Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ହନୁମାନ ମନ୍ଦିର ପ୍ରାଙ୍ଗଣରେ ସୁନ୍ଦରାକାଣ୍ଡ ପାରାୟଣ
ଛତ୍ରପୁର : ସ୍ଥାନୀୟ ମହାବୀରନଗର ଠାରେ ଥିବା ସଙ୍କଟ ମୋଚନ ମହାବୀର ହନୁମାନ ମନ୍ଦିର ପ୍ରାଙ୍ଗଣରେ ପବିତ୍ର କାର୍ତ୍ତିକ ମାସ ଅବସରରେ ସୁନ୍ଦରକାଣ୍ଡ ପାରାୟଣ ଚାଲିଥିବା ବେଳେ ମଙ୍ଗଳବାର ଛତ୍ରପୁର ବିଧାୟକ, ଏନଏସି ଉପାଧ୍ୟକ୍ଷ ଙ୍କ ସମେତ ବହୁ ଜନପ୍ରତିନିଧି ମାନେ ପରିଦର୍ଶନ କରି ଶ୍ରୀ ଶ୍ରୀ!-->…
ବସୁଧା ସଚେତନତା ରଥର ଶୁଭାରମ୍ଭ…
ଛତ୍ରପୁର : ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରେ ପାଣିର ସୁବିଧା ପହଞ୍ଚାଇବା , ନଳକୂପ ମରାମତି ତଥା ଜଳ ବଞ୍ଚାଅ, ଜୀବନ ବଞ୍ଚାଅ ର ବାର୍ତ୍ତା ନେଇ ଛତ୍ରପୁର ବ୍ଲକ ପରିସରରୁ ଦୁଇଟି ବସୁଧା ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଯାହାଫଳରେ ଏହାକୁ ନେଇ କିଛି ଅସନ୍ତୋଷ!-->…
ଗଞ୍ଜାମ ପୋଲିସ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ…
ଛତ୍ରପୁର : ସ୍ଥାନୀୟ ଗଞ୍ଜାମ ଏସପି ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗଞ୍ଜାମ ପୋଲିସ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ ଗଞ୍ଜାମ ଏସପି ଜଗମୋହନ ମିନା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି, ଆଗାମୀ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥା କୁ ଅଧିକ ସୁଦୃଢ!-->…
ସଚେତନତା ଜାରୀ ରହିଲେ କର୍କଟ ମୁକ୍ତ ଭାରତ ସମ୍ଭବ…
ବ୍ରହ୍ମପୁର : ଜାତୀୟ ସ୍ତରରେ କ୍ୟାନ୍ସର ଏକ ଗମ୍ଭୀର ରୋଗ ଭାବେ ଉଭା ହୋଇଛି । ଏହି ରୋଗରେ ଆକ୍ରାନ୍ତ ରୋଗୀ ଏବଂ ମୃତ୍ୟୁ ସଂଖ୍ୟା ପ୍ରତି ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ମଧ୍ୟ କିଛି ବର୍ଷ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପିଲାଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ!-->…
ବରିଷ୍ଟ ଡକ୍ଟର ଗୋପାଳ ଚନ୍ଦ୍ର ପଟ୍ଟନାୟକ ପରଲୋକ…
ବ୍ରହ୍ମପୁର : ବରିଷ୍ଠ ଡକ୍ଟର ଗୋପାଳ ଚନ୍ଦ୍ର ପଟ୍ଟନାୟକ, ବୟସ ୬୦+, ସର୍ଜରୀ ବିଶେଷଜ୍ଞଙ୍କ ସୋମବାର (୦୬.୧୧.୨୦୨୩) ମଧ୍ୟ ରାତ୍ରି ସମୟରେ ବ୍ରହ୍ମପୁରସ୍ଥିତ ନିଜ ବାସଭବନ ବାଥ୍ ରୁମଠାରେ ଗୋଡ଼ଖସି ପରଲୋକ ହୋଇଯାଇଛି। ପରଲୋକ ସମୟରେ ତାଙ୍କ ସ୍ତ୍ରୀ ଡକ୍ଟର ସ୍ମିତା!-->…
ବୁଡୁ ପାତ୍ର ହତ୍ୟା ମାମଲା, ୮ ଜଣ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ…
ଦୀର୍ଘ ୭ ବର୍ଷ ପରେ ପରିବାର କୁ ମିଳିଲା ନ୍ୟାୟ...
ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ଆମ୍ବଗଡ ଗାଁରେ ଘଟିଥିବା ବୁଡୁ ପାତ୍ର ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇ ଛନ୍ତି କୋର୍ଟ। ସମସ୍ତ ୮ ଜଣ ଅଭିଯୁକ୍ତ ଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା!-->!-->!-->!-->!-->…
ଆର୍ଥିକ ସ୍ଵାକ୍ଷରତା ଓ ସେବା ସଚେତନତା ଶିବିର…
ଫୁଲବାଣୀ (୦୬/୧୧) : ରାଜ୍ୟ ସରକାରଙ୍କ ସଞ୍ଚୟ ଓ ଆର୍ଥିକ ସେବା ନିର୍ଦେଶାଳୟ ଆନୁକୂଲ୍ୟ ରେ ସଞ୍ଚୟ ପକ୍ଷ ପାଳନ ଅବସରରେ ସଞ୍ଜୟ ସ୍ମୃତି ସରକାରୀ ବାଳିକା ମହାବିଦ୍ୟାଳୟ, ଫୁଲବାଣୀରେ ଆର୍ଥିକ ସେବା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି| ଉକ୍ତ କାର୍ଯ୍ୟକ୍ରମରେ ଉପ- ଜିଲ୍ଲାପାଳ, ଜ୍ୟୋତି!-->…
ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ
ଫୁଲବାଣୀ : ଓଡ଼ିଶାର ଗ୍ରାମାଞ୍ଚଳ ସଶକ୍ତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତି ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଅର୍ଥ ମଞ୍ଜୁର କରୁଛନ୍ତି । ନୂଆ ଓଡ଼ିଶାରେ ଗାଁ ଲୋକମାନେ ବିକାଶର ଭାଗିଦାର ହୋଇଛନ୍ତି ।!-->…
ଜିଲ୍ଲାସ୍ତରୀୟ ସୁରଭି ପ୍ରତିଯୋଗିତା : ହିଞ୍ଜିଳିକାଟୁ ବ୍ଳକକୁ ୬ଟି ସଫଳତା…
ହିଞ୍ଜିଳିକାଟୁ, (୬ା୧୧) : ବ୍ରହ୍ମପୁର ସ୍ଥିତ ଭିଭି ଗିରି ସରକାରୀ ମହିଳା ମାଧ୍ୟାମିକ ତାଲିମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଗଞ୍ଜାମ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପ୍ରତିଯୋଗିତାରେ ହିଞ୍ଜିଳିକାଟୁ ବ୍ଳକୁ ୬ଟି ବିଭାଗରେ ସଫଳତା ମିଳିଛି । ବରିଷ୍ଠ ବିଭାଗ ବକୃତା ପ୍ରତିଯୋଗିତାରେ!-->…
ସୁନାମୀ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ…
ଚିକିଟୀ : ଚିକିଟୀ ବ୍ଲକ ଉପକୁଳବର୍ତ୍ତୀ ସୁନାପୁର ଠାରେ ବ୍ଲକ ସ୍ତରୀୟ ସୁନାମୀ ବିପର୍ଯୟ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୋଷ୍ଟୀ ଉର୍ନୟନ ଅଧିକାରୀ ପ୍ରମୋଦ କୁମାର ନାୟକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ସମ୍ମାନୀୟ ଅତିଥି ଭାବେ ଆୟୁଷି ପତି ଡେପୁଟି କଲେକ୍ଟର, ସିନିଅର!-->…