Browsing Category

ଆଞ୍ଚଳିକ

ରଣପୁର ଯୁବ କଂଗ୍ରେସର “ବୁଥଯୋଡ଼ ୟୁଥ୍ ଯୋଡ଼” କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ (ନିସର୍ତ୍ତ): ନୟାଗଡ଼ ଜ଼ିଲ୍ଲା ରଣପୁର ବ୍ଲକ ଯୁବ କଂଗ୍ରେସ ଦ୍ଵାରା ଆଜି ଲୋଧା ଚୁଆ ଗ୍ରାମ ପଞ୍ଚାୟତର ମା ଖିଲାମୁଣ୍ଡା ମନ୍ଦିର ପରିସରରେ "ବୁଥ୍ ଯୋଡ ୟୁଥ୍ ଯୋଡ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କଂଗ୍ରେସ ନେତା ତଥା ଯୁବ ସମାଜସେବୀ ବିଭୂପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ

ଆନ୍ତଃ ଜିଲ୍ଲା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ନବରଙ୍ଗପୁର ୧୬ ବର୍ଷରୁ କମ୍ ଦଳ ଘୋଷଣା, ଅଙ୍କୁଶ ରାଓଙ୍କୁ ଅଧିନାୟକ…

ଉମରକୋଟ : (ରିପୋର୍ଟ - ରସିକ ସରକାର) : ଓଡ଼ିଶା ରାଜ୍ୟ କ୍ରିକେଟ ସଂଘ ଏବଂ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘର ମିଳିତ ଆନୁକୂଲ୍ୟରେ ୧୬ ବର୍ଷରୁ କମ୍ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ନବରଙ୍ଗପୁର ଜିଲ୍ଲା ଦଳ ଘୋଷଣା କରାଯାଇଛି। ସ୍ଥାନୀୟ ଷ୍ଟାଡିୟମ ପରିସରରେ ଆୟୋଜିତ ଖେଳାଳି

ଓଡ଼ିଆ ପକ୍ଷ ପାଳନ ଅବସରରେ କୋରାପୁଟରେ ‘ଶିଶୁ କଥା ଦିବସ’ ଅନୁଷ୍ଠିତ

କୋରାପୁଟ (ରିପୋର୍ଟ - ବସନ୍ତ ପେଗଡ଼) : କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ପୂଜାରୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ‘ଶିଶୁ କଥା ଦିବସ’ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଶିଶୁମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଆଗ୍ରହ

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ସଂସଦ ଭବନର ପ୍ରତିକାତ୍ମକ ଭାବନା ପ୍ରତିଯୋଗିତା

ବାଲିଗୁଡା, ତା, ୦୭/୦୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ମହାସିଙ୍ଗି ଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ଚାରିଟି ଜିଲ୍ଲାର ଆଞ୍ଚଳିକ ଇଏମଆରଏସ ସ୍ତରୀୟ ଯୁବ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରଥମ କରି ସଂସଦ ଭବନର ପ୍ରତିକାତ୍ମକ ଭାବନା ଓ

ଯୀଶୁଙ୍କ ଦୁଇଦିନିଆ ପୁନରୁତ୍ଥାନ ପର୍ବ ଉଦଯାପିତ

କନ୍ଧମାଳ, ତା, ୦୭/୦୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆର ବିଭିନ୍ନ ଚର୍ଚ୍ଚ ରେ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁଉତଥାନ ପର୍ବ ବହୁ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ସ୍ଥାନୀୟ କାଥଲିକ୍ ଚର୍ଚ୍ଚ ରେ ଧର୍ମ ଯାଜକ ପ୍ରଦୋଷ ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ଦିବ୍ୟ ଯଜ୍ଞର

ଗଞ୍ଜାମ ୩୬୦ ଆଭିମୁଖ୍ୟ କାର୍ଯ୍ୟକ୍ରମ ଓ ତାଲିମ କର୍ମଶାଳା

ଶିକ୍ଷା, ସ୍ବାସ୍ଥ୍ୟ ଓ ସୁଶାସନର ଗୁଣାତ୍ମକମାନ ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନର ନୂତନ ପ୍ରୟାସଛତ୍ରପୁର : ଆଜି ଗଞ୍ଜାମ ୩୬୦ ଆଭିମୁଖ୍ୟ କାର୍ଯ୍ୟକ୍ରମ ଓ ତାଲିମ କର୍ମଶାଳା ସ୍ଥାନୀୟ ଋଷିକୂଲ୍ଯା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ

ଶିଶୁ କଥା ଦିବସ ଓ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଖେଳକୁଦ ସହିତ ମନଦେଇ ପାଠ ପଢିବା ପାଇଁ ଜିଲ୍ଲାପାଳଙ୍କ ପିଲାମାନଙ୍କୁ ପରାମର୍ଶ ଛତ୍ରପୁର ( ୦୭/୦୪) : ଓଡ଼ିଆ ଭାଷା ଓ ଭୂଷଣ, ସୃଜନ ଓ ସାହିତ୍ୟ, ଜୀବନ ଓ ଜାଗତିକ ଚେତନା, ପ୍ରଲୁବ୍ଧ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସଂସ୍କୃତିର ସରଳ ଓ ସତୀର୍ଥ ସମାହାର ହେଉଛି ବର୍ଣ୍ଣବୋଧ। ଏହା ମଧ୍ୟରେ

ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ଯୁବ ରେଡକ୍ରସ, ରେଡ ରିବନ କ୍ଲବ, ଜାତୀୟ ସେବା ଯୋଜନା ଏବଂ ଭାରତୀୟ ସ୍କାଉଟ ଆଣ୍ଡ ଗାଇଡର ମିଳିତ ଆନୁକୁଲ୍ୟରେ ମହାବିଦ୍ୟାଳୟ ପରିସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି ।ଓଡ଼ିଆ ପକ୍ଷ ପାଳନ ଅବସରରେ ଆୟୋଜିତ

ନନ୍ଦପୁରରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର….

(୩୦ ଅଭିଯୋଗର ସମୀକ୍ଷା) କୋରାପୁଟ :-07/04/26(ରିପୋର୍ଟ -ବସନ୍ତ ପେଗଡ଼ ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଶୋଭାଗୃହରେ ସୋମବାର ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଙ୍କ ଅଧ୍ୟକ୍ଷତାରେ ବ୍ଲକ

ରାଜସୁନାଖଳା ଦଣ୍ଡନାଚ କଳାକାରଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼ ,୬/୪(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମ ପଞ୍ଚାୟତ ସ୍ଥିତ ମା ବେଢାକାଳିକା,କାମନା ଗୋସାଇଁ ଦଣ୍ଡ ନାଟ୍ୟ ପରିଷଦର କଳାକାର ମାନଙ୍କୁ ଅଙ୍କୁଲାପାଟଣା ସାହି ତରଫରୁ ଆୟୋଜିତ ନାଟ୍ୟ ମଞ୍ଚରେ ସମସ୍ତ କଳାକାରଙ୍କୁ ନେଇ ଏକ ପ୍ରତିଭା ସମ୍ବର୍ଦ୍ଧନା