Browsing Category

ଆଞ୍ଚଳିକ

୩ ଦଫା ଦାବୀ ନେଇ ଧାରଣାରେ ବସିଲେ ଶିକ୍ଷକ ସଂଘ…

ନିମାପଡା : ପ୍ରାଥମିକ ଶିକ୍ଷକ ୟୁନିଅନ ନିମାପଡ଼ା ବ୍ଲକ ଶାଖା ତରଫରୁ ୩ ଦଫା ଦାବୀ ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି । ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣ ଧାରଣାରେ ବସି ରହିବେ ଏବଂ ସରକାର ଦାବୀ ଗୁଡିକୁ ମାନିବାକୁ ବାଧ୍ୟ ହେବେ ବୋଲି

ରେଳବାଇ କ୍ରିୟାନୁଷ୍ଠାନ କମିଟି ବୈଠକ…

ଫୁଲବାଣୀ - ସୋମବାର ସନ୍ଧ୍ୟାରେ ରେଳ ବାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଜରୁରୀ ବୈଠକ ସ୍ଥାନୀୟ ବନାନୀ କଳା ସଙ୍ଗମ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା କମିଟୀ ର ଅଧ୍ୟକ୍ଷ ତଥା ବରିଷ୍ଠ ସମାଜସେବୀ କମଳା କାନ୍ତ ପାଣ୍ଡେଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ବରିଷ୍ଠ ସାମ୍ବାଦିକ ଡଃ

ଜୀବିତ ଲୋକକୁ ମୃତ ଘୋଷଣା କରି ଖାଉଟି କାର୍ଡରୁ କାଟିଲେ ନାମ…

ଭୁତ ନାଁରେ ଅନେକ କାର୍ଡ ସରକାରୀ ଟଙ୍କା ହଡପ ର ବାଟ...! ଫୁଲବାଣୀ :- ଅଜବ ସରକାରୀ କାର୍ଯ୍ୟ ଜୀବିତ ଥାଇ ମୃତ ଦର୍ଶାଉଛି ସରକାରୀ ରେକର୍ଡ। ଶରୀର ଜୀବିତ ମାତ୍ର କାଗଜ କଲମରେ ମୃତ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ବ୍ଲକ ଅଧିନରେ ଥିବା କଳିଙ୍ଗା ପଞ୍ଚାୟତର ୧୯ ନମ୍ୱର ୱାର୍ଡ

ଆଗକୁ ଦଶହରା, ମଦ ମାଫିଆଙ୍କ ନିର୍ଦ୍ଦେଶରେ କୋଚିଆ ଉପରେ ଅବକାରୀ ବିଭାଗର ଚଢ଼ାଉ..!

ବଡ଼ ବାବୁ ଖୁସ୍‌ ମଦ ମାଫିଆ ମଧ୍ୟ ଖୁସ୍‌...!! ବ୍ରହ୍ମପୁର (୧୧/୯) : ଗଞ୍ଜାମ ଜିଲ୍ଲାରେ ଥିବା କେତେକ ସରକାରୀ ମଦ ଭାଟି ରେ ପୋଚ ରେ ମହୁଲ ସ୍ଥାନରେ ୟୁରିଆ ଓ ଇଷ୍ଟ ବ୍ୟବହାର ହେଉଥିବା ଖବର ଗଣମାଧ୍ୟମ ରେ ରୀତି ମତ ପ୍ରକାଶ ହେଉଛି। ଖବର ପ୍ରକାଶ ହେବା ପରେ ଅବକାରୀ ବିଭାଗର ଜିଲ୍ଲା

ଏମଭିଆଇଙ୍କ ଆଶୀର୍ବାଦରେ ଦଲାଲଙ୍କ ଦୌରାତ୍ମ୍ୟ : ଗଞ୍ଜାମ ଜିଲ୍ଲାପାଳଙ୍କ ନାମର ବ୍ୟବହାର…!

ସରକାର ଓ ପ୍ରଶାସନ କୁ ଖୋଲା ଚ୍ୟାଲେଞ୍ଜ ବ୍ରହ୍ମପୁର : ଗଞ୍ଜାମ ଏମଭିଆଇଙ୍କ ଆଶିର୍ବାଦରେ ବାହାର ଜିଲ୍ଲାର ଦୁଇ ଯୁବକ ଦଲାଲ ସାଜି ଫିଟନେସ ସମୟରେ ନାଲି ଆଖି ଦେଖାଇ ବଟି ଆଦାୟ କରୁଥିବା ଅଭିଯୋଗ ହେଉଛି। ପ୍ରତେକ ଗୁରୁବାର ଦିନ ବ୍ରହ୍ମପୁର ସ୍ଥିତ ହଳଦିଆ ପଦର ଅଟୋ ନଗର ଓ ଅନ୍ୟ ଦିନରେ

ଗଣେଷ ପୂଜା ଉପଲକ୍ଷେ ଫ୍ରେଣ୍ଡସ ଗ୍ରୁପ ତରଫରୁ ଶୁଭଖୁଣ୍ଟି ସ୍ଥାପନ…

ବାଲିଗୁଡା : ଚଳିତ ମାସ ୧୯ ତାରିଖ ଦିନ ଗଣେଷ ପୂଜା ହେଉଥିବାରୁ ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡାର ସମସ୍ତଙ୍କ ଠାରୁ ନିରପେକ୍ଷ ଭାବେ ବେଶ ପରିଚିତ"ଫ୍ରେଣ୍ଡସ ଗ୍ରୁପ" ତରଫରୁ ମା 'ପାଟଖଣ୍ଡାଙ୍କ ମନ୍ଦିର ନିକଟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରୁପ ତରଫରୁ ଏକ ନିଆରା ଢଙ୍ଗରେ

ରାଜ୍ୟପାଳଙ୍କ ଦ୍ବାରା ଡଃ . ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚିତ…

ଫୁଲବାଣୀ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ବାରା ‘ଭାରତର ଅମୃତ କୁମ୍ଭମେଳା’ ଓ ‘ତତ୍ତ୍ବବୋଧ, ଆତ୍ମବୋଧ ଓ ବାହ୍ୟବୋଧ’ ନାମକ ଦୁଇଟି ଆଧ୍ୟାତ୍ମିକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। କନ୍ଧମାଳ ଜିଲ୍ଲା ମାଷ୍ଟରପଡ଼ା ସାହିର ଡଃ . ନୃସିଂହାନନ୍ଦ ମହାପାତ୍ର ଏହି ପୁସ୍ତକ ଦୁଇଟିର ଲେଖକ

ମାଲକାନଗିରି ଜିଲ୍ଲାରେ ମିଶନ୍ ଇନ୍ଦ୍ରଧନୁଷ ଶୁଭାରମ୍ଭ…

ମାଲକାନଗିରି, ୧୧/୦୯/୨୩ : ମାଲକାନଗିରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ମାଲକାନଗିରି ସଦର ସ୍ଥିତ ଏମ୍.ଭି-୪୩ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଉଦଘାଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଜନସ୍ବାସ୍ଥ୍ୟ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ କର୍ମଶାଳା

ଚିକିଟୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଉଦଘାଟନ ହୋଇ ଯାଇଛି। ସଭାପତି ପି.ରାମାରାଓ ସୁବୁଦ୍ଧିଙ୍କ ପୌରହିତ୍ୟରେ ଯୁଗ୍ମ -ସମ୍ପାଦକ କେ.ସିମାଞ୍ଚଳ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଚିକିଟୀ ସଚ୍ଚିଦାନନ୍ଦ ଗୋଷ୍ଠୀ