Browsing Category

ଆଞ୍ଚଳିକ

ରାଜନଗର ବ୍ଲକ କଂଗ୍ରେସ ତରଫରୁ ବିଧାୟକ ଧ୍ରୁବ ସାହୁଙ୍କ କୁଶ ପୁତ୍ତଳିକା ଦାହ

ରାଜନଗର(୨୯/୦୯) : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଵ୍ଲକ ସଦର ମହକୁମାରେ ଦେଖା ଦେଇଛି ନିଆରା ଦୃଶ୍ୟ । ରାଜନଗର ବିଧାୟକ ଧ୍ରୁବ ସାହୁ ମହିଳାମାନଙ୍କୁ ସ୍ବାବଲମ୍ବି କରିଵାକୁ ଆଜି ରାଜନଗର ଥାନା ସମ୍ମୁଖରେ ମିଶନ ଶକ୍ତିର ମିଲ୍କ୍ ଶକ୍ତି ଭେରାଇଟି ଷ୍ଟୋରକୁ ବିଧାୟକ ଉଦ୍ଘାଟନ କରିଛନ୍ତି।

ବିଜେଡ଼ିରେ ସାମିଲ ହେଲେ ୩ ବିଜେପି କର୍ମୀ…

ମାଲକାନଗିରି : ତୃଣମୂଳସ୍ତରରେ ବଳିଷ୍ଠ ହେଉଛି ବିଜୁ ଜନତା ଦଳ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ ବିଜୁ ଜନତା ଦଳର ଶଙ୍ଖ ଭବନ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମାଲକାନଗିରି ଜିଲ୍ଲା ସଭାପତି ତଥା ପୁର୍ବତ୍ତନ ବିଧାୟକ

୫ମ ଦିନରେ ଜାତୀୟ ମୁକବଧିର ଟି-୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ…

ଭୁବନେଶ୍ବର(୨୯/୦୯) : ଓଡିଶାରେ ୨୫ ତାରିଖ ଠାରୁ ଆରମ୍ଭ ହୋଇଛି ଜାତୀୟ ମୁକ ବଧିର ଟି -୨୦ କ୍ରିକେଟ ଟୁର୍ନାମେଣ୍ଟ । ଏଥିରେ ୨୦ ଟି ରାଜ୍ୟଦଳ ଭାଗ ନେଇଛନ୍ତି । ଏହି ଖେଳ ଭୁବନେଶ୍ବରର ଇଷ୍ଟକୋଷ୍ଟ ରେଲ ଷ୍ଟାଡିୟମ୍, ହାଇଟେକ୍ ମେଡିକାଲ କଲେଜ ଷ୍ଟାଡିୟମ, ଏବଂ ଇଡକୋ କ୍ରିକେଟ ଷ୍ଟାଡିୟମ ଭଳି ୩

ଫୁଲବାଣୀରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ ଆଲୋଚନା

ଫୁଲବାଣୀ - ଫୁଲବାଣୀ ସହର ରେ ବର୍ତ୍ତମାନ୍ ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବା ରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ଟ୍ୟାକ୍ସ ସଂଗ୍ରହ

ସାରୁ ଗ୍ରାମର ସୁକଦେବଙ୍କୁ ହତ୍ୟା ଘଟଣା : ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ହିଞ୍ଜିଳିକାଟୁ (୨୮/୯): ହିଞ୍ଜିଳି ଥାନା ସାରୁ ଗ୍ରାମରେ ଗତ ୨୦୧୭ ମସିହା ଏପ୍ରିଲ ୩୦ ତାରିଖରେ ତାସଖେଳକୁ କେନ୍ଦ୍ର କରି ହତ୍ୟା ଘଟଣା ଘଟିଥିଲା । ହତ୍ୟାକାଣ୍ଡରେ ସଂପୃକ୍ତ ଗ୍ରାମର ଶୁକଦେବ ନାଇକଙ୍କ ମୃତ୍ୟୁ ଘଟିଥିଲା । ଘଟଣା ନେଇ ମୃତକଙ୍କ ସ୍ତ୍ରୀ ଝିଲି ନାଇକ ୨୦୧୭ ମେ ୧ ତାରିଖରେ

ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି (୨୮/୯) : କନ୍ଧମାଳ ଜିଲ୍ଲାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ଗୀର୍ଜା, ମନ୍ଦିର, ମସଜିଦ ଓ ଜନଗହଳି ତଥା ଗ୍ରାମାଞ୍ଚଳଗୁଡିକରେ ଅଳିଆ ଆବର୍ଜ୍ଜନା, ପଲିଥିନ, ପ୍ଲାଷ୍ଟିକ ବୋତଲ ଇତ୍ୟାଦି ଏଣେତେଣେ ପକାଇବା ଦ୍ଵାରା ପରିବେଶ, ଜଳ ଓ ବାୟୁ ପ୍ରଦୂଷଣ ହେଉଥିବା ନେଇ ସୁସ୍ଥ ପରିବେଶ

ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ : ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବୀ…

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ ଖେଳିଯାଇଛି। ପ୍ରଥମେ ଜ୍ୱର କିଛିଦିନ ହେବା ପରେ ଦେହରେ ପାଣି ଫୋଟକା ହେବା ସହ ତାହା ଫାଟିଯାଇ ଦେହସାରା ଘା ହେଇଯାଉଛି। ପ୍ରଚଣ୍ଡ ଯନ୍ତ୍ରଣାରେ

ସିଆରପିଏଫ ବାଟାଲିୟନ ତରଫରୁ “ମୋ ମାଟି, ମୋ ଦେଶ ” କାର୍ଯ୍ୟକ୍ରମ ଆୟୋଜିତ

ବାଲିଗୁଡା : ସ୍ୱାଧୀନତାର ଅମୃତ ମହୋତ୍ସବ ଅଭିଯାନରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଅଞ୍ଚଳରେ ଥିବା କେନ୍ଦ୍ରୀୟ ସୁରକ୍ଷା ବଳ ଜି-୧୨୭ ସିଆରପିଏଫ ବାଟାଲିୟନ ତରଫରୁ 'ମୋ ମାଟି, ମୋ ଦେଶ 'କାର୍ଯ୍ୟକ୍ରମ ରେ ଅମୃତ କଳସ ଯାତ୍ରା ବେଲଘର ସ୍ଥିତ