Browsing Category

ଆଞ୍ଚଳିକ

କାଳିଭଞ୍ଜ ଡିଆରୁ ବନବିଭାଗ ବୋଟ ସହ ୫୦ବସ୍ତା ଗରାଣି କାଠ ଜଵତ, ୪ଗିରଫ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଭିତରକନିକା ଅଞ୍ଚଳରେ ଦିନକୁ ଦିନ ଗରଣି ଓ ବାତରା କାଠ ରାକେଟ୍ ବଳବତ୍ତର ରହୁଥିବା ବେଳେ ବନ ବିଭାଗର ଆଖିରୁ ନିଦ ହଜାଇ ଦେଇଛି। ଯେତେ ଥର ଦୁର୍ଵୁତମାନେ ଏହି କାଠ ଚୋରି କରୁଛନ୍ତି ସେତେଥର ଵନଵିଭାଗ କଵ୍ଜାରେ ଖସି ପାରୁନାହାନ୍ତି।

ରାସ୍ତା ନିର୍ମାଣ ଦାବିରେ କୀରାପଲ୍ଲୀ ଗ୍ରାମବାସୀଙ୍କ ବେଲଗୁଣ୍ଠା-ବାଲିପଦର ରାସ୍ତା ଅବରୋଧ

ବେଲଗୁଣ୍ଠା, 29/02 : ଆଜି ସକାଳ ଆଠ ଘଣ୍ଟା ଠାରୁ ବେଲଗୁଣ୍ଠା ବ୍ଳକ୍ ବଙ୍କା ପଂଚାୟତର କୀରାପଲ୍ଲୀ ଗ୍ରାମର ପୁରୁଷ ଓ ମହିଳା ମାନେ ହାତରେ ପ୍ଲାକାର୍ଡ଼ ଧରି ରାସ୍ତାକୁ ଓହ୍ଲାଇଥିଲେ I ଦୀର୍ଘ 40 ବର୍ଷ ହେବ ପିଡବ୍ଳ୍ୟୁଡ଼ି ରାସ୍ତା ଠାରୁ କୀରାପଲ୍ଲୀ ଗ୍ରାମକୁ ଯାଇଥିବା ଗ୍ରାମ୍ୟଉନ୍ନୟନ ବିଭାଗର

ସଗିସାହି ରାସ୍ତା ନିର୍ମାଣ ଦାବି ନେଇ ୮ ଘଣ୍ଟା ଧରି ପାରଳାଖେମଣ୍ଡି – ମୋହନା ମୁଖ୍ୟ ରାସ୍ତା ଅବରୋଧ

ଆର,ଉଦୟଗିରି : ଗାଁ ଗାଁକୁ ସରକାରଙ୍କ ତରଫରୁ ରାସ୍ତା ନିର୍ମାଣ କରାଯାଉଛି । ଗମନାଗମନ ସୁବିଧା ହେଲେ ଜରୁରୀ କାଳୀନସେବା ପାଇପାରିବେ ଗ୍ରାମବାସୀ ଲୋକଙ୍କ ଆର୍ଥିକସ୍ଥିତି ସୁଧାରିବ । ମାତ୍ର ଆଜିବି ଅନେକ ଗ୍ରାମକୁ ରାସ୍ତା ନଥିବାରୁ ଗ୍ରାମବାସୀ ବହୁ ଅସୁବିଧା ଭୋଗୁଛନ୍ତି । ଏହିପରି ନୁଆଗଡ

ଜାତୀୟ ବିଜ୍ଞାନ ଦିବସ ପାଳିତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଶେରଗଡ଼ ବ୍ଳକ ଅନ୍ତର୍ଗତ କୃଷ୍ଟଛାଇ ଗ୍ରାମ ସରକାରୀ ଊନୀତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଵୁଧବାର ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଅରୁଣ କୁମାର ମହାରଣା ଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର

ଜିଲ୍ଲା ଶ୍ରମ ଅଧିକାରୀଙ୍କ ଅଵସରକାଳୀନ ସମ୍ବର୍ଦ୍ଧନା

ମାଲକାନଗିରି,୨୯/୦୨ : ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତଥିବା ଜିଲ୍ଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀ ଆଜି ଅବସର ଗ୍ରହଣ କରିଛନ୍ତି।ସେ ମାଲକାନଗିରି ଜିଲ୍ଲାରେ ୨୦୨୨ମସିହାରେ ଜିଲ୍ଲା ଶ୍ରମ ଅଧିକାରୀ ଭାବେ ଯୋଗଦାନ ଦେଇ ଥିଲେ। ତାଙ୍କର କାର୍ଯ୍ୟ କାଳ ମଧ୍ୟରେ ୨୦ ହଜାର ନିର୍ମାଣ

ପୁଲିସ ଭ୍ୟାନ ଧକ୍କାରେ ଗୁରୁତର ହୋଇ ଥିବା ସାଇକେଲ ଆରୋହୀଙ୍କ ମୃତ୍ୟୁ…

ମାଲକାନଗିରି,୨୯/୨ ମାଲକାନଗିରି ଜିଲ୍ଲା ସଦର ମହାକୁମା ଠାରେ ଏକ ପୁଲିସ ଭ୍ୟାନ ଧକ୍କାରେ ଜଣେ ସାଇକେଲ ଆରୋହୀ ର ମୃତ୍ୟୁ ଘଟିଛି।ମାଲକାନଗିରି ଥାନା ସ୍ଥ ଏମଭି ୩ ଗ୍ରାମର ବିଜୟ ମୁର୍ମୁ(୪୬) ନାମକ ଜଣେ ଯୁବକ ମାଲକାନଗିରି ବଜାର କୁ କୌଣସି ଏକ କାମରେ ଗତ କାଲି ଆସିଥିଲେ। ସେ କାମ ସାରି ନିଜ

୧୫ ବର୍ଷିଆ ନାବାଳିକା ଦୁସ୍କର୍ମ ମାମଲାର ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଓ ୨୦ ହଜାର ଜୋରିମାନା

ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ୍ ପୋକ୍ସୋ କୋର୍ଟ ର ବିଚାରପତି ମିହିର୍ ରଞ୍ଜନ ପରିଡ଼ା ଆଜି ଏକ ୧୫ ବର୍ଷୀୟା ନାବାଳିକା ର ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୧ଜଣ ସାକ୍ଷୀ,ଡାକ୍ତରୀ ରିପୋର୍ଟ୍ ଓ ପିଡିତାଙ୍କ ବୟାନ ଆଧାର ରେ ଘଟଣାର ଅଭିଯୁକ୍ତ ସରୋଜ ସାଣ୍ଢ (୨୬) କୁ ଦୋଷୀ ସାବ୍ୟସ୍ତ

ମୋହନାକୁ ଏନଏସି ଦାବୀ ଜୋର ଧରିଲା…

ଆର,ଉଦୟଗିରି : ରାଜ୍ୟ ସରକାର ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ୩୫ ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରିବା ନିମନ୍ତେ ଘୋଷଣା କରିଥିଲା ବେଳେ ଦୀର୍ଘ ଦିନରୁ ମୋହନା ଗ୍ରାମ ପଞ୍ଚାୟତ କୁ ଏନ ଏ ସି ଗଠନ କରିବା ନିମନ୍ତେ ଦାବୀ ହୋଇ ଆସୁଥିବା ବେଳେ ରାଜ୍ୟ ସରକାର ନିରପେକ୍ଷତା ଅବଲମ୍ବନ

ଛତ୍ରପୁର ସହରର ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ…

ଛତ୍ରପୁର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ନବୀନ ପଟ୍ଟନାୟକଙ୍କ କରକମଳରେ ଛତ୍ରପୁର ସହରର ଜନସାଧାରଣଙ୍କ ହିତ ଦୃଷ୍ଟିରୁ୨ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ବସୁଧା ଯୋଜନାରେ ଛତ୍ରପୁର ସହରର ପାନୀୟ ଜଳ ପ୍ରକଳ୍ପ କୁ କାର୍ଯ୍ୟକାରୀ କରାଯାଇଛି । ଯାହାକି ପାନୀୟ ଜଳ ଯୋଗାଣ ଉନ୍ନତି

କଣମଣା ପଂଚାୟତରେ ବିଜେଡି ସାଙ୍ଗଠନିକ ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ପଂଚାୟତରେ ବିଜେଡି ସାଙ୍ଗଠନିକ ବୈଠକ ଏବଂ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥି ଲାଗି ଗୁରୁବାର ଟାକିରିଆବ୍ରହ୍ମପୁର ସ୍ଥିତ କନକ ଦୁର୍ଗା ମନ୍ଦିର ପରିସରରେ ଆୟୋଜିତ ବୈଠକ ରେ ଛତ୍ରପୁର ବିଧାୟକ