Browsing Category

ଆଞ୍ଚଳିକ

ମୋହନା ବ୍ଲକର ନୁଣ୍ଡ୍ରୁଗୁଡା ଆଶ୍ରମ ବିଦ୍ୟାଳୟରେ ଶିକ୍ଷକଙ୍କ ଦୋରାତ୍ମ୍ୟ ଅସହ୍ୟ

ଆର,ଉଦୟଗିରି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ନୁଣ୍ଡ୍ରୁଗୁଡା ଆଶ୍ରମ ବିଦ୍ୟାଳୟରେ ଜୈନେକ ଶିକ୍ଷକ ବଦଳି ପରେ ମଧ୍ୟ ବିଦ୍ୟାଳୟ ପରିସରରେ ବିଭ୍ରାଟ ସୃଷ୍ଟି କରୁଥିବା ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଅବଗତ କରାଇ ବିଦ୍ୟାଳୟ ପରିସରରେ ବିଭ୍ରାଟ…

ବିଶ୍ୱା ତରଫରୁ ହିନ୍ଦୀ ଚଳଚିତ୍ର ତାରକା ଶାରାଖାନଙ୍କ ଦ୍ବାରା ସାମ୍ୱାଦିକ ସୁଦୀପଙ୍କୁ ସମ୍ମାନ

ବ୍ରହ୍ମପୁର,୧୯/୨ : ବିଶ୍ଵାସାମାଜିକ ଅନୁଷ୍ଠାନ ତରଫରୁ ଜାତୀୟ ସ୍ତରୀୟ ସମ୍ମାନ ସମାରୋହ ସହ ସୁନ୍ଦରୀ ପ୍ରତି ଯୋଗିତା ରବିବାର ଭୁବନେଶ୍ୱର ସ୍ଥିତ କୀଟ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ନିର୍ଦ୍ଦେଶିକା ମମତା ପଟୱା ଓ ନିଶା କୋଡା ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ…

ପରୀକ୍ଷା ଆରମ୍ଭରୁ ସେଣ୍ଟର ଫିକ୍ସିଂ ଉଦ୍ୟମ..!

ମାଲକାନଗିରି : ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷଦାନ ଓ ଛାତ୍ର ଛାତ୍ରୀଙ୍କ ବିକାଶ ପାଇଁ ସ୍କୁଲ ଗୁଡିକୁ 5T ଅଧୀନରେ ଆଣିସ୍କୁଲ ର ପରିବେଶ,ଶିକ୍ଷ ଦାନ କୁ ଉନ୍ନତ ମାନର କରିବାକୁ ଯାଉଥିବା ବେଳେ ଏଥିରେ କିଛି ବ୍ୟତିକ୍ରମ ଦେଖାଯାଉଛି । ମାଲକାନଗିରି ଜିଲ୍ଲାର କିଛି ଆଭ୍ୟନ୍ତରୀଣ ଅଞ୍ଚଳର…

ଶ୍ରୀ ଗଣେଶ ମନ୍ଦିରର ବାର୍ଷିକୀ ଉତ୍ସବ ପାଳିତ

ଫୁଲବାଣୀ :କନ୍ଧମାଳ ଜିଲ୍ଲାର ଫୁଲବାଣୀ ମଧୁବୈଶ୍ୟ ଗୁଡିଆ ସମାଜ ର ସିଦ୍ଧି ମହାବିନାୟକ ଶ୍ରୀ ଗଣେଶ ମନ୍ଦିରରେ ଚଳିତ ବର୍ଷର ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି ।ଏହି ଉତ୍ସବ ସଭାପତି,ସମ୍ଫାଦକ ଓ ବେହେରାଙ୍କଉପସ୍ଥିତରେ ବେହେରା ଶିବରାମ ସାହୁ ହୋମ ଯଜ୍ଞ ଓ ପୂଜା ସମ୍ପାଦନା କରି ଆହୁତି…

ବ୍ରାହ୍ମଣୀଗାଁରେ ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

ଦାରିଙ୍ଗବାଡ଼ି, ୧୯/୨: ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଆଜି ବ୍ରାହ୍ମଣୀଗାଁ ଓ ଝିଞ୍ଜିରିଗୁଡ଼ା ପଞ୍ଚାୟତ ପରିସର ଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ରାହ୍ମଣୀଗାଁ ପଞ୍ଚାୟତ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ସଂଯୁକ୍ତା ମଲିକ ଅଧ୍ୟକ୍ଷତାରେ…

ରଘୁନାଥ ମନ୍ଦିର ରୂପାନ୍ତିକରଣ କାର୍ଯ୍ୟ ର ସମୀକ୍ଷା କଲେ ନୟାଗଡ଼ ବିଧାୟକ…

ନୟାଗଡ଼: ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଓ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର୍ ଓଡ଼ଗାଁ ଶ୍ରୀ ରଘୁନାଥ ଜୀଉଙ୍କୁ ଦର୍ଶନ କରିବା ସହିତ ମନ୍ଦିରର ରୂପାନ୍ତରଣ ପାଇଁ ୩କୋଟି ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ କୁ ସମୀକ୍ଷା କରିଛନ୍ତି । ଶ୍ରୀରାମ ବିହାର ସମେତ…

ବିଭିନ୍ନ ଜାଗାରେ ସାଂସଦ ଙ୍କ ଶିଳାନ୍ୟାସ ଓ ଅନୁଦାନ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲା ଠାରେ ମାନ୍ୟବର କନ୍ଧମାଳ ସାଂସଦ ଡଃ ଅଚ୍ୟୁତାନନ୍ଦ ସାମନ୍ତ ଏକ ଚିତ୍ତ ବିନୋଦନ କେନ୍ଦ୍ରର ଉଦଘାଟନ କରିଥିଲେ l ସେଠାରୁ ସେ ଚକାପାଦ ବ୍ଲକର ବସ୍ତିଙ୍ଗିଆ ଠାରେ ଏକ ୩୫ ଲକ୍ଷ ଟଙ୍କା ବିନିମୟରେ ଆଦିବାସୀ ସାଂସ୍କୃତିକ ଭବନର…

ସବୁରି ମୂଳରେ ଶିକ୍ଷାର ଆବଶ୍ୟକ‌ତା ରହିଛି: ଡଃ ଅଚ୍ୟୁତ ସାମନ୍ତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ସ୍ଥାନୀୟ କରୋନେସନ ପଡ଼ିଆରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ ସମ୍ବଦ୍ଧନା ଉତ୍ସବ-୨୦୨୪ ଆଜି ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଉପ-ବାଚସ୍ପତି, ଓଡ଼ିଶା ବିଧାନସଭା ସାଲୁଗା ପ୍ରଧାନ ଏଥିରେ ମୁଖ୍ୟ…

ସଶକ୍ତିକରଣ ପଥରେ ବୀରମିତ୍ରପୁର ମୁନିସିପାଲିଟି ନାରୀ ସମାଜ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ବୀରମିତ୍ରପୁର ମୁନିସିପାଲିଟି ମିଶନ ଶକ୍ତି ଭବନ ଶୁଭ ଉଦଘାଟନ ହୋଇଯାଇଛି | ଆଜି ବୀରମିତ୍ରପୁର ମୁନିସିପାଲିଟି ର ତହସିଲ ଠାରେ ମିଶନ ଶକ୍ତି ଭବନ ଉଦଘାଟନ…

ଝିଅ ବାହାଘର ଦିନ ବାପାର ଆତ୍ମହତ୍ୟା

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ସିକିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।‌ ରବିବାର ଝିଅ ବାହାଘର ପାଇଁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ଚାଲିଥିବା ବେଳେ କନ୍ୟା ପିତା ଜଣଙ୍କ ଗ୍ରାମ ନିକଟସ୍ଥ ଏକ ମୁଗ କିଆରିରେ ଥିବା ଏକ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ…