Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିପଦକୁ ନିମନ୍ତ୍ରଣ କରୁଛି : ଜାତୀୟ ରାଜପଥ ଓ ମୁଖ୍ୟ ବଜାର ମଧ୍ୟରେ ବିପଦପୂର୍ଣ୍ଣ ଶୁଖିଲା ଆମ୍ବଗଛ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ର ମୁଖ୍ୟ ବଜାର ତଥା ଜାତୀୟ ରାଜପଥ କଡରେ ଏକ ଶୁଖିଲା ଆମ୍ବଗଛ ରହିଛି। ଏହି ଗଛଟି ତହସିଲଦାର ଙ୍କ ବାସଭବନକୁ ମଧ୍ୟ ଲାଗି ରହିଛି । ଏହି ଗଛଟି ପ୍ରାୟ ଏକବର୍ଷ ହେବ ଏହିଭଳି ଶୁଖିଲା ହୋଇ ରହିଛି। ଗଛରୁ ଶୁଖିଲା ଡାଳ ପଡିଥାଉଛି । ଉକ୍ତ ଗଛ ଥିବା!-->…
ଷ୍ଟେଟ ବ୍ୟାଙ୍କ୍ ମାଲକାନଗିରି ମୁଖ୍ୟଶାଖା ତରଫରୁ ମୃତ୍ୟୁ ଜନିତ ବୀମା ରାଶି ପ୍ରଦାନ
• ୫ ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ମିଳିଲା ୧୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା
ମାଲକାନଗିରି: ମାଲକାନଗିରି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ମୁଖ୍ୟ ଶାଖା ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ମୃତ୍ୟୁଜନିତ ବୀମା ରାଶି ପ୍ରଦାନ ଉତ୍ସବ ଅନୁଷ୍ଠିତ!-->!-->!-->…
+୨ ପରୀକ୍ଷାରେ ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରୀ ପୂର୍ବତନ ଛାତ୍ରଛାତ୍ରୀଙ୍କ କୃତିତ୍ୱ
ଓଡ଼ଗାଁ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ+୨ ପରୀକ୍ଷା ରେଜଲ୍ଟ ବାହାରିବା ପରେ କୃତି ଛାତ୍ରଛାତ୍ରୀ ମାନଙ୍କ ସଫଳତାରେ ଶିକ୍ଷକ ଓ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି।ଗାୟତ୍ରୀ ବିଦ୍ୟା ମନ୍ଦିର ମଶାବାରୀର ପୂର୍ବତନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ କଳା ଓ ବିଜ୍ଞାନ!-->…
କୋରାପୁଟରେ ଆନ୍ତଃ-ଜିଲ୍ଲା ପେନସନ ଅଦାଲତ ଉଦ୍ଘାଟିତ
'ଅବସର ପୂର୍ବରୁ କାଗଜପତ୍ର ଦିଅନ୍ତୁ, ଅବସର ଦିନ ପେନସନ ନିଅନ୍ତୁ': ଉପ-ମହାଲେଖାକାର ଶୁଭମ ବୈଜ୍ୟନାଥ ସ୍ୱାମୀ
କୋରାପୁଟ (ବସନ୍ତ ପେଗଡ଼) : ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବକେୟା ପେନସନ ଓ ଭବିଷ୍ୟନିଧି ସମସ୍ୟାର ତ୍ୱରିତ ସମାଧାନ ପାଇଁ କୋରାପୁଟ ସଦ୍ଭାବନା ଗୃହଠାରେ ଦୁଇ!-->!-->!-->…
ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ : ଗଞ୍ଜାମ ୩୬୦ ଆପ ଜରିଆରେ ବାଲ୍ୟ ବିବାହ ସମ୍ପର୍କିତ ସୂଚନା ଦେଇପାରିବେ
କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ ସମ୍ପୂର୍ଣ ଶେଷ କରିବା ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟ ଖସଡ଼ାର ଉନ୍ମୋଚନ
ଛତ୍ରପୁର : କିଶୋରୀମାନେ ପରିବାରର ବୋଝ ନୁହନ୍ତି । ସେମାନେ ଦେଶର ସ୍ୱର୍ଣ୍ଣିମ ଭବିଷ୍ୟତ । ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତାସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା!-->!-->!-->…
ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁ : ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ ୨୦୨୬
ବିଜ୍ଞାନରେ ସତ୍ୟଧର୍ମ ଓ କଳାରେ ଓମିଶଭ ପ୍ରଥମ
ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁ ବିଜ୍ଞାନ ବିଭାଗରେ ୫୮୨ ନମ୍ବର ରଖି ସତ୍ୟଧର୍ମ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୫୭୮ ନମ୍ବର ରଖି ନନ୍ଦିନୀ ସାହୁ ଦ୍ବିତୀୟ ଏବଂ ୫୭୬ ନମ୍ବର ରଖି!-->!-->!-->…
ଅସହ୍ୟ ଗରମ ଓ ଗୁଳୁଗୁଳିରେ ସିଝୁଛି ନୟାଗଡ଼
ନୟାଗଡ : ପାହାଡ଼ ଓ ବଣ ଜଙ୍ଗଲ ଘେରା ନୟାଗଡ଼ ଜିଲ୍ଲାରେ ଅସହ୍ୟ ଗରମ ଓ ଗୁଳୁଗୁଳି ଜିଲ୍ଲାବାସୀଙ୍କୁ କଲବଲ କରୁଛି । ମାର୍ଚ୍ଚ ମାସ ଠାରୁ ଜୁନ ମାସ ପର୍ଯ୍ୟନ୍ତ ଅତ୍ୟଧିକ ତାପମାତ୍ରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।ବିଗତ ବର୍ଷ ମାନଙ୍କରେ କେବେ କେବେ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ!-->…
କୋରାପୁଟ ଜିଲ୍ଲାର ବିକାଶ ପାଇଁ ପ୍ରସ୍ତୁତ ହେଲା ପଞ୍ଚବର୍ଷୀୟ ରୋଡ୍ମ୍ୟାପ୍: ଶିକ୍ଷା, କୃଷି ଓ ଗମନାଗମନ ଉପରେ ଗୁରୁତ୍ୱ
କୋରାପୁଟ (ବସନ୍ତ ପେଗଡ଼): କୋରାପୁଟ ଜିଲ୍ଲାର ସାମଗ୍ରିକ ବିକାଶ ନିମନ୍ତେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସଦଭାବନା ସଭାଗୃହଠାରେ ସାମ୍ବିଧାନିକ ଧାରା ୨୭୫(୧) ଅଧୀନରେ "ଜିଲ୍ଲାସ୍ତରୀୟ ପଞ୍ଚବର୍ଷୀୟ!-->!-->!-->…
କୋଡୀଙ୍ଗାରେ ଦେୱାନୀ ଓ ଫୌଜଦାରୀ ଅଦାଲତ ଉଦଘାଟିତ: ଘର ପାଖରେ ମିଳିବ ନ୍ୟାୟ…
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷଗୁମୁଣ୍ଡା ବ୍ଲକ ଅନ୍ତର୍ଗତ କୋଡୀଙ୍ଗାଠାରେ ବହୁ ପ୍ରତିକ୍ଷିତ ନୂତନ କନିଷ୍ଟ ଦେୱାନୀ ଓ ଫୌଜଦାରୀ ମାଜିଷ୍ଟ୍ରେଟ (JMFC) ଅଦାଲତ ଉଦଘାଟିତ ହୋଇଯାଇଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଆଭାସୀ (Virtual) ମାଧ୍ୟମରେ ଏହି କୋର୍ଟକୁ!-->!-->!-->…
୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ହେବ କୋରାପୁଟ: ‘ଜିଲ୍ଲା କାର୍ଯ୍ୟଯୋଜନା ୨୦୨୪-୨୯’ ଉନ୍ମୋଚିତ
କୋରାପୁଟ, ୨୦/୦୫ (ବସନ୍ତ ପେଗଡ଼): କୋରାପୁଟ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ଥାନୀୟ ଦକ୍ଷତା ବିକାଶ କେନ୍ଦ୍ରଠାରେ ବାଲ୍ୟ ବିବାହ ସମାପ୍ତି ନିମନ୍ତେ “ଜିଲ୍ଲା କାର୍ଯ୍ୟଯୋଜନା (DAP) ୨୦୨୪-୨୦୨୯” ଆନୁଷ୍ଠାନିକ ଭାବେ!-->!-->!-->…