Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଠିକାଦାରଙ୍କ ମନମାନୀରେ ଚାଲିଛି କି ତିର୍ତ୍ତୋଲ ଆର୍ଡ଼ି ବିଭାଗ : ଦୀର୍ଘଦିନ ହେଲା କେନାଲ ପୋଲକୁ ଭାଙ୍ଗି ମେଲାକରି…
ପିଚୁରାସ୍ତା ମଝିରେ ବିଦ୍ୟୁତ୍ ଖୁଣ୍ଟ : ଯାତାୟତରେ ହିନସ୍ଥା ହେଉଛନ୍ତି ଲୋକେ
ଜଗତସିଂହପୁର : ତିର୍ତ୍ତୋଲ ଆର୍.ଡି ବିଭାଗ ଅଧିନରେ ଚାଲୁଥିବା କେତେକ କାର୍ଯ୍ୟରେ ଏବେ ପ୍ରଭାବଶାଳୀ ମାଫିଆ ଠିକାଦାରଙ୍କ ମନମାନୀ ଚାଲିଥିବା ଭଳି ଘଟଣା ଏବେ ତିର୍ତ୍ତୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।!-->!-->!-->…
କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଜଗତସିଂହପୁର ଗସ୍ତ : ସରକାରଙ୍କ ବିଭିନ୍ନ ଯୋଜନାକୁ କଲେ ସମୀକ୍ଷା
ଅଧିକରୁ ଅଧିକ ରାଜସ୍ବ ସଂଗ୍ରହ ପାଇଁ ଗୁରୁତ୍ବ
ଜଗତସିଂହପୁର :- କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ ଆଜି ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ବାର୍ଷିକ ନିରୀକ୍ଷଣ!-->!-->!-->…
ଗ୍ରାମୀଣ ଡାକ ସେବକଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ପାଇଁ ଚେତାବନୀ
ଫୁଲବାଣୀ: ଫୁଲବାଣୀ ସଦର ମହକୁମାର ମୁଖ୍ୟ ଡାକଘର ପରିସରରେ ଗ୍ରାମୀଣ ଡାକ ସେବକ ସଙ୍ଘର ସଭାପତି କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ସମସ୍ତ ଗ୍ରାମୀଣ ଡାକ ସେବକଙ୍କ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି l ଆମ ଦେଶକୁ ଇଂରେଜ ମାନେ ଶାସନ କରୁଥିବା ସମୟରେ ୧୮୫୪ ମସିହାରେ ଡାକସେବା!-->…
ବିଦ୍ୟାଳୟରେ ବୃକ୍ଷ ରୋପଣ ଓ କୃମି ନାଶକ ବଟିକା ପ୍ରଦାନ
ଚିକିଟୀ : ବାହିନୀପତି ସ୍ଥିତ ଓଁ ଶ୍ରୀ ଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟ, ଧାନଘର ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ସପ୍ତାହ ପାଳନ ଅବସରରେ ବିଦ୍ୟାଳୟ ପ୍ରାଙ୍ଗଣରେ ଆମ୍ବ, ପଣସ,ପିଜୁଳି, ଭଳି ୬୦ ରୁ ଅଧିକ ଫଳଚାରl ରୋପଣ କରଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ!-->…
ଜିଲ୍ଲାପାଳଙ୍କ ତାଗିଦ ପରେ ନିଜ ଭୁଲକୁ ଲୁଚାଇବାକୁ ଯାଇ ହେଉଛି ନିମ୍ନମାନର କାର୍ଯ୍ୟ
ଦାରିଙ୍ଗବାଡି,(୧୦/) : କନ୍ଧମାଳ ଜିଲ୍ଲାପାଳ ଡଃ ଆଶିଷ ଈଶ୍ୱର ପାଟିଲ ଗତ ୮ ତାରିଖ ଦିନ ଦାରିଙ୍ଗବାଡି ଗସ୍ତରେ ଆସି ୫ଟି କାର୍ଯ୍ୟର ସମୀକ୍ଷା କରିଥିଲେ । ହେଲେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟରେ ହେଉଥିବା ୫-ଟି କାର୍ଯ୍ୟ ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ସଠିକ୍ ପ୍ଲାନ!-->…
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ଚିକିତ୍ସା ହୋଇ ପାରୁନାହିଁ ଶିଶୁ କନ୍ୟାର
କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତର ଅନ୍ତର୍ଗତ ବଦଲିଝରଣ ଗ୍ରାମର କୁନ୍ତି ନାଏକ ଙ୍କ ବଡ ଝିଅ ସାକ୍ସି ନାଏକ(୫ ବର୍ଷ) ହେବ | ସେହି ଝିଅ ନା କଥା ହେଇପାରୁଛି ନା ଶୁଣି ପାରୁଛି | ଯାହା ଠାର ସାହାଯ୍ୟରେହିଁ ବୁଝିପାରୁଛି । କୁନ୍ତି କହିବା ଅନୁ ଯାଇ ତାଙ୍କ!-->…
ନିଖିଳ ଉତ୍କଳ ଖଡୁରା ସମାଜର କର୍ମକର୍ତ୍ତା ଚୟନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀସ୍ଥିତ ଡ୍ରିମଲାଣ୍ଡ ଠାରେ ଜାତିଭାଇଙ୍କ ଉପସ୍ଥିତରେ ନିଖିଳ ଉତ୍କଳ ଖଡୁରା ସମାଜର ରାଜ୍ୟ କାର୍ଯ୍ୟକାରୀ କମିଟିର ସଦସ୍ୟ ସୁବାଷ ଚନ୍ଦ୍ର ମହାପାତ୍ରଙ୍କ ପରାମର୍ଶରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ପୂର୍ବତନ କମିଟିକୁ ଭଙ୍ଗ କରି ନୂତନ!-->…
ନିଜ ପୁଅର ହତ୍ୟାକାରୀ ମଦ୍ୟପ ବାପା…
ଉମରକୋଟ ( ୧୦/୦୮) : ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକ ଖାନଡା ପଞ୍ଚାଏତ ଅନ୍ତର୍ଗତ ଡିଏନକେ ୧୨ ନମ୍ବର ଖାନଡା ଗ୍ରାମରେ ବିଗତ କାଲି ରାତି ଅନୁମାନିକ ପ୍ରାୟ ଘ୧୦.୪୫ ମିନିଟ ସମୟରେ ଏକ ଅଭାବୀନୀୟ ଘଟଣା ଘଟି ଯାଇଛି l ସୂଚନା ପ୍ରକାରେ ସେହି ଗ୍ରାମର ବିପୁଳ ରାୟ ବୟସ (୪୮) ମଦ୍ୟପ!-->…
‘ସ୍ବାଧୀନତା ସଂଗ୍ରାମକୁ ଓଡ଼ିଆ ସାହିତ୍ୟର ଅବଦାନ’ ଶୀର୍ଷକ ଆଲୋଚନାଚକ୍ର ଉଦ୍ଘାଟିତ…
ସାହିତ୍ୟ ଚିରକାଳ ସଂଗ୍ରମର ବାର୍ତ୍ତାବହ ଏବଂ ପରିବର୍ତ୍ତନର ଭାଷ୍ୟକାର
ଭୁବନେଶ୍ବର: ବଙ୍ଗଳା ଭାଷାରେ କାଜି ନଜରୁଲ ଇସଲାମ, ହିନ୍ଦୀ ସାହିତ୍ୟରେ ମୈଥିଲୀଶରଣ ଗୁପ୍ତା, ସୂର୍ଯ୍ୟକାନ୍ତ ତ୍ରିପାଠୀ ‘ନିରଲା’ଙ୍କ ପରି ଓଡ଼ିଶାରେ ଉତ୍କଳମଣି ଗୋପବନ୍ଧୁ ଦାସ, ଜାତୀୟ କବି ବୀରକିଶୋର ଦାସ, ସଚ୍ଚି!-->!-->!-->…
ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ଅନୁଷ୍ଠିତ
ମାଲକାନଗିରି (୧୦/୦୮) : ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ଆଇ.ଏମ୍.ଏସ୍.ଟି ବିଦ୍ୟାଳୟରେ ଉଦ୍ଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିନାଥ ମାଝୀ ଓ ସମ୍ମାନୀତ ଅତିଥି ଭାବେ ମୁଖ୍ୟ ସ୍ଵାସ୍ଥ୍ୟ!-->…