Browsing Category

ଆଞ୍ଚଳିକ

କନ୍ଧମାଳ ନିବାସୀ କୁଇ ଲିପି ସୃଷ୍ଟିକର୍ତ୍ତା ଦୀନବନ୍ଧୁ କହଁରଙ୍କୁ “ଆଦିବାସୀ ପ୍ରତିଭା ସମ୍ମାନ”-୨୦୨୪

ଫୁଲବାଣୀ:କନ୍ଧମାଳର ଗର୍ଵ ଓ ଗୌରଵ ଶ୍ରୀ ଦୀନବନ୍ଧୁ କହଁର କୁଇ ଭାଷା ସାହିତ୍ୟ କୁ ସମୃଦ୍ଧ କରିବା ସହିତ କୁଇ ଲିପି ଉଦ୍ଭାବନ କରିଥିଲେ। ଓଡ଼ିଶାରେ ଏକମାତ୍ର କୁଇ ଭାଷାକୁ ନେଇ ଗଠିତ କୁଇ ଭାଷା ସାହିତ୍ୟ ସମିତିର ସଭାପତି ଦାୟୀତ୍ଵ ତୁଲାଇବା ସଙ୍ଗେ ସଙ୍ଗେ କୁଇ ଭାଷାରେ ଅନେକ ପୁସ୍ତକ ଲେଖି…

ମାତୃହତ୍ୟା ଅଭିଯୋଗରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ…

ଦେବଗଡ,୨୯ା୧ଦେବଗଡ ଜିଲା ଓ ଦୌରାଜଜ ଗୌତମ ଶର୍ମା ଆଜି ଏକ ହତ୍ୟା ମାମଲାର ରାୟ ପ୍ରକାଶ କରି ପ୍ରମାଣ ଅଭାବରୁ ମାତୃହତ୍ୟା ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତ ୨୦୨୧ ମସିହା ମାର୍ଚ୍ଚ ମାସ ୨୭ ତାରିଖ ଦିନ ରିଆମାଳ ଥାନା ତଥା କଂସର ଫାଣ୍ଡି ଅନ୍ତର୍ଗତ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଆର,ଉଦୟଗିରି ୨୯/୧ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ଼ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ…

ପୋଲିସକୁ ମିଳିଲା ବଡ଼ ସଫଳତା: ଟଙ୍କା ବଦଳ ନାଁରେ ଠକେଇ, ୨ ଗିରଫ

ଆର,ଉଦୟଗିରି : ଗଜପତି ଜିଲ୍ଲାର ସଦର ମହକୂମା ସ୍ଥିତ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସକୁ କୁ ମିଳିଛି ବଡ ସଫଳତା ଏକ ବଡ ଧରଣର କଳା ଅର୍ଥ କାରବାରକୁ ଧରି ପାରିବାରେ ସକ୍ଷମ ହୋଇ ପାରିଛି ପାରଳାଖେମୁଣ୍ଡି ପୋଲିସ | ଆନ୍ଧ୍ରର କିଛି ବ୍ୟବସାୟୀ ୩୦ ଲକ୍ଷଟଙ୍କାର ୫ସହ ନୋଟ୍ କୁ ୨ହଜାର ଟଙ୍କାରେ…

ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆର ୧୦ ସର୍ବଭାରତୀୟ ସମ୍ମିଳନୀ ଉଦଯାପିତ…

ସାବି ଜୋଶେଫ ସର୍ବଭାରତୀୟ ସଭାପତି ଏବଂ ଆର୍ ମାନସାୟା ସାଧାରଣ ସମ୍ପାଦକ ନିର୍ବାଚିତସ୍ଥାୟୀ ନିଯୁକ୍ତି ପାଇଁ ଠିକା ଶ୍ରମ ପ୍ରଥା ବିରୁଦ୍ଧରେ ସଂଘର୍ଷ କରିବା ପାଇଁ ଆହ୍ବାନଭୁବନେଶ୍ୱର, ତା,୨୯/୦୧ : ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ର ତିନି ଦିନିଆ ୧୦ମ ସର୍ବଭାରତୀୟ ସମ୍ମିଳନୀର…

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ନୂଆ-ଓର ଓଡ଼ିଆ ପାଠଚ଼କ୍ର।

(ଓଡ଼ିଆ ଭାଷା ସାହିତ୍ୟରେ ଜଗନ୍ନାଥ ଚ଼େତନା - ଏକ ସିଂହାବଲୋକନ) ଆସିକା (୨୯/୧) : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ନୂଆ-ଓ ର ଅଭିନବ ପରିକଳ୍ପନା ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନାର ଆନୁକୂଲ୍ୟରେ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଓଡ଼ିଆ…

ଚିକିଟୀ ତାଲୁକା ପନ୍ଦରା ସମାଜର ସାଧାରଣ ନିର୍ବାଚନ

ଚିକିଟୀ : ଚିକିଟୀ କରବାଲୁଆ ସ୍ଥିତ କଲ୍ୟାଣ ମଣ୍ଡପ ଠାରେଶନିବାର ରାତିରେ ନିଖିଳ ଓଡିଶା ଚିକିଟୀ ତାଲୁକା ପନ୍ଦରା ସମାଜର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି। ଏଠାରେ ସଭାପତି ରମେଶ ଚନ୍ଦ୍ର ବେହେରା, ଉପସଭାପତି ରୂପେ କୃଷ୍ଣ ଚନ୍ଦ୍ର ବାଡ଼ତ୍ୟା ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ,ସହ…

ପୁରୁଣା ପେନ୍‌ସନ ଦାବି ତେଜିଲା

ଫୁଲବାଣୀ : NMOPS ( ଜାତୀୟ ପୁରୁଣା ପେନ୍ସନ ଆନ୍ଦୋଳନ ) କନ୍ଧମାଳ ଶାଖା ତରଫରୁ ଫୁଲବାଣୀ ସ୍ଥିତ ବ୍ଲକ ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ବୟାଳିଶଟି ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ନେଇ ଏକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି ।ସମାବେଶରେ ରାଜ୍ୟସଂଘ ସଭାପତି…

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ ୫୦ହଜାର ଜୋରିମାନା

ଫୁଲବାଣୀ : ଫୁଲବାଣୀ ଜିଲ୍ଲା ଦୌରାଜଜ୍ କୋର୍ଟର ବିଚାରପତି ସତ୍ୟ ପିର ମିଶ୍ର ଏକ ଦୁଷ୍କର୍ମ ମାମଲା ର ସାକ୍ଷୀ,ଡାକ୍ତରୀ ରିପୋର୍ଟ୍ ଆଧାରରେ ଵିଚାର କରି ଶଗଡିଆ ସାହିର ଚିକୁନ ଓରଫ୍ ତ୍ରିଲୋଚନ ନାୟକ ଏବଂ ହାଟପଦା ଅଞ୍ଚଳର ଜନ୍ମଜୟ ପୋଢ଼ ଓରଫ ମଣ୍ଟୁକୁ ଭାରତୀୟ ପିଙ୍ଗଳ କୋଡର ଧାରା ୩୭୬…

ଜିଲ୍ଲା ସ୍ତରୀୟ ଜନଜାତି କ୍ରୀଡ଼ା ଉଦ୍‌ଯାପିତ

ଫୁଲବାଣୀ : ଆଜି ଫୁଲବାଣୀ ଷ୍ଟାଡିୟମ ଠାରେ ଦୀର୍ଘ ତିନି ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ମହୋତ୍ସବ ଉଦ୍ ଯାପିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ ଓ ସମ୍ମାନିତ ଅତିଥି ଭାବରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର…