Browsing Category

ଆଞ୍ଚଳିକ

ମହୁମାଛି ଆକ୍ରମଣରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ବାଲିଗୁଡ଼ା, ତା, ୨୬/୦୫ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନରେ ଘଟିଛି ଏକ ଅଭାବନୀୟ ଘଟଣା । ବ୍ୟାଡମିଣ୍ଟନ ଖେଳି ଘରକୁ ଯିବାବେଳେ ଘର ଦୁଆରେ ଜଗି ବସିଥିଲା ଯମ । ଘରେ ପଶିବା ପୂର୍ବରୁ ଘର ସାମ୍ନାରେ ମହୁମାଛି ଆକ୍ରମଣରେ ଚାଲିଗଲା ଯୁବ ବ୍ୟବସାୟୀଙ୍କ ଜୀବନ । ମୃତକ ଜଣକ ହେଲେ ବାଲିଗୁଡ଼ା…

ବେଆଇନ ନରସିଂହ ପଲ୍ଲୀ ବାଲି ଘାଟ ବନ୍ଦ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡ଼ି..! ନେତାଙ୍କ ଆଶୀର୍ବାଦ ରେ ବେଆଇନ ବାଲି…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଠାରେ ଥିବା ବେଆଇନ ବାଲି ଘାଟ ଗୁଡ଼ିକ ଉପରେ ପ୍ରଶାସନ ନୁହଁ ଆସିକା ବିଜେଡ଼ି ପକ୍ଷରୁ ଚଢ଼ାଉ କରି ବନ୍ଦ କରାଯାଇଥିଲା। ଆସିକା ବିଜୁ ପଟ୍ଟନାୟକ ଛକ ଠାରେ ଥିବା ନରସିଂହ ପଲ୍ଲୀ, ବରଗାଁ, ଜୟପୁର, ପାଟଳିଗୁଡା ଠାରେ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଛି।…

ନୟାଗଡ ଝିଅ ଜୀନା ମହାପାତ୍ର ପାଇଲେ ପିଏଚ୍‌ଡି.

ନୟାଗଡ଼ : ରାଜନୀତି ବିଜ୍ଞାନରେ PHD ଡିଗ୍ରୀ ହାସଲ କଲେ ନୟାଗଡ଼ ଝିଅ ଜୀନା ମହାପାତ୍ର l ନୟାଗଡ ଜିଲ୍ଲା ସୋଲପଟା ଗ୍ରାମର ଶ୍ରୀ ସୁରେନ୍ଦ୍ର କୁମାର ମହାପାତ୍ରଙ୍କ କନିଷ୍ଠ କନ୍ୟା ଡଃ ଜିନା ମହାପାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ନୟାଗଡ଼ ଜିଲ୍ଲାର ମହିଳା ମାନଙ୍କୁ…

ପୁଣି ସରକାରଙ୍କ ବଦଳିଲା ନିଷ୍ପତ୍ତି

ନୟାଗଡ : ନୟାଗଡ଼ର ନୂଆ ଏସପି ହେବେ ୨୦୧୮ବ୍ୟାଚର IPS ଅଫିସର ଶୁଭେନ୍ଦୁ କୁମାର ପାତ୍ର । ପ୍ରଥମ ବିଜ୍ଞପ୍ତିରେ ନୟାଗଡ଼ରେ IPS ପରମାର ସ୍ମିତ ପୁରୁଷୋତ୍ତମଦାଶ ଏସପି ଭାବେ ଯୋଗ ଦେବାକୁ ଥିବା ବେଳେ IPS ଶୁଭେନ୍ଦୁ କୁମାର ପାତ୍ର ଖୋର୍ଦ୍ଧା ଏସପି ଭାବେ ଯୋଗ ଦେଇଥାନ୍ତେ । କିନ୍ତୁ ସରକାର…

ନୟାଗଡ଼ରେ ବିଜେଡିର ‘ମହିଳା ଅଧିକାର ଅଭିଯାନ’: ବିଜେପି ସରକାର ଉପରେ ବର୍ଷିଲେ ଅରୁଣ ସାହୁ

ନୟାଗଡ଼: ନୟାଗଡ଼ ଜିଲ୍ଲା ବିଜେଡି କାର୍ଯ୍ୟାଳୟଠାରେ 'ମହିଳା ଅଧିକାର ଅଭିଯାନ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସମାବେଶରେ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। କାର୍ଯ୍ୟକ୍ରମରେ…

କୋରାପୁଟରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର: ୪୬ଟି ଅଭିଯୋଗର ଶୁଣାଣି, ସ୍ୱୟଂ ସହାୟକ ଗୋଷ୍ଠୀକୁ ଚେକ୍ ବଣ୍ଟନ

କୋରାପୁଟ (୨୫/୦୫/୨୦୨୪): କୋରାପୁଟ ସଦଭାବନା ସଭାଗୃହଠାରେ ସୋମବାର ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) ରୋହିତ ବର୍ମା ମିଳିତ ଭାବେ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା ଓ ଅଭିଯୋଗର…

ରାଇଘରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର: ୨୭ଟି ଅଭିଯୋଗ ଗ୍ରହଣ, ସହାୟତା ସାମଗ୍ରୀ ବଣ୍ଟନ

ଉମରକୋଟ/ରାଇଘର (୨୫/୦୫/୨୦୨୪): ନବରଙ୍ଗପୁର ଜିଲ୍ଲା ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସୋମବାର ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅଞ୍ଚଳର ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ରହି ନିଜ ନିଜର…

ଅନ୍ଧବିଶ୍ୱାସ ଓ କୁସଂସ୍କାର ସମ୍ପର୍କିତ ସଚେତନତା…

ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ଅଧ୍ୟାପିକା ଡ. ସଂଯୁକ୍ତା ଦାସଙ୍କ ନେତୃତ୍ୱରେ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଗ୍ରାମକୁ ବୁଲି ଅନ୍ଧବିଶ୍ୱାସ ଓ କୁସଂସ୍କାର ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି ।ଅନ୍ଧବିଶ୍ୱାସ ଓ କୁସଂସ୍କାର…

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ଉତ୍ତେଜନା: ରେଳ ରୋକ ଉଦ୍ୟମ ପଣ୍ଡ…

ନୟାଗଡ଼:ନୟାଗଡ଼ ଜିଲ୍ଲାକୁ ୨୦୧୭ ମସିହାରୁ ରେଳ ସେବା ଆରମ୍ଭ ହୋଇଥିଲେ ହେଁ ଯାତ୍ରୀମାନଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇବାରେ ପୂର୍ବତଟ ରେଳବାଇ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଫଳରେ ଦିନକୁ ଦିନ ରେଳ ଯାତ୍ରୀଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଦଶପଲ୍ଲା, ନୂଆଗାଁ ଓ…

ମୁଖ୍ୟମନ୍ତ୍ରୀ ବସ ଧକ୍କାରେ ବାଇକ ଆରୋହୀ ମୃତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସଲାଗୁଡ଼ା ପଞ୍ଚାୟତର କୁଡକେଲକିଆ ଘାଟି ବୁଲାଣି ରେ ରବିବାର ସନ୍ଧ୍ୟା ରେ ମୁଖ୍ୟମନ୍ତ୍ରୀ ବସ ଓ ବାଇକ ମୁହାଁମୁହିଁ ଧକ୍କାରେ ବାଇକ ଚାଳକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି l ମୃତ ବାଇକ ଚାଳକ କୁଡକେଲକିଆ ଗାଁ ର ବୀରେନ୍ଦ୍ର ମଳିକ ବୋଲି…