Browsing Category

ଆଞ୍ଚଳିକ

ହୋଟେଲ କବାଟ ତାଲା ଭାଙ୍ଗି ଚୋରୀ…

ହିଞ୍ଜିଳିକାଟୁ (୮/୧୧) : ହିଞ୍ଜିଳି ଥାନା ଠାରୁ ମାତ୍ର ଶହେ ମିଟର ଦୁରରେ ୨ଟି ଦୋକାନରୁ ଚୋରୀ। ହିଞ୍ଜିଳି ଥାନା ଅଞ୍ଚଳରେ ଗତ କିଛିଦିନ ହେଲା ବିଭିନ୍ନ ସ୍ଥାନରୁ ଲଗାତାର ଚୋରୀ ଘଟଣା ଲାଗି ରହିଥିବାବେଳେ ପୁଲିସ ସାମାନ୍ୟତମ ସୁରାକ ପାଇବାରେ ବିଫଳ ହୋଇଛି । ଏପରିକି କିଛିଦିନ ହେଲା ପୁଲିସ

ତୈଳିକ ବୈଶ୍ୟ ସମାଜର ବୈଠକ ଅନୁଷ୍ଠିତ…

ଚିକିଟୀ : ଚିକିଟୀ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଗଜପତି ଜିଲ୍ଲା ମୋହନା ଠାରେ ପୂର୍ବରୁ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକ ରେ ଅନୁପସ୍ଥିତ ରହିଥିବା କିଛି ସମସ୍ୟାର ସମାଧାନ ନେଇ ଏକ ସମାଧାନିକ ବୈଠକ ଚିକିଟୀ ସ୍ଥିତ ଆଞ୍ଚଳିକ କୋଠଘର ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଚିକିଟି

ମାଲ୍ୟବନ୍ତ ମହୋତ୍ସବ-୨୦୨୩ ପ୍ରସ୍ତୁତି ବୈଠକ : ଡ଼ିସେମ୍ବର ୧୫,୧୬ ଓ ୧୭ ରେ ହେବ ମାଲ୍ୟବନ୍ତ ମହୋତ୍ସବ…

ମାଲକାନଗିରି, ୦୮/୧୧/୨୩ : ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବ-୨୦୨୩ ଆୟୋଜନ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ବିଶାଲ ସିଂଙ୍କ

ମୋଟରସାଇକେଲ୍ ସହ ବୋଲେରୋ ଧକ୍କା, ଦୁଇ ଗୁରୁତର…

ବେଲଗୁଣ୍ଠା,08/11ଆଜି ଅପରାହ୍ଣ ତିନି ଘଣ୍ଟା ସମୟରେ ଓଡ଼ଗାଁ ପଟୁ ଆସୁଥିବା ଏକ ବୋଲେରୋ ବେଲଗୁଣ୍ଠା-ଜଗନ୍ନାଥପ୍ରସାଦ ରୋଡ଼୍ ତହସିଲ୍ ଛକ ନିକଟରେ ଏକ ବଜାଜ୍ ଡ଼ିସକଭରୀ ମୋଟରସାଇକେଲ୍ କୁ ଧକ୍କା ଦେଇଥିଲା I ଫଳରେ ମୋଟରସାଇକେଲ୍ ରେ ବସିଥିବା ଦୁଇ ଜଣ ଗୁରୁତର ଆହତ ହୋଇଥିଲେ I ଉଭୟଙ୍କୁ

ଗୁଣାତ୍ମକ ସେବା ସୁନିଶ୍ଚିତ କରିବାକୁ ‘ଗୁଣବତ୍ତା ମାସ’ ପାଳନ କରୁଛି ଟିପିଏସ୍ଓଡିଏଲ୍…

ବ୍ରହ୍ମପୁର,: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ନିଜର ଉତ୍କର୍ଷ ଯାତ୍ରାକୁ ଜାରି ରଖି 'ଗୁଣବତ୍ତା ମାସ' ପାଳନ କରୁଛି । ମାସ ବ୍ୟାପୀ ଗୁଣବତ୍ତା ମାସ କାର୍ଯ୍ୟକ୍ରମ ଜରିଆରେ କମ୍ପାନୀ ଗୁଣାତ୍ମକ ସେବା ପ୍ରଦାନ କ୍ଷେତ୍ରରେ ନିଜର ପ୍ରତିବଦ୍ଧତାକୁ

ରୋଜଗାରିଆ ପୁଅ ର ଚିକିତ୍ସା ପାଇଁ ବାପା ର ଆକୁଳ ନିବେଦନ…

ବ୍ରହ୍ମପୁର: ୭-୨୧ ଧରାକୋଟ ବ୍ଲକର ବରଡାବିଲି ପଞ୍ଚାୟତର କହିରାପଲ୍ଲୀ ଗ୍ରାମର ସର୍ଜନ ଗୌଡ଼ ଏବଂ ନର୍ମଦା ଗୌଡ଼ ଙ୍କର ଚାରି ପୁଅ ମଧ୍ୟରେ ଏକ ମାତ୍ର ରୋଜଗାରିଆ ପୁଅ ହେଉଛନ୍ତି ସୁନିଲ । ବୟସ ୩୨ ବର୍ଷ । ସ୍ତ୍ରୀ ଲିଟି,ପୁଅ ରାଜକୁମାର ଓ ଝିଅ ସୁହାନି ଙ୍କୁ ନେଇ ସୁନିଲ ଙ୍କ ଛୋଟିଆ ପରିବାର ।

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରୁ ବଞ୍ଚିତ ବିଲାବାଡି ପଞ୍ଚାୟତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍‌ର ବିଲାବାଡ଼ି ସରପଞ୍ଚଙ୍କ ନେତୃତ୍ୱରେ ପଞ୍ଚାୟତର ଶତାଧିକ ଲୋକ ରାସ୍ତା, ବିଜୁଳି ଓ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି l ବିଲାବାଡ଼ି ସରପଞ୍ଚ ରବିନ୍ଦ୍ର ଭୁକ୍ତ କହିଛନ୍ତି, ଦିର୍ଘବର୍ଷ ଧରି

ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ( ଡିଏଲପିସି ) ବୈଠକ ଅନୁଷ୍ଠିତ…

ଡ଼ିସେମ୍ବର ୨୦ରୁ ଆରମ୍ଭ ହେବ ମଣ୍ଡି... ମାଲକାନଗିରି, ୦୭/୧୧/୨୩: ମାଲକାନଗିରି ଜିଲ୍ଲାରେ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ଜିଲ୍ଲାପାଳ ବିଶାଲ ସିଂ ଙ୍କ ଅଧ୍ୟକ୍ଷତାରେ ଖରିଫ ଋତୁ ପାଇଁ ଜିଲ୍ଲା ସ୍ତରୀୟ

ଓଡ଼ିଶା ନିର୍ମାଣଶ୍ରମିକ ୟୁନିଅନର ୩ୟ ରାଜ୍ୟ ସମ୍ମିଳନୀ ଉଦଯାପିତ…

କମ୍ରେଡ ଶଙ୍କର ରାଜ୍ୟ ସଭାପତି ଏବଂ ବିଚିତ୍ର ପାତ୍ର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତଭୁବନେଶ୍ୱର : ମହାନ୍ ଅକ୍ଟୋବର କ୍ରାନ୍ତି ଦିବସରେ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ୩ୟ ରାଜ୍ୟ ସମ୍ମିଳନୀ ଭୁବନେଶ୍ୱର ଇନକିଲାବ ଭବନରେ ସଫଳତାର ସହ ଉଦଯାପିତ ହୋଇଯାଇଛି। ଏହି ସମ୍ମିଳନୀ ଏକ ୧୩

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନା ଅନ୍ତର୍ଗତ ଦଳକି କୁତ୍ରା ରାସ୍ତାରେ ଏକ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିବାରୁ ମୃତ୍ୟୁ ମୁଖରୁ ଅଳ୍ପକେ ଭର୍ତି ଯାଇଛନ୍ତି ଚାଳକ | ସୂଚନା ମୁତାବକ ଦଲକି ପଞ୍ଚାୟତ ଅନ୍ତର୍ଗତ ବଜାର ଦାଣ୍ଡ ରାସ୍ତା ପାର୍ଶ୍ବରେ ଥିବା ଧାନ ବିଲରେ ଗତ କାଲି