Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମାଲକାନଗିରିରେ ପୁରୁଣା ପେନସନ୍ ଭାରତ ଯାତ୍ରା କାର୍ଯ୍ୟକ୍ରମ…
ମାଲକାନାଗିରି : ବୁଧବାର ପୂର୍ବାହ୍ନ ୯.୦୦ ଘଟିକା ସମୟରେ ଅଲ ଓଡିଶା ପ୍ରାଥମିକ ଶିକ୍ଷକ ଫେଡେରେସନ ଖାରବେଳ ନଗର, ଭୁବନେଶ୍ବର, ମାଲକାନଗିରି ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ଡି. ଏନ୍. କେ. ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ହରିଆନା ରାଜ୍ୟରୁ ପୁରୁଣା ପେନସନ୍ ଭାରତ ଯାତ୍ରା ସଚେତନତା ରଥ!-->…
ରାଜନଗର ପୋଲିସିକୁ ବଡ ସଫଳତା, ୫ ଲୁଟେରା ସହ ଚୋରି ସାମଗ୍ରୀ ଜଵତ
ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସମେତ ବିଭିନ୍ନ ଅଞ୍ଚଳରେ ପୋଲିସ ଆଖିରେ ଧୂଳି ଦେଇ ଚୋରି କରି ଖସି ଯାଉ ଥିବା ବେଳେ ରାଜନଗର ଓ ନିକିରାଇ ପୋଲିସ ଜାଲରେ ଛନ୍ଦି ହୋଇ ଜଣେ ନା ବାଳକ ସହ ୪ ଲୁଟେରା ଗିରଫ ହୋଇ କୋର୍ଟ ଚାଲାଣ ହୋଇ ଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ!-->…
ବିର୍ସାମୁଣ୍ଡା ୟୁଥ କ୍ଳବ ପକ୍ଷରୁ ୮ଟି ଟିମ୍ କୁ ନେଇ ଦୁଇଦିନିଆ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ
ମାଲକାନଗିରି : ଆଜି ମାଲକାନଗିରି ଜ଼ିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମ. ଭି ୪ ଗ୍ରାମ ଠାରେ ବିର୍ସାମୁଣ୍ଡା ୟୁଥ କ୍ଳବ ପକ୍ଷରୁ ୮ ଟି ଟିମ୍ କୁ ନେଇ ଦୁଇଦିନୀୟା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଶୁଭ ଆରମ୍ଭ କରାଯାଇଅଛି | ଏଥିରେ ମାଲକାନଗିରି ଜ଼ିଲ୍ଲା ବିଜେଡି ଟାଣୁଆ ନେତା ତଥା ପୁର୍ବତନ ବିଧାୟକ!-->!-->!-->…
ମାଲକାନଗିରି ସହରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଧୁମଧାମରେ ଗଣେଶ ପୂଜା ପାଳିତ
ମାଲକାନଗିରି (୧୯।୯) : ମାଲକାନଗିରି ଜିଲ୍ଲା ସଦର ମହକୁମାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଧୁମଧାମରେ ଶ୍ରୀ ବିଘ୍ନରାଜଙ୍କ ପ୍ରତିମା ପୂଜା ଅନୁଷ୍ଠିତ ହୋଇ ଯାଇଛିା ସଦର ମହକୁମାରେ ପ୍ରାୟ ୪୦ଟି ସ୍ଥାନରେ ଏହି ପୂଜା ଅନୁଷ୍ଠିତ ହୋଇଥିବା ବେଳେ ବିଶେଷ କରି ସୁବାଷ ବୋସ ଛକ, ଭେଟେନାରି ସାହି,!-->!-->!-->…
ଆସିକା ଚିନିଶିଳ୍ପର ଧର୍ମ କାଣ୍ଟା ଅଚଳ ଅଧର୍ମ କାମ ଚାଲିଛି !
ବାହାରକୁ ଯାଉଛି ଅଧିକ ଓଜନ ସାମଗ୍ରୀ..!
ବ୍ରହ୍ମପୁର : ଆସିକା ସମବାୟ ଚିନିଶିଳ୍ପର ଅଧିକାରୀ ଓ ମ୍ୟାନେଜମେଣ୍ଟର ଇଶାରା ରେ ଦୁର୍ନୀତି ଚରମସୀମାରେ ପହଞ୍ଚିଲାଣି ବୋଲି ଚର୍ଚ୍ଚା ହେଉଛି। ଚିନିଶିଳ୍ପର ମାପକ(ଓଜନ) ମେସିନ ଦୀର୍ଘ ଏକ ମାସ ହେଲା ଅଚଳ ହୋଇଯାଇଛି । ଏହାର ସୁଯୋଗ ଏବେ କିଛି!-->!-->!-->…
ମହାଆଡ଼ମ୍ବର ସହକାରେ ଗଜାନନଙ୍କ ପୂଜାତ୍ସୋବ ପାଳିତ…
ହିଞ୍ଜିଳିକାଟୁ, (୧୯/୯) : ଭାଦ୍ରବ ମାସ କୃର୍ଷ୍ଣ ପକ୍ଷ ଚତୁର୍ଥୀ ଦିବସ ଅବସରରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମ ଗୁଡ଼ିକରେ ମହାଆଡ଼ମ୍ବର ସହକାରେ ବିଘ୍ନନାଶକ ଗଜାନନଙ୍କ ପୂଜାତ୍ସୋବ ପାଳିତ ହୋଇଯାଇଅଛି । ସ୍ଥାନୀୟ ସହରର ଏନଏସି ଉଚ୍ଚ ବିଦ୍ୟାଳୟ, ସରକାରୀ ବୃନ୍ଦାବନ!-->…
ସାପ କାମୁଡ଼ାରେ ଚାଷୀଙ୍କ ମୃତ୍ୟୁ…
ହିଞ୍ଜିଳିକାଟୁ (୧୯/୯): ମଙ୍ଗଳବାର ଅପରାହ୍ନରେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ସଂପୃକ୍ତ ଗ୍ରାମର ଟୁଲୁ ପ୍ରଧାନ (୩୦) । ପ୍ରକାଶ ଯେ, ଟୁଲୁ ମଙ୍ଗଳବାର ଅପରାହ୍ନରେ ଚାଷ ଜମିରେ କାମ କରୁଥିବା ବେଳେ ଏକ ବିଷଧର ସାପ!-->…
ଗଣେଶ ଚତୁର୍ଥୀ ଅବସରରେ ରାଜନଗର ବ୍ଲକ ସାମ୍ବାଦିକ ସଂଘର ସ୍ବନକ୍ଷତ୍ର ଦିବସ ଅନୁଷ୍ଠିତ…
ରାଜନଗର : ଆଜି ଗଣେଶ ଚତୁର୍ଥି ଅଵସରରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦର ମହକୁମା ଗଣେଶ ଵଜାର ସ୍ଥିତ ଷ୍ଟେଟବ୍ୟାଙ୍କ ଛକରେ ଥିବା ବ୍ଲକ ସାମ୍ବାଦିକ ସଂଘର ପ୍ରଥମ ସ୍ବନକ୍ଷତ୍ର ଦିବସ 2023 ଅନୁଷ୍ଠିତ ହୋଇଯାଇ ଅଛି। ଏହି ଅବସରରେ ସଭାପତି ସୁକାନ୍ତ କୁମାର ଵେହେରାଙ୍କ ନେତୃତ୍ବରେ!-->…
ପୁରୀଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ହେଲେ ସଞ୍ଜୟ ନାୟକ…
ନିମାପଡ଼ା : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ପୁରୀ ଜିଲ୍ଲା କଂଗ୍ରେସ କମିଟି କୁ ପୁନର୍ଗଠନ କରାଯାଇଛି। ପୁରୀ ଜିଲ୍ଲା କଂଗ୍ରେସ ରେ ନିମାପଡା ନିର୍ବାଚନ ମଣ୍ଡଳୀ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଆସିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ କମିଟି ର!-->…
ବଜ୍ରଘାତରେ ଦଶ ଛେଳି ମୃତ
ଚିକିଟୀ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଫାଣ୍ଡି ଅଧିନସ୍ତ ନୂଆପଡା ଗ୍ରାମରେ ଆଜି ଏକ ବଡ଼ ଅଘଟଣ ଘଟିଛି। ଆଜି ମଧ୍ୟାହ୍ନ ୨ଟା ବେଳେ ନୂଆପଡା ଗ୍ରାମର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପଛପଟେ ଦୁଇ ଗୋଠ ଛେଳି ଚରୁଥିବା ବେଳେ ହଠାତ ମେଘବର୍ଷା ଆସିଥିଲା। କିଛି ସମୟ ବର୍ଷା ହେଲା ପରେ!-->…