଣେ ଆଦିବାସୀ । ଖଟିଲେ ଯାହା ଦୁଇପଇସା ରୋଜଗାର କରେ ସେହି ଟଙ୍କା ଘରର ଚୁଲି ଜଳେ ତାଙ୍କ ୬ ପ୍ରାଣୀ କୁଟୁମ୍ବ ଚଳନ୍ତି । କିନ୍ତୁ କପାଳ ଲିଖନ କେ କରିବ ଆନ ସ୍ଥିତି ପାଲଙ୍କ ପାଇଁ!-->…