Browsing Category

ଆଞ୍ଚଳିକ

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସମାଜସେବୀ

ବାଲିଗୁଡା : ନିଆରା ଭାବେ ନିଜ ଜନ୍ମ ଦିନ ପାଳନ କଲେ ସମାଜ ସେବୀ l ନିଜ ସନ୍ତାନଙ୍କ ଠାରୁ ବିତାଡିତ ହୋଇ ଜରା ନିବାସ ରେ ଜୀବନ ଅତିବାହିତ କରୁଥିବା ଅନ୍ତେବାସୀ ଙ୍କ ସହ ପାଳିଲେ ଜନ୍ମ ଦିନ l ନିଜ ଜନ୍ମ ଦିନକୁ ଏପରି ନିଆରା ଭାବରେ ପାଳନ କରିଛନ୍ତି ବାଲିଗୁଡା ସହର ର ସୁଖ ଦୁଃଖ ର ସାଥି ତଥା

ଡାକ୍ତରଙ୍କ ଅନୁପସ୍ଥିତିରେ ଝାଡୁଦାର ଦେଲେ ଇଞ୍ଜେକ୍ସନ, ଯୁବକଙ୍କ ଅବସ୍ଥା ଅସ୍ୱାଭାବିକ

ଉମରକୋଟ (ରିପୋର୍ଟ - ରସିକ ସରକାର) : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ସାଙ୍ଘାତିକ ଅବହେଳା ସାମ୍ନାକୁ ଆସିଛି। ଜଣେ ଡାକ୍ତର କିମ୍ବା ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ବଦଳରେ ଜଣେ ସଫେଇ କର୍ମଚାରୀ (ଝାଡୁଦାର) ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ଫଳରେ ଜଣେ

ବ୍ରହ୍ମପୁର ଏମକେସିଜିରେ ୧୪୦ ଡାକ୍ତରୀ ଛାତ୍ରୀଙ୍କୁ ସର୍ଭାଇକାଲ୍ କ୍ୟାନ୍ସର ଟିକା ପ୍ରଦାନ…

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ୧୪୦ ଜଣ ଡାକ୍ତରୀ ଛାତ୍ରୀଙ୍କୁ ସର୍ଭାଇକାଲ୍ କ୍ୟାନ୍ସର ବା ଜରାୟୁ ମୁଖ କର୍କଟ ରୋଗରୁ ସୁରକ୍ଷିତ ରଖିବା ପାଇଁ ଟିକାକରଣ କରାଯାଇଛି। ୧୫ ରୁ ୨୬ ବର୍ଷ ବୟସ ସୀମା ମଧ୍ୟରେ

ଭୁବନେଶ୍ୱରରେ ଓଡ଼ିଶା ପୋଲିସର ପ୍ରଥମ ‘ପେନସନ ଓ ଜିପିଏଫ ଅଦାଲତ’ ଅନୁଷ୍ଠିତ: ଅବସରପ୍ରାପ୍ତ କର୍ମଚାରୀଙ୍କ ସମସ୍ୟାର…

ଭୁବନେଶ୍ୱର: ଅବସରପ୍ରାପ୍ତ ପୋଲିସ କର୍ମଚାରୀମାନଙ୍କ ପେନସନ ଓ ଆର୍ଥିକ ସମସ୍ୟାର ସମାଧାନ ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। ଭୁବନେଶ୍ୱରସ୍ଥିତ ସପ୍ତମ ବାଟାଲିୟନ ପରିସରରେ ଓଡ଼ିଶା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଏବଂ ଅକାଉଣ୍ଟାଣ୍ଟ ଜେନେରାଲ (A&E)

ସମାଜସେବୀ କନକ ସାବତଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ

ବ୍ରହ୍ମପୁର : ହିଲପାଟଣା ନିବାସୀ ପରିବେଶବିତ ସ୍ୱର୍ଗତ ଅଚ୍ୟୁତ ରାମ ସାବତ ଙ୍କ ଧର୍ମ ପତ୍ନୀ ତଥା ସମାଜସେବୀ ଶ୍ରୀମତୀ କନକ କୁମାରୀ ସାବତଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ସତ୍ୟଭାମା କଲ୍ୟାଣୀ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି।ଶ୍ରୀମତୀ ସାବତ ଟାଟା କଲୋନୀ ସ୍ଥିତ ଶ୍ରୀଶ୍ରୀ

ଟିପିଏସ୍ଓଡିଏଲ୍ ତରଫରୁ ଛାତ୍ରବୃତ୍ତି ଏବଂ ଦକ୍ଷତା ବିକାଶ ମାଧ୍ୟମରେ ମହିଳା ସଶକ୍ତିକରଣ ଦିଗରେ ଅଭିନବ ପଦକ୍ଷେପ

ଛାତ୍ରବୃତ୍ତି ମାଧ୍ୟମରେ ପ୍ରଯୁକ୍ତିବିଦ୍ୟାକୁ ସମର୍ଥନ : ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଟିପିଏସ୍ଓଡିଏଲର ଭିନ୍ନ ପ୍ରୟାସ ବ୍ରହ୍ମପୁର, ଅପ୍ରେଲ ୨୦୨୬ : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ

ଅଙ୍ଗନବାଡ଼ି ଅଗ୍ନି ନିରାପତ୍ତା କମ୍ବଳ ଓ ବାଲଟିରେ ସୀମିତ : ତଳୁ ଉପର ଯାଏଁ କମିଶନ କାରବାର

ନୟାଗଡ଼: ନୟାଗଡ଼ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ କିଛି କର୍ମଚାରୀଙ୍କ ପକେଟର ମଙ୍ଗଳ ପାଇଁ କାର୍ଯ୍ୟ କରୁଛି ।ଜିଲ୍ଲା ସମନ୍ୱିତ ଶିଶୁ ବିକାଶ ବିଭାଗର କିଛି ଠିକା କର୍ମଚାରୀ ବରିଷ୍ଠ ଅଧିକାରୀଙ୍କୁ ହାତ ବାରିଶୀ କରି ଶିଶୁ ମାନଙ୍କ ସ୍ବାର୍ଥ ବଦଳରେ ନିଜର ସ୍ବାର୍ଥ ସାଧନାରେ

ଟିସି ପାଇଁ ସ୍କୁଲରେ ତାଲା: ରାସ୍ତାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକଙ୍କ ବିରୋଧରେ ସାଙ୍ଘାତିକ…

ମାଲକାନଗିରି, ୦୮/୦୪: ମାଲକାନଗିରି ଜିଲ୍ଲା ଏମଭି-୯ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୀର୍ଘ ଦିନ ଧରି ସପ୍ତମ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଟ୍ରାନ୍ସଫର ସାର୍ଟିଫିକେଟ୍ (TC) ନମିଳିବାରୁ ଅଭିଭାବକମାନେ ଅତିଷ୍ଠ ହୋଇ ବିଦ୍ୟାଳୟରେ ତାଲା

ଚିତ୍ରକୋଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ: ୨୫ ବର୍ଷର ସଫଳ ଯାତ୍ରା ପାଇଁ ଗୁରୁଜୀ…

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତୀ ମହୋତ୍ସବ ଅତି ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ୨୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଚିତ୍ରକୋଣ୍ଡା ବିଏସଏଫ ପକ୍ଷରୁ ରକ୍ତଦାନ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ବିଏସଏଫ (BSF) ୧୭୭ ବାହିନୀ ପକ୍ଷରୁ ଏକ ମହତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବାହିନୀ ତରଫରୁ ଏକ ରକ୍ତଦାନ ଶିବିର ଏବଂ ଚକ୍ଷୁ ପରୀକ୍ଷା କେନ୍ଦ୍ର ଆୟୋଜନ