Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଲୋକାର୍ପଣ ହେଲା ଆମ ହସ୍ପିଟାଲ…
ଦେବଗଡ଼ ତା 26/02/2024 ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକ ଆମ ହସ୍ପିଟାଲ ଅନ୍ତର୍ଗତ ଦେବଗଡ଼ ଜିଲ୍ଲା ଆମ ହସ୍ପିଟାଲ ରୂପାନ୍ତରିତ ସରକାରୀ ହସ୍ପିଟାଲ କୁ ଆଭାସି ମାଧ୍ୟମରେ ଲୋକାର୍ପଣ କରିଛନ୍ତି, ଏହି ନେଇ ନୂତନ ବସ ଷ୍ଟାଣ୍ଡ ବାଳିରୋହି ପରିସରରେ ଉତ୍ସବ ଅୟୋଜନ କରାଯାଇଥିଲା। ଏହି!-->!-->!-->…
ଆଦିବାସୀ ଇଲାକା କୁ ସଂଯୋଗ ହେବ ନୂଆ ରାସ୍ତା : ୭କୋଟି ୧୪ଲକ୍ଷ୍ ମଞ୍ଜୁର…
ନୟାଗଡ଼: ଉତ୍ତମ ଗମନା ଗମନସାମାଜିକ ଓ ଅର୍ଥନୈତିକ ଅଭବୃଦ୍ଧି ର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହାକୁ ଗୁରୁତ୍ଵ ଦେଇ ଆସୁଛନ୍ତି । ଓଡ଼ଗାଁ ବ୍ଲକ ରବିଗାଡିଆ ପଞ୍ଚାୟତ ଦୋଳଗୋବିନ୍ଦ ପୁର ଠାରୁ ଢୋଲମସ୍କା!-->!-->!-->…
ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ…
ଫୁଲବାଣୀ : ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ଆୟୋଜିତ ହୋଇଯାଇଛି | ପରିଚାଳନା ସମିତିର ସଭାପତି ପୁରୁଷୋତ୍ତମ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଲିଗୁଡାର ମାନ୍ୟବର ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗଦେଇ!-->!-->!-->…
ପଞ୍ଚୁଦଣ୍ଡ ପରିଚାଳନା ସମିତିର ନୂତନ କର୍ମକର୍ତ୍ତା ମନୋନୀତ…
ବାଲିଗୁଡା,୨୬/୦୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତିର ନୂତନ କର୍ମକର୍ତ୍ତା ମନୋନୟନ ସ୍ଥାନୀୟ ମା'ପାଟଖଣ୍ଡା ମନ୍ଦିରର ସମ୍ମିଳନୀ କକ୍ଷରେ ରାଜକିଶୋର ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ୨୦୨୩ ବର୍ଷ ର ଆୟ ବ୍ୟୟ ହିସାବ ସମ୍ପର୍କରେ ଆଲୋଚନା!-->…
ଉଦ୍ଭିଦ ବିଜ୍ଞାନ ବିଭାଗର ଜାତୀୟ ଆଲୋଚନା ଚକ୍ର…
ଫୁଲବାଣୀ :କନ୍ଧମାଳ ଜିଲ୍ଲା, ଟିକାବାଲି ଏ. ଏମ. ସି.ଏସ ମହାବିଦ୍ୟାଳୟ ରେ ଉଦ୍ଭିଦ ବିଜ୍ଞାନର ଜାତୀୟ ଆଲୋଚନା ଚକ୍ର କଲେଜ ପରିଚାଳନା ପରିଷଦର ସଭାପତି ଲଳିତେନ୍ଦୁ ପ୍ରଧାନଙ୍କ ସଭାପତିତ୍ୱରେ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଅତିଥିଙ୍କୁ ସ୍ୱାଗତ!-->!-->!-->…
କାଲିର ମାଫିଆ ଆଜି ଧୋବ ଧୋବୁଲୁଆ ପୋଷାକ ରେ ସଜ୍ଜିତ : କାଳେ ଟିକଟ ଟି ମିଳିଯିବ କି….!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଏବେ କାଲିର ଭାଇ ମାନେ ଆଜି ଧୋବ ଧୋବୁଲୁଆ ପୋଷାକ ପିନ୍ଧି ସଭା ସମିତିରେ ଅଧିକାଂଶ ଦେଖିବାଳୁ ମିଳୁଛନ୍ତି। ଗଞ୍ଜାମ ଜିଲ୍ଲା ରେ କିଛି ବର୍ଷ ହେଲା ରାଜନୈତିକ ଦଳରେ ବହୁ ଭାଇ ମାନଙ୍କ ଆବିର୍ଭାବ ଦେଖିବାକୁ ମିଳିଛି। କଳାଧନ ଉତ୍ପାର୍ଜନ କରି ଧଳା କରିବା ଓ!-->…
ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…
ବ୍ରହ୍ମପୁର : ତା ୨୬/୦୨- ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ!-->…
ବିଦ୍ୟୁତ ଉପଭୋକ୍ତା ଓ କର୍ମଚାରୀ ଶୋଷଣ ବିରୁଦ୍ଧରେ ସାଉଥ-କୋ ଘେରାଉ ।
ବ୍ରହ୍ମପୁର :ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ଦକ୍ଷିଣାଞ୍ଚଳ ଶାଖା ତରଫରୁ ଆଜି ବ୍ରହ୍ମପୁର ସ୍ଥିତ ସାଉଥ-କୋ ର ମୁଖ୍ୟ କାର୍ଯ୍ୟାଳୟ ଟି.ପି.ଏସ.ଓ.ଡି.ଏଲ(TPSODL)କୁ ଘେରାଉ କରାଯାଇଥିଲା । ଶହ ଶହ ବିଦ୍ୟୁତ କର୍ମଚାରୀ ମଡିକାଲ ଛକରୁ ବାହାରି ଏକ ଶୋଭାଯାତ୍ରାରେ ଟାଟା!-->!-->!-->…
ମୋହନାରେ ବିଜେଡି ସାଂସଦ ଆଶାୟୀ ପ୍ରାର୍ଥୀଙ୍କ ବାଇକ୍ ଶୋଭଯାତ୍ରା…
ଆର,ଉଦୟଗିରି/୨୬/୨/–ଗଜପତି ଜିଲ୍ଲା ମୋହନା ଠାରେ ଶନିବାର ବିଜେଡି ପକ୍ଷରୁ ଏକ ବାଇକ ଶୋଭାଯାତ୍ରା ଏବଂ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଜେଡି ରାଜ୍ୟ ସମ୍ପାଦକ ତଥା ଆଗାମୀ ନିର୍ବାଚନ ପାଇଁ ବିଜେଡି ର ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ରୁ ସାଂସଦ ପ୍ରାର୍ଥୀ!-->!-->!-->…
ଗ୍ରୀଷ୍ମ ଋତୁର ପ୍ରଭାହ ଆଗରୁ ପାନୀୟ ଜଳର ସମସ୍ୟା ….
ଆର, ଉଦୟଗିରି/୨୬/୨/ଗଜପତି ଜିଲ୍ଲା ଆର ,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଛେଲାଗଡ଼ ଗ୍ରାମ ପଞ୍ଚାୟତର ଖ୍ରୀଷ୍ଟପୂର ଗ୍ରାମରେ ଗ୍ରୀଷ୍ମ ଋତୁର ପ୍ରବାହ ଆରମ୍ବରୁ ପାନୀୟ ଜଳର ସମସ୍ୟା ଦେଖାଦେଇଛି ।ଯାହା ଫଳରେ ଗ୍ରାମବାସୀ ମାନେ ନାଳ ରୁ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ।ଗ୍ରାମରେ ସୋଲାର ଅଛି!-->!-->!-->…