Browsing Category

ଆଞ୍ଚଳିକ

ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଫୁଲବାଣୀ : ଗୋଛାପଡା ପ୍ରାଥମିକ ବିଦ୍ୟାଳୟରେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର୍ ମିଶ୍ର ଓ ପ୍ରଧାନ ଶିକ୍ଷକ ଚେତନ୍ୟ ରାଉତଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।ସରପଞ୍ଚ ଗୋଛାପଡା ଶ୍ରୀଯୁକ୍ତ ଯୁଗାନ୍ତ କହଁର ମୁଖ୍ୟ ଅତିଥି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବାଜୀ

ସିମନବାଡିରେ ପଞ୍ଚୁଦଣ୍ଡ ମିଳନ ଉଦଯାପିତ : ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ବାଲିଗୁଡା, କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ସିମନବାଡିରେ ସୋମବାର ପଞ୍ଚୁଦଣ୍ଡ ମିଳନ ହେବା ସହ ମଙ୍ଗଳବାର କାର୍ଯ୍ୟକ୍ରମ ଶେଷ ହୋଇଛି। ପ୍ରକାଶ ଯେ, ସକାଳ ୮ଟାରେ ବିଭିନ୍ନ ଅଞ୍ଚଳର ଦଣ୍ଡ ଦଳ ଆସି ସିମନବାଡ଼ିରେ ପହଞ୍ଚି ଥିଲେ। ପୂର୍ବ ନିଦ୍ଧାରିତ ଅନୁସାରେ

ଚୈତ୍ର ତୃତୀୟ ମଙ୍ଗଳବାର : ଶ୍ୟାମଳାଇ ଓ କରେଇଶୁଣୀ ପୀଠ ପାଲଟିଲା ଜନସମୁଦ୍ର

ହିଞ୍ଜିଳିକାଟୁ : ଚୈତ୍ର ମାସ ତୃତୀୟ ପାଳି ମଙ୍ଗଳବାର ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡ଼ା ସ୍ଥିତ ଶକ୍ତିପୀଠ ମା ଶ୍ୟାମଳାଇଙ୍କ ପୀଠରେ ଭକ୍ତଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋରରୁ ମା’ଙ୍କ ମାର୍ଜଣା, ମଙ୍ଗଳଆଳତୀ, ସୂର୍ଯ୍ୟପୂଜା, ମଇଲମ, ବାଳଭୋଗ, ଦେବୀନୀତି ସହ

ଗ୍ୟାସ ସିଲେଣ୍ଡର ଫାଟି ୧୧ଆହତ ୪ ଗୁରୁତର

ପାତ୍ରପୁର - କେ ନୂଆଗାଁ ଥାନା ପାତ୍ରପୁର ବ୍ଲକ ଆମୁଣ୍ଡି ଗ୍ରାମରେ ଗ୍ୟାସ ସିଲେଣ୍ଡର ଫାଟି ଏଗାର ଆହତ ଚାରି ଗୁରୁତ୍ତର l ମିଳିଥିବା ସୂଚନା ଆଜି ଅପରାହ୍ନରେ ଆମୁଣ୍ଡି ଗ୍ରାମର ପ୍ରଶାନ୍ତ ବେହରା ଙ୍କ ପତ୍ନୀ ଘରେ ରୋଷେଇ କରୁଥିବା ବେଳେ ରନ୍ଧନ ଗ୍ୟାସ ସିଲେଣ୍ଡର ରୁ ଗ୍ୟାସ ହଟାତ ଲିକ ହୋଇ

କାର୍ଯ୍ୟରତ ହୋମଗାର୍ଡଙ୍କ ବିୟୋଗ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ଥାନାର କାର୍ଯ୍ୟରତ ବରିଷ୍ଠ ହୋମଗାର୍ଡ ବିନୋଦ ବିହାରୀ ପ୍ରଧାନଙ୍କର କଟକ ସ୍ଥିତ ଏସ୍ ଇ ବି କ୍ୟାନ୍ସର ହସପିଟାଲ ଦେହାନ୍ତ ହୋଇଛି। ତାଙ୍କ ମରଶରୀର କଟକ ମେଡ଼ିକାଲ ଠାରୁ କନ୍ଧମାଳ ଜିଲ୍ଲା ଗଞ୍ଜୁଗୁଡା ଗ୍ରାମର ନିଜ ବାସଭବନକୁ ଅଣାଯାଇ ସେଠାରେ ତାଙ୍କର ଶେଷ

ବିଜେପି ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ସତ୍ୟ ନାରାୟଣ ଓ ପ୍ରେମାନନ୍ଦ

ଫୁଲବାଣୀ : ସ୍ଥାନୀୟ ଲୋକଙ୍କ ପ୍ରତିି ବେଖାତିର ମନୋଭାବ ନେଇ ଟିକେଟ ଦେଇନଥିବା ଭାରତୀୟ ଜନତା ପାର୍ଟିରୁ ଅଧିକାଂଶ ପୁରୁଖା କର୍ମୀଙ୍କ ଦଳ ତ୍ୟାଗ ଏବଂ ସଦସ୍ୟ ପଦରୁ ଇସ୍ତଫା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l କିଛି ଦିନ ତଳେ ବରିଷ୍ଠ ବିଜେପି ନେତା କମଳା କାନ୍ତ ପାଣ୍ଡେ ଇସ୍ତଫା ଦେଇଥିବା ବେଳେଆଉ

ଡ୍ରାଇଭର ଓ ହେଲପରଙ୍କୁ ମରଣାନ୍ତକ ଆକ୍ରମଣ, ୨ ଗୁରୁତର, ୫ ଗିରଫ

ହିଞ୍ଜିଳିକାଟୁ (୮/୪): ଆଗାମୀ ଦିନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଇଲାକାରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଥାନା ଠାରୁ ମାତ୍ର ୨ଶହ ମିଟର ଦୂରରେ ଥିବା ବସ୍ ଟର୍ମିନାଲ ପରିସରରେ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ “ ଆଇନ ସଚେତନତା ଶିବିର “

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ,ଫୁଲବାଣୀର ଅଧ୍ୟକ୍ଷ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଫୁଲବାଣୀ ବିଜଳ୍ପ ବିବାଦ ସମାଧାନ କେନ୍ଦ୍ର ସଭାଗୃହରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓ ଦୌରା ଜଜ୍-ତଥା- ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧୀକରଣର

କନ୍ଧମାଳ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ସଚେତନତା ରଥର ଶୁଭାରମ୍ଭ

ଫୁଲବାଣୀ: ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗଙ୍କ ପ୍ରସ୍ତାବିତ ନୀତିନୀୟମକୁ ପାଳନ କରି ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ସଂଗଠନ ମାନେ ନିଜର ତତ୍ପରତା ଦେଖାଇଛନ୍ତି ।କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ତରଫରୁ ଏକ

ଆଖିରେ କଳାପଟି ବାନ୍ଧି ସରକାର ନିକଟରେ ଦାବୀ ପୂରଣ ପାଇଁ ପ୍ରତିବାଦ

ମାଲକାନଗିରି : ଆଜି ମାଲକାନଗିରି ସଦର ହୋଟେଲ ସ୍ୱାଗତ ସମ୍ମିଳନୀ କକ୍ଷରେ ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ସଭାପତିତ୍ୱରେ ମାଲକାନଗିରି ଉତ୍କଳ ସାମ୍ବାଦିକ ସଙ୍ଘ ସଦସ୍ୟଙ୍କୁ ନେଇ ଏକ ବୈଠକ ର ଆୟୋଜନ କରାଯାଇଥିଲା । ରାଜ୍ୟ ସଭାପତି ଶ୍ରୀ କର ପ୍ରାରମ୍ଭରେ ଜିଲ୍ଲା ସଙ୍ଘପୂର୍ବ ଦିନରେ