Browsing Category

ଆଞ୍ଚଳିକ

ଛତ୍ରପୁରକୋର୍ଟରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ , ୧୮୫ ଟି ମାମଲାର ବିଚାରଣ ହୋଇ ୪୬ଟି କେସ ର ଫଇସଲା

ଛତ୍ରପୁର : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୈାରା ଜଜ୍ ମନୋରଂଜନ ଦାଶ, ସିନିୟର ସିଭିଲ ଜଜ୍ ଅଭିନନ୍ଦିତା ପଣ୍ଡା , ଏସଡିଜେଏମ ପ୍ରିତିଶ କୁମାର ରଥ ଓ

ଇନ୍‌ଫର୍ମରେ ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ପୁଣି, ମାଓବାଦୀ ସକ୍ରିୟ ଥିବା ଜଣାପଡ଼ଛି । ପୋଲିସ ଇନ୍‌ଫର୍ମରେ ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଗୋଚ୍ଛାପଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ ଗିଡାପଦର ଗାଁର ଦମ୍ପତ୍ତି ଡାହିରା କହଁର ଏବଂ ପତ୍ନୀ ବତସୀ କହଁରଙ୍କୁ ମାଓବାଦୀ ହତ୍ୟା

ଲିଙ୍ଗ ଚୟନ ନିଷେଧ ଅଧିନିୟମ ସମ୍ପର୍କୀତ ଆଇନ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ : ଅଧିକାଂଶ ଲୋକ କନ୍ୟା ସନ୍ତାନ ମାନଙ୍କୁ ପରିବାରରେ ବୋଝ ବୋଲି ଭାବୁଥିବା ବେଳେ ପୁଅମାନଙ୍କୁ ସମ୍ପତି ବୋଲି ମନେ କରୁଛନ୍ତି । ଲିଙ୍ଗ ଚୟନ ବାବଦରେ ଅଳ୍ପ କେତେ ଟଙ୍କା ଖର୍ଚ୍ଚ କରି ଭବିଷ୍ୟତରେ ଲକ୍ଷାଧିକ ଟଙ୍କା ବଞ୍ଚାଇ ପାରିବାର ମାନସିକତା ଅଧିକାଂଶ ପରିବାରରେ ରହିଛି।

ଫୁଲବାଣୀ ୩ ନମ୍ବର ୱାର୍ଡରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଫୁଲବାଣୀ : ଫୁଲବାଣୀ ପୌରପରିଷଦ ଅନ୍ତର୍ଗତ ୩ ନମ୍ବର ୱାର୍ଡରେ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ନଦୀଖଣ୍ଡି ସାହି କ୍ଳବର ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ସୁଶ୍ରୀ ଅନିମା କହଁର

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜ ସତ୍ୟପିର ମିଶ୍ରଙ୍କ ଅଦାଲତରେ ଆଜି ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି ଯେ, ପ୍ରାକ ମକଦ୍ଦମା ମାମଲା ଗୁଡ଼ିକ ମଧ୍ୟରୁ ୭୭ଟି ଅର୍ଥ ଅସୁଲି ମାମଲାର

ବୁଡ଼ାଗୁଡ଼ା ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ପକ୍ଷରୁ ୬ ଗ୍ରାମବାସୀଙ୍କୁ ଜଙ୍ଗଲ ସମ୍ଭଳ ଅଧିକାର ପଟ୍ଟା ବଣ୍ଟନ କରାଗଲା

ଦାରିଙ୍ଗବାଡି, ୯/୩ : ଦାରିଙ୍ଗବାଡି ତହସିଲ ପକ୍ଷରୁ ବୁଡ଼ାଗୁଡା ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳ ଠାରେ ୬ ଗୋଟି ଗ୍ରାମ ଯଥା ସୀମାଲକିଆ, ଗୁଦ୍ରିପାଙ୍ଗା,ତିଲୋରି, ଶିରିସପାଙ୍ଗ, ବୁର୍ଡାକିଆ, ବଡାଆକିଆ ଗ୍ରାମ ବାସୀଙ୍କୁ ଗୋଷ୍ଠିଗତ ଜଙ୍ଗଲ ଅଧିକାର ଓ ଗୋଷ୍ଠୀଗତ ଜଙ୍ଗଲ ସମ୍ଭଳ ଅଧିକାର ପଟ୍ଟା

ବ୍ରାହ୍ମଣୀଗାଁ ବ୍ଲକ ଗଠନ ନେ଼ଇ ରାଜ୍ୟ ସରକାରଙ୍କୁ ଦାବୀ ପତ୍ର ପ୍ରଦାନ

ଦାରିଙ୍ଗବାଡ଼ି, ୯/୩ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ବ୍ଲକ ଦାବୀରେ ବହୁଜନ ଛାତ୍ର ଓ ଯୁବ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ତଥା ଆମ୍ବେଦକରାଇଟ୍ ସଲିଡ଼ାରିଟି ଫୋରମ୍ ର ରାଜ୍ୟ ସଂଯୋଜକ ଇଂ ଅନିଲ୍ କୁମାର ମଲ୍ଲିକ୍ ଙ୍କ ନେତୃତ୍ୱରେ ସଂଯୁକ୍ତ ସଂଖ୍ୟାଲଘୁ ଫୋରମ୍ ର ଆବାହକ ଯୁଗଳ କିଶୋର ରଣଜିତ୍,

ଶିବ ପଞ୍ଚାକ୍ଷର ଧ୍ୱନୀରେ ପ୍ରକମ୍ପିତ ବିଭିନ୍ନ ଶୈବପୀଠ

ବାଲିଗୁଡା : ମହାଶିବରାତ୍ରିରେ ପ୍ରଭୁ ଶିବଙ୍କ ସାନ୍ନିଧ୍ୟ ଲାଭ କଲେ ପୁଣ୍ୟ ମିଳିଥାଏ। ପୁରାଣ କଥିତ ଏହି ଦିବସର ବିଶ୍ୱାସକୁ ପାଥେୟ କରି ଶିବ ମନ୍ଦିରରେ ପ୍ରଭୁଙ୍କୁ ପୂଜାର୍ଚ୍ଚନା ପରେ ଦୀପ ଜାଳି ପାଦୁକା ସେବନ ପାଇଁ ଶୁକ୍ରବାର ଭୋରରୁ ରାତି ତମାମ ଶିବ ମନ୍ଦିର ମାନଙ୍କରେ ଭକ୍ତଙ୍କ ପ୍ରବଳ

ଚାଲାଣ ପାଇଁ ପ୍ରସ୍ତୁତି ବେଳେ ମାଡି ବସିଲା ପୁଲିସ ; ଗଞ୍ଜେଇ ଜବତ : ଚାଲାଣ କାରୀ ଫେରାର

ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପକ୍ଷରୁ ଗଞ୍ଜେଇ କଟା ଅଭିଯାନ ଜାରି ରହିଥିବା ବେଳେ ଗଞ୍ଜେଇ ମାଫିଆ ମାନେ ବେଧଡକ ଭାବରେ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି। ତେବେ ବାଲିଗୁଡା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ୧୩୧ କିଲୋ ଗଞ୍ଜେଇ ଧରିବାରେ ସଫଳ ହୋଇଛି, କିନ୍ତୁ ଘଟଣା ସ୍ଥଳରୁ

ମୋସ୍କୁଲ ଅଭିଯାନରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ପଞ୍ଚାୟତ ଅନ୍ତର୍ଗତ ନାଡ଼ାପାଟାଙ୍ଗା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନର ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ପ୍ରାରମ୍ଭରେ ମୋ ସ୍କୁଲ ଅଭିଯାନର ସଭାପତି ବନ୍ଦନା ମଳିକ ଯୋଗ ଦେଇ ଦୀପ