Browsing Category

ଆଞ୍ଚଳିକ

ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଦାରିଙ୍ଗବାଡ଼ି,୩୧/୧ : ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଝୁନୁରାଣୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ ବକ୍ତା ଭାବେ

ବିଜେପିର ଗାଁ କୁ ଚାଲ କର୍ମଶାଳା

ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲାର "ଗାଁ କୁ ଚାଲ" ଅଭିଯାନ କର୍ମଶାଳା ଜିଲ୍ଲା ସଭାପତି ଡ଼ା.ସୁବାଷ ସାହୁଙ୍କ ସଭାପତିତ୍ବରେ ବ୍ରହ୍ମପୁର ଇଂଜିନିୟରିଂ ସ୍କୁଲ୍ ଛକ ସ୍ଥିତ ରାଜସ୍ବ ଡ଼ାକ ବଙ୍ଗଳା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ରାଜ୍ୟ

ମାତାଲ ଡ଼୍ରାଇଭରଙ୍କ ସିରିଜ ଦୁର୍ଘଟଣା

ହିଞ୍ଜିଳିକାଟୁ, ୩୧/୧: ବୁଧବାର ରାତ୍ର ପ୍ରାୟ ସାଢେ ୮ ଘଣ୍ଟା ସମୟରେ ଜଣେ ମଦ୍ୟପ କାର ଚାଳକ ସିରିଜ ଦୁର୍ଘଟଣା ଘଟାଇଥିବା ଜଣାପଡିଛି। ଦୁର୍ଘଟଣାରେ ବଡ ଧରଣର କ୍ଷୟକ୍ଷତି ଘଟିନଥିଲେ ମଧ୍ୟ ଦୁର୍ଘଟଣାଗ୍ରସ୍ତ କାରଟି କ୍ଷତିଗ୍ରସ୍ତ ହୋଇଛି। ପ୍ରକାଶ ଯେ, ବୁଧବାର ରାତ୍ର ପ୍ରାୟ ସାଢେ ୮ଘଣ୍ଟା

ଗଞ୍ଜେଇ ଚାଲାଣର ଭୂସ୍ବର୍ଗ ପାଲଟିଛି ରାଇଘର ଅଞ୍ଚଳ, ଟେର ପାଇପାରୁ ନାହଁ ସୀମାନ୍ତ ପୋଲିସ୍

ଉମରକୋଟ : ସପ୍ର (୩୧/୦୧/୨୦୨୪) ଗଞ୍ଜେଇ ଚାଲାଣର ଭୂସ୍ବର୍ଗ ପାଲଟିଛି ରାଇଘର ବ୍ଲକର କୁନ୍ଦେଇ ଥାନା କାଉଡୋଳା ପଞ୍ଚାୟତ ଅନ୍ତର୍ଗତ ଧୂଙ୍ଗୀ୍ୟାଡିହିର ଖାଳେପାରା ଗ୍ରାମ । ଟେର ପାଇପାରୁ ନାହିଁ ସୀମାନ୍ତ ପୋଲିସ୍। ବିଷସ୍ତସୂତ୍ରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ସୂଚନା ପାଇଁ ଓ ନିର୍ଦେଶ କ୍ରମେ

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାସମ୍ପର୍କିତ ସଚେତନତା ତାଲିମ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନବିଭାଗ କାର୍ଯ୍ୟାଳୟ ସଭାଗୃହରେ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସମ୍ପର୍କିତ ସଚେତନ ତାଲିମ ଏବଂ ମିଳିତ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି

ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ +2ପ୍ରଥମ ବର୍ଷର ଛାତ୍ରୀ ମାନଙ୍କୁ ନେଇ ଆଠ ଦିନଧରି ପ୍ରଶିକ୍ଷଣ ଦିଆଯାଇଥିଲା ଏହି ଉଦଯାପନୀ ଉତ୍ସବ ରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ଶଙ୍କରାଖୋଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ

ଦେବଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ…

ଦେବଗଡ଼:,୩୧|୧ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ।‌ ଏଥିରେ ୭୦ଟି ପଞ୍ଚାୟତରୁ ୩ ବ୍ଲକ କୁ ବସ୍ ଚଳାଚଳ ର ସୁବିଧା କରାଯାଇଛି ‌। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ

ସ୍କୁଟରକୁ ପଛପଟୁ ଧକ୍କା ଦେଲା ସ୍କୋର୍ପିଓ : ଦମ୍ପତି ମୃତ…

ଦେବଗଡ: ,୩୧ା୧:ଆଜି ଅପରାହ୍ନରେ ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡା ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏକ ସ୍କୋର୍ପିଓ ଗାଡି ଧକ୍କାରେ ଏକ ସ୍କୁଟର ଚୁରମାର ହୋଇଯିବାସହ ସେଥିରେ ଯାଉଥିବା ଝରବାହାଳ ଏକ ଦମ୍ପତିଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଅପରାୟହ୍ନ ପ୍ରାୟ ୩ଟା ୩୦

ଦାବୀ ପୂରଣରେ ବିଳମ୍ବନା କୁ ନେଇ ପ୍ରତିବାଦ:ପାରପୋଷି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କଲା ଜିଲା କୃଷକ…

ଦେବଗଡ଼,୩୧ା୧:ଚାଷ ହେଉଥିବା ସରକାରୀ ଜମିର ପଟ୍ଟା ପ୍ରଦାନ, ଭୂମୀହିନଙ୍କୁ ଘରଡିହ ପଟ୍ଟା ପ୍ରଦାନ, ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ରେଙ୍ଗାଳି ବାସଚ୍ୟୁତଙ୍କୁ ଜମି ପ୍ରଦାନ ଏବଂ ଜମିର କିସମ ପରିବର୍ତନ ଆଦି ୫ ଦଫା ଦାବୀ ପୁରଣରେ ବିଳମ୍ବତା ଯୋଗୁଁ ଆଜି ଦେବଗଡ

ସରପଞ୍ଚଙ୍କ କାର୍ଯ୍ୟରେ ଅତିଷ୍ଟ ହୋଇ ବିଡ଼ିଓ ଙ୍କୁ ଫେରାଦ ହେଲେ ୱାର୍ଡ ମେମ୍ବର…

ଦାରିଙ୍ଗବାଡି,୩୧/୧, ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ନବନିତା କପାଟପାତ୍ର କାର୍ଯ୍ୟ ନେଇ ନାଏବ ସରପଞ୍ଚ ସମେତ ସମସ୍ତ ୱାର୍ଡ ମେମ୍ବର ମାନେ ବିଡ଼ିଓ ଙ୍କ ଠାରେ ଫେରାଦ ହୋଇଛନ୍ତି। ପଞ୍ଚାୟତରେ ମାସିକ ନିୟମିତ ବୈଠକ ହେଉନାହିଁ, ରାଜ୍ୟ ଓ କେନ୍ଦ୍ରୀୟ ଅନୁଦାନ