Browsing Category

ଆଞ୍ଚଳିକ

ଟିପିଏସ୍ଓଡିଏଲକୁ ମିଳିଲା ‘ବେଷ୍ଟ୍ ସିଏସ୍ଆର୍ ପ୍ରୋଜେକ୍ଟ୍ ଅଫ୍ ଦି ଇୟର’ ଆୱାର୍ଡ

ବ୍ରହ୍ମପୁର : ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍)କୁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ 'ବେଷ୍ଟ୍ ସିଏସ୍ଆର୍ ପ୍ରୋଜେକ୍ଟ ଅଫ୍ ଦି ଇୟର ଆୱାର୍ଡ' ମିଳିଛି । ପ୍ରୋଜେକ୍ଟ ‘ସକ୍ଷମ’ ଅଧିନରେ ଜୀବିକା ପ୍ରୋତ୍ସାହନ କାର୍ଯ୍ୟକ୍ରମର ସଫଳ ପରିଚାଳନା

ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ

ହିଞ୍ଜିଳିକାଟୁ ୨/୩ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣା ସାହି ରେ ଶନିବାର ଅପରାହ୍ନରେ ବିଜେଡି ଘରେ ଘରେ ଶଙ୍ଖ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ‘ନୂଆ-ଓ’ ଛାତ୍ରବୃତ୍ତି ଅନୁଦାନ ପତ୍ର ବିତରଣ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ତଥା ଛତ୍ରପୁରସ୍ଥ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ‘ନୂଆ-ଓ’ ଛାତ୍ରବୃତ୍ତି ଅନୁଦାନ ପତ୍ର ବିତରଣ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତୀ

ଫୁଲବାଣୀ ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲଵାଣୀ ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀ ତୁଷାରେନ୍ଦ୍ର ନାୟକ ଫୁଲବାଣୀ ସ୍ଥିତ ନିଜ ସରକାରୀ ବାସଭବନରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ସକାଳ ୯ ଟାରେ ଘଟଣା ଘଟିଥିବା ଜଣାପଡିଛି। ଫୁଲବାଣୀର ଆଇଟିଡିଏର କର୍ମଚାରିମାନେ ତାଙ୍କ ବାସଭବନରେ ପହଞ୍ଚି

ମନ୍ତ୍ରୀଙ୍କ ଦ୍ଵାରା ରାସ୍ତା ଉନ୍ନତିକରଣ ସକାଶେ ଭିତ୍ତିପ୍ରସ୍ତର ସ୍ଥାପନ

ଚିକିଟୀ : ଶୁକ୍ରବାର ଦିନ ନୂଆପଡା ଠାରୁ ପତି ଗୋବିନ୍ଦପୁର ଦେଇ ଗଡ଼ ଗୋବିନ୍ଦପୁର ପର୍ଯ୍ୟନ୍ତ ପ୍ରାୟ ୬ କିଲୋମିଟର ରାସ୍ତାର ଗ୍ରାମାଞ୍ଚଳ ସଂଯୋଗୀ କରଣ ଯୋଜନା ଦ୍ଵାରା ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ

ରାଜନଗରରେ ଦୁର୍ନୀତି ନେଇ ଚା’ଖଟିରେ ଵିଧାୟକଙ୍କୁ ପ୍ରଶ୍ନ ବାଣରେ ଘାଇଲା କଲେ ସୁରକ୍ଷାମଞ୍ଚ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବଜାର ସ୍ଥିତ ନଳି ଚାହା ଦୋକାନରେ ଗତକାଲି ଅଭିନଵ ଉପାୟରେ ଵିଧାୟକ ଧୃଵ ସାହୁଙ୍କ ସମେତ ତାଙ୍କର ଶୁଭେଛୁମାନେ ଚା ପିଉଥିବା ଦୃଶ୍ୟମାନ ହୋଇଥିଲା। "ଦିନେ ନାହିଁ କାଳେ ନାହିଁ ଗହ୍ମା ପୁନେଇରେ ମାଇଁ ମାଇଁ। ଏହି ମର୍ମରେ ପାଞ୍ଚ ବର୍ଷ ମଧ୍ୟରେ

ଛେଳିଗଡ ପ୍ରକଳ୍ପ କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀ, ଭାଗଚାଷୀଙ୍କ ଦାବିପତ୍ର ପ୍ରଦାନ

ଆର,ଉଦୟଗିରି : ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ଛେଳିଗଡ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ କ୍ଷତି ସହିବାକୁ ଥିବା ଭାଗଚାଷୀ, କ୍ଷୁଦ୍ର ବ୍ୟବସାୟୀ ତଥା ଉଠାଦୋକାନୀ, ଦିନମଜୁରିଆ, ପଶୁପାଳନ ଓ ବ୍ୟବସାୟୀ ଆର,ଉଦୟଗିରି ତହସିଲଦାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ନିର୍ମାଣ ହେଉଥିବା

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆତ୍ମ-ସୁରକ୍ଷା ତାଲିମ୍ ଶିବିର ଉଦ୍ଘାଟିତ

ଆସିକା ତା ୨/୩ : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ନାରୀ ସଶକ୍ତିକରଣର ପ୍ରାୟୋଜିତ କାର୍ଯ୍ୟକ୍ରମ ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଆସିକା ବିଜ୍ଞାନ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଚୌଧୁରୀଙ୍କ ସଭାପତିତ୍ବରେ ଉଦ୍ଘାଟନ କରାଯାଇଥିଲା। ଉକ୍ତ ଅବସରରେ ଆସିକା

ଓଡ଼ଗାଁରେ ଆନ୍ତର୍ଜାତୀୟ ହୁଇଲ ଚେୟାର ଦିବସ ପାଳିତ…

ନୟାଗଡ଼: ଓଡ଼ଗାଁ ରାମ ସାଗର ନିକଟ କଲ୍ୟାଣୀ ମଣ୍ଡପ ରେ ଆନ୍ତର୍ଜାତୀୟ ହୁଇଲ ଚେୟାର ଦିବସ ପାଳିତ ହୋଇଯାଇଛି। ଓଡ଼ଗାଁ ବ୍ଲକ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବିଡିଓ କବିତା ପ୍ରଧାନ, ଜିଲ୍ଲା ଭିନ୍ନକ୍ଷମ ସଂଗଠନର ଉପସଭାପତି ବିକ୍ରମ ନାୟକ, ଶିଶୁ ଓ ମହିଳା ଅଧିକାରୀ

ଜିଲ୍ଲାସ୍ତରୀୟ ବିଶ୍ୱ ହୁଇଲ୍ ଚେୟାର ଦିବସ ପାଳିତ…

ଛତ୍ରପୁର, :ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ମିନି-ଷ୍ଟାଡିୟମ୍ ଠାରେ ବିଶ୍ବ ହୁଇଲ୍ ଚେୟାର ଦିବସ ପାଳିତ ହୋଇଯାଇଛି।। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଭିନ୍ନକ୍ଷମ ବର୍ଗର ଲୋକଙ୍କ ଯୋଗଦାନ ହୋଇଥିବା ବେଳେ ଏହି ଅବସରରେ ଭିନ୍ନକ୍ଷମବ୍ୟକ୍ତିମାନଙ୍କୁ ନେଇ ଏକ ହୁଇଲ୍ ଚେୟାର ରାଲି