Browsing Category

ଆଞ୍ଚଳିକ

ଫୁଲବାଣୀ ଓକିଲ ସଙ୍ଘ ପକ୍ଷରୁ ଉତ୍କଳ ଦିବସ ପାଳିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଙ୍ଘ ପକ୍ଷରୁ ସଂଘ ସଭାପତି ନିରୋଦ ପାତ୍ରଙ୍କ ସଭାପତିତ୍ବରେ ଓ ସମ୍ପାଦକ କୁଞ୍ଜ ବିହାରୀ ଶତପଥୀଙ୍କ ନେତୃତ୍ବରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ବାର ପରିସରରେ ଥ‌ିବା ମହାପୁଋଷଙ୍କ ପ୍ରତିମୂର୍ତ୍ତି ଗୁଡିକରେ ପୁଷ୍ପ

ଦଣ୍ଡନୃତ୍ୟ ପରିବେଷଣ ସମୟରେ ଆମିଷ ଭକ୍ଷଣ ନିଷେଧ ନେଇ ଆଲୋଚନା ଚକ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦଣ୍ଡନୃତ୍ୟ ପରିବେଷଣ ସମୟରେ ଆମିଷ ଭକ୍ଷଣ ନିଷେଧ କରାଯିବା ନିମନ୍ତେ ଏକ ଆଲୋଚନା ବୈଠକ ଜିଲ୍ଲା ଜାଗରଣ ମଞ୍ଚର ବରିଷ୍ଠ କର୍ମକର୍ତ୍ତା ମାନଙ୍କ ସହ ସହରର ବିଭିନ୍ନ ବ୍ୟବସାୟୀ ସଂସ୍ଥାର ବ୍ୟବସାୟ , ହୋଟେଲ ମାଲିକ,ଆମିଷ

ନୀପିଡିତ ସ୍ବେଛାସେବୀ ଅନୁଷ୍ଠାନର ୪୨ତମ ପ୍ରତିଷ୍ଠା ଦିବସ ପାଳନ

ଫୁଲବାଣୀ ୩୧।୧ : ଫୁଲବାଣୀର ପୁରାତନ ସ୍ୱେଛାସେବୀ ଅନୁଷ୍ଠାନ ନିପୀଡିତ ଏହାର ୪୨ତମ ପ୍ରତିଷ୍ଠା ଦିବସ ଏହାର ସଭାଗୃହରେ ପାଳନ କରିଛି । ଏହି ଅବସରରେ ସର୍ବ ପ୍ରଥମେ ଏହି ମାସ ୧୫ ଓ ୧୭ ତାରିଖରେ ଇହଲୀଳା ସମ୍ବରଣ କରିଥିବା ଦୁଇ ଜଣ ଦିବଙ୍ଗତ ମହାନ ସମାଜସେବୀଙ୍କୁ ଶ୍ରନ୍ଧାଞ୍ଜଳି ଅର୍ପଣ

ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ : କଂଗ୍ରେସ

(କଂଗ୍ରେସର ସାମ୍ବାଦିକ ସମ୍ମିଳନୀ)ଫୁଲବାଣୀ : ବିଜୁ ଜନତା ଦଳ ଭାରତ ବର୍ଷର ୫ମ ବୃହତମ ଆଂଚଳିକ ଦଳ ହିସାବରେ ୧୦୧୯.୫ କୋଟି ଟଙ୍କ ରାଜନୈତିକ ଚାନ୍ଦା ନିର୍ବାଚନୀ ବଣ୍ଡ ମାଧ୍ୟମରେ ପାଇଛନ୍ତି ବୋଲି ନିର୍ବାଚନ ଆୟୋଗଙ୍କ ଦ୍ଵାରା ପ୍ରକାଶିତ ତଥ୍ୟରୁ ଏହା ଜଣାପଡ଼ିଛି ବୋଲି କଂଗ୍ରେସ ଅଭିଯୋଗ

ଅବକାରୀ ବିଭାଗ କୁ ସଫଳତା ୧୧ଲକ୍ଷ ଟଙ୍କାର ଗଞ୍ଜେଇ ସହ ଅଭିଯୁକ୍ତ ଗିରଫ

ମାଲକାନଗିରି : ଆଜି ଜିଲ୍ଲା ଅବକାରୀ ଅଧିକ୍ଷକ ମାଲକାନଗିରି ଶ୍ରୀ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ବାଲିମେଳା ଅବକାରୀ ଷ୍ଟେସନର ଓଆଇସି ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ ପଣ୍ଡିଆଗୁଡ଼ା ଗ୍ରାମ୍ୟ ଜଙ୍ଗଲ କ୍ଷେତ୍ର ରେ ଚଢାଉ କରି ୧୧୬ କିଲୋଗ୍ରାମ ର ଗଞ୍ଜେଇ ଜବତ କରିଛନ୍ତି ଯାହାର

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଫୁଲବାଣୀ : ସରକାରୀ ଉଚ୍ଚ ବିଦ୍ୟାଳୟ , କାତାକେରୀ,ଠାରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ସହକାରୀ ଶିକ୍ଷକ ଏକ୍ସ କେର୍ଡ଼ର ହରିଶ୍ଚନ୍ଦ୍ର କଂହର ଅଦ୍ୟ ତା ୩୧.୩.୨୦୨୪ ରିଖ ଦିନ ଅବସର ଗ୍ରହଣ କରିଛନ୍ତି l ଶ୍ରୀ କଂହର ଜଣେ କର୍ତ୍ତବ୍ୟନିଷ୍ଟ,

ପୋଲସରା ରାଜନୀତି : ବଳି ପଡିବେ କି ଶ୍ରୀକାନ୍ତ..? ଇଷ୍ଟ ଖଣ୍ଡନ ପାଇଁ ପୂଜା ଅର୍ଚ୍ଚନା,ସେପଟେ ପଦ୍ମ ଧରିଲେ ସଂଯୁକ୍ତା…

ବ୍ରହ୍ମପୁର: ୩୧-୩ ଗଞ୍ଜାମ ଜିଲ୍ଲାର ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଶ୍ରୀକାନ୍ତ ସାହୁଙ୍କୁ ପୁଣି ବିଜେଡ଼ି ମଇଦାନ ରେ ଓହ୍ଲାଇଛି। ଶ୍ରୀକାନ୍ତ ଓ ସଂଯୁକ୍ତା ଙ୍କ ମଧ୍ୟରେ ଲାଗିରହିଥିବା ତିକ୍ତତା କୁ ଶାସକ ଦଳ ସମାଧନ କରିବାରେ ବିଫଳ ହେବା ଫଳରେ ଶେଷରେ ସଂଯୁକ୍ତା ବିଜେପି ରେ ସାମିଲ

ବିଜେପି ର ସାଂସଦ ପ୍ରାର୍ଥୀ ଘୋଷଣା ପରେ ସ୍ଥାନୀୟ ନେତା ଓ କର୍ମୀ ନିରାଶ…

ଫୁଲବାଣୀ:କନ୍ଧମାଳ ଲୋକସଭା ଆସନ ପାଇଁ ସୁକାନ୍ତ ପାଣିଗ୍ରାହୀଙ୍କୁ ବିଜେପି ପ୍ରାର୍ଥୀ କରିଛି । ତାଙ୍କ ଉପରେ ଭରସା କରି ଦ୍ବିତୀୟ ଥର ଟିକେଟ୍ ଦେଇଛି । ଶନିବାର ଟିକେଟ୍ ଘୋଷଣା ପରେ ସୁକାନ୍ତଙ୍କ କିଛି  ଦଳୀୟ କର୍ମୀ ଓ ସମର୍ଥକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଛି । ସେମାନେ

ଅର୍ଦ୍ଧନିର୍ମିତ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ହିଞ୍ଜିଳିକାଟୁ ୩୦/୩ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ବେଲଗାଁ ଥାନା ଅଧୀନ ଧୋବାଡି ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ଏକ ଅର୍ଦ୍ଧନିର୍ମିତ ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ସଞ୍ଜୟ ନାୟକ(୩୫) ବୋଲି ଜଣାପଡିଛି। ସଞ୍ଜୟ ହନ୍ତଷ ଗ୍ରାମ ବାସିନ୍ଦା ଧୋବାଡି ଛକ ନିକଟରେ

ସରିଲା ଛତ୍ରପୁର ଓକିଲ ସଂଘର ନିର୍ବାଚନ : ସଭାପତି ଭାବେ ପ୍ରଦୀପ ସମ୍ପାଦକ ଭାବେ ସୁରେଶ ନିର୍ବାଚିତ

ଛତ୍ରପୁର : ଛତ୍ରପୁର ଓକିଲସଂଘର ବିଭିନ୍ନ କର୍ମକର୍ତ୍ତା ନିମନ୍ତେ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ନିର୍ବାଚନ ନିମନ୍ତେ ମତଦାନ ହେବା ସହିତ ଫଳାଫଳ ଘୋଷାଣ ହୋଇଯାଇଛି । ଓକିଲ ସଂଘର ସଭାପତି ପଦବୀ ନିମନ୍ତେ ପ୍ରଦୀପ କୁମାର ପାଢୀ ଓ ଏଲ .ଗୋପାଲ ରାଓ