Browsing Category

ଆଞ୍ଚଳିକ

ଛତ୍ରପୁର ନୂତନ ଥାନାଧିକାରୀଙ୍କ ଦାୟିତ୍ୱ ଗ୍ରହଣ…

ଛତ୍ରପୁର :ଗଞ୍ଜାମ ପୋଲିସଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ସଦର ଆଦର୍ଶ ଥାନାର ନୂତନ ଥାନା ଅଧିକାରୀ ଭାବେ ନିରୋଦ କୁମାର ଦାସ ଅବସ୍ଥାପିତ ହୋଇ ବୁଧବାର ତାଙ୍କ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ସ୍ଥାନରେ ଥିବା ଆଇ.ଆଇ.ସି. ସତ୍ୟରଞ୍ଜନ ପ୍ରଧାନ ଭୁବନେଶ୍ୱର କମିଶନରରେଟ୍ ପୋଲିସ

ସ୍ଵାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ ପାଳିତ…

ଫୁଲବାଣୀ: ଆଜି ପବିତ୍ର ଜନ୍ମାଷ୍ଟମୀ ସହ ଜଲେଶପଟା ଗୁରୁକୁଳ କନ୍ୟା ଆଶ୍ରମର ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ଵାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଜଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ପରିସରରେ ବହୁ

ରାଇଘର ସରସ୍ବତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ପବିତ୍ର କୃଷ୍ଣ ଜନ୍ମ ଅଷ୍ଟମୀ ପାଳନ…

ଉମରକୋଟ : ୦୬/୦୯/୨୦୨୩ ଆଜି ପବିତ୍ର କୃଷ୍ଣ ଜନ୍ମ ଅଷ୍ଟମୀ ଭାରତ ବର୍ଷର ସବୁଆଡେ ମହାଧୁମ ଧାମରେ ପାଳିତ ହେଉ ଅଛି l ତାମଧ୍ୟରୁ ରାଇଘର କଦଭାଟା ସ୍ଥିତ ସରସ୍ବତୀ ଶିଶୁ ବିଧ୍ୟ୍ୟପୀଠରେ ମଧ୍ୟ କୁନି କୁନି ପୁଅ ଓ ଝିଅ ମାନେ କୃଷ୍ଣ ରାଧା ସାଜି ଗୀତ ନାଚରେ ମସଗୁଲ ହୋଇ ଝୁମି ଯାଇଥିଲେ l ଆଜିର ଏହି

ଚିକିଟି ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ…

ଚିକିଟୀ--ଚିକିଟୀପେଣ୍ଠ ସ୍ଥିତ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାଆଡମ୍ବରରେ ପାଳନ ହୋଇଯାଇଛି।କାର୍ଯ୍ୟକ୍ରମରେ ଉପସ୍ଥିତ ଅଭିଵାବକ ଓ ଶିଶୁମାନଙ୍କ ରଙ୍ଗାରଙ୍ଗ ଆଧ୍ୟାତ୍ମିକ ପରିବେଶକୁ ଶ୍ରୀକୃଷ୍ଣମୟ କରିବାପାଇଁ ବେଦ ପ୍ରବଚକ ତପୋବନ ରାଇକିଆର

ସଂସାଧନ ସଭ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ : ଲୋକକଳା ମାଧ୍ୟମରେ ସଚେତନତା ଉପରେ ଗୁରୁତ୍ୱ

ମାଲକାନଗିରି : ସୂଚନା ଓ ଲୋକସଂପର୍କ ବିଭାଗ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଚାଲିଥିବା ଦୁଇଦିନିଆ ସଂସାଧନ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଦ୍ଵିତୀୟ ଦିନ କାର୍ଯ୍ୟକ୍ରମ ପୂର୍ବାହ୍ନରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଧ୍ରୁବ ଚରଣ

ମିଶନ ଇନ୍ଦ୍ରଧନୁଷ ୫ମ ସଂସ୍କରଣ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ସ୍ତରୀୟ କର୍ମଶାଳା…

ମାଲକାନଗିରି, ୦୬/୦୯/୨୦୨୩: ଜିଲ୍ଲା ସ୍ୱାସ୍ଥ୍ୟସମିତି ଦ୍ଵାରା ରକ୍ତ ଭଣ୍ଡାର ସଭା ଗୃହ ଠାରେ ମିଶନ ଇନ୍ଦ୍ରଧନୁଷ ୫ମ ସଂସ୍କରଣ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗର ସମନ୍ନିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ

ସମାଜ ସୁଧାର କ୍ଷେତ୍ରରେ ସାଂସ୍କୃତିକ ଗୁରୁମାନଙ୍କ ଭୂମିକା ଅତୀବ ଗୁରୁତ୍ବପୂର୍ଣ୍ଣ : ମହାସଂଘ

ବ୍ରହ୍ମପୁର, ତା. ୦୫/୦୯ : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ' ପକ୍ଷରୁ ପବିତ୍ର ଗୁରୁ ପୂଜନ ମହୋତ୍ସବ ସ୍ଥାନୀୟ ଗିରି ମାର୍କେଟ୍ ଛକ ସ୍ଥିତ ପ୍ରକାଶମ୍ ହଲ୍ ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜ ସଭା ପ୍ରକୋଷ୍ଠ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି।

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୩ବର୍ଷ ସଶ୍ରମ କାରାଦଣ୍ଡ ସହ ଏକ ହଜାର ଟଙ୍କା ଜୋରିମାନା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଅନୀତା ସାହୁ ଏକ ୧୭ ବର୍ଷିଆ ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାର ୧୦ ଜଣ ସାକ୍ଷୀ ,ଡାକ୍ତରୀ ରିପୋର୍ଟ ଆଧାରରେ ବିଚାର କରି ଧର୍ମେନ୍ଦ୍ର ପାତ୍ର ୨୭ବର୍ଷ ପିତା ରବି ପାତ୍ର , ଶ୍ରୀରାମପୁର, କୋଟଗଡ଼ କୁ ଦୋଷୀ ସାବ୍ୟସ୍ତ

ବ୍ରାହ୍ମଣୀଗାଁ – ପାଣିଗଣ୍ଡା ପୂର୍ତ୍ତ ବିଭାଗ ରାସ୍ତା ମରଣଯନ୍ତା

ଦାରିଙ୍ଗବାଡ଼ି, ୫/୯, ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବଜାର ରାସ୍ତା ପ୍ରଶସ୍ତ କରଣ କାର୍ଯ୍ୟ ଆରମ୍ଭ ହୋଇ ଦୀର୍ଘ ୪ ମାସ ବିତି ଯାଇଥିଲେ ସୁଧା, ଆଜ ସୁଧା ରାସ୍ତା କାମ ଅଧ ପନ୍ତରିୟା ଭାବେ ପଡିରହି ମରଣ ଯନ୍ତା ସାଜିଥିବା ଦାରିଙ୍ଗବାଡ଼ି ବ୍ଲକ ହ୍ୟୁମାନରାଇଟ୍ସ ଫ୍ରଣ୍ଟ

ଓକିଲ ସୁରକ୍ଷା ଆଇନ ନେଇ ଦାବୀପତ୍ର…

ଦାରିଙ୍ଗବାଡି (୪/୯) ଓକିଲ ମାନଙ୍କୁ କାର୍ଯ୍ୟ ସ୍ଥଳରେ ସୁରକ୍ଷା ଦେବା ସହ ସେମାନଙ୍କ ପାଇଁ ଓକିଲ ସୁରକ୍ଷା ଆଇନ ବ୍ୟବସ୍ଥା ପ୍ରଣୟନ କରିବା ନିମନ୍ତେ ଦାରିଙ୍ଗବାଡି ଓକିଲ ସଂଘ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ, ଅତିରିକ୍ତ ତହସିଲଦାର କୃଷ୍ଣଚନ୍ଦ୍ର ନାୟକଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।