Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆସିକା ବ୍ଲକରେ ସରପଞ୍ଚଙ୍କୁ ମାଡ଼ : ଛତ୍ରପୁରରେ ସମାଧାନ ପାଇଁ ଉଦ୍ୟମ
ବ୍ରହ୍ମପୁର (୮/୮) : ଆସିକା ବ୍ଲକ କାର୍ଯ୍ୟାଳୟ ରେ ବିଡିଓ ଙ୍କ ସମ୍ମୁଖ ରେ ନଳବଣ୍ଟା ସରପଞ୍ଚ କିଶୋର ପ୍ରଧାନ ଙ୍କୁ ଗତ ୫ ତାରିଖରେ ମାଡ଼ ମାରି ଥିଲେ ଜିଆରଏସ ଓ ତାଙ୍କର ଜଣେ ସାଥି ଲହୁଲୁହାଣ ହୋଇ ଥିଲେ। ପ୍ରଥମେ ଆସିକା ସରକାରୀ ଚିକିତ୍ସାଳୟ ପ୍ରଥମିକ ଚିକିତ୍ସା ପରେ ବ୍ରହ୍ମପୁର ପଠା!-->…
ବାଲିଗୁଡାର ଟ୍ରେଜେରି କଲୋନୀ ରାସ୍ତା ଅବସ୍ଥା ଶୋଚନୀୟ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ୧୨ ନଂ.ୱାର୍ଡ଼ରେ ଅବସ୍ଥିତ ଟ୍ରେଜେରି କଲୋନୀ । ଏହି କଲୋନୀ ବାଲିଗୁଡା ଅଞ୍ଚଳର ସର୍ବ ପୁରାତନ କଲୋନୀ ଭାବେ ପରିଚିତ l ଉକ୍ତ ରାସ୍ତା ବର୍ତ୍ତମାନ ସମ୍ପୂର୍ଣ୍ଣ ଖାଲ ଖମାରେ ଭରି ହୋଇ ରହିଛି । ଫଳରେ ଯାତାୟତ ସମୟରେ ଛୋଟ ବଡ଼ ଦୁର୍ଘଟଣା!-->…
କାହା ସ୍ୱାର୍ଥରେ ଅସୁରକ୍ଷିତ,ପରିତ୍ୟକ୍ତ ତଥା ବିପଦ ପୂର୍ଣ୍ଣ ସ୍ଥାନରେ ଶୌଚାଳୟ ନିର୍ମାଣ
ମାଲକାନଗିରି : ଦେଶକୁ ସ୍ୱଚ୍ଛ କରିବା ଓ ଲୋକଙ୍କୁ ସ୍ୱଚ୍ଛ ରଖିବା ପାଇଁ ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱଚ୍ଛତା କୁ ଗୁରୁତ୍ୱ ଦେଇ ସ୍ୱଚ୍ଛ ଭାରତ ଗଠନ ଦିଗରେ ପଦକ୍ଷେପ ନେଉଛନ୍ତି। ଏହି ଯୋଜନା ନାମରେ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି।!-->…
ଅର୍ଥ ଅଭାବରୁ ଚିକିତ୍ସିତ ହେଇ ପାରୁନି ଯୋଗେଶ
ଉମରକୋଟ ( ୦୮/୦୮) : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ କାଉଡଲ୍ୟା ପଞ୍ଚାୟତ ଅନ୍ତର୍ଗତ ତରାଙ୍ଗା ନୁଆଁପାରା ଗ୍ରାମର ମୋହର ଗଣ୍ଡଙ୍କ ମା ଛେଅଣ୍ଡ ପୁଅ ଯାହାର ବୟସ ୧୨ ବର୍ଷ ହଷ୍ଟେଲରେ ରହି ସପ୍ତମ ଶ୍ରେଣୀରେ ପାଠ ପଡିଥାଏ | ସ୍କୁଲ ଛୁଟିରେ ଘରେ ଆସି ନିଜ ଘରର ବାଡ଼ିପଟେ ବୁଲି ଯିବା ସମୟରେ!-->…
ଫିରିଙ୍ଗିଆ ଥାନା ପୋଡ଼ି ଘଟଣା; ତୃଣମୂଳସ୍ତରର ନେତାଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାଁରେ ମାମଲା
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡି ଓ ଭଙ୍ଗାରୁଜା ଘଟଣାରେ ଏ ଯାଏଁ ପୋଲିସ୍ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାଁରେ ମାମଲା ରୁଜ୍ଜୁ କରି ସାରିଲାଣି । ୧୯ଜଣଙ୍କକୁ ଗିରଫ କରି ଚଲାଇଛି ତନାଘନା । ଖବର ଅନୁସାରେ ସ୍ଥାନୀୟ ଅଞ୍ଚଳର କେତେକ ତୃଣମୂଳସ୍ତରର ନେତାଙ୍କ ନାଁରେ ମାମଲା!-->!-->!-->…
“ମୋ ସ୍କୁଲ”ଅଭିଯାନରେ କ୍ରୟ ସାମଗ୍ରୀକୁ ଉଦ୍ଘାଟନ କଲେ ବିଇଓ
ଚିକିଟି : ଆଜି ବାହିନୀପତି ସ୍ଥିତ ଓଁ ଶ୍ରୀ ଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟରେ "ମୋ ସ୍କୁଲ"ଅଭିଯାନରେ ବିଭିନ୍ନ ପ୍ରକଳ୍ପ ପାଇଁ ଅଞ୍ଚଳ ର ବୁଦ୍ଧିଜୀବୀ ମାନଙ୍କୁ ଠାରୁ ମିଳିଥିବା ଅର୍ଥ ସହିତ "ମୋ ସ୍କୁଲ ଅଭିଯାନ ରୁ ମିଳିଥିବା ମେଚିଂ ଗ୍ରାଣ୍ଟକୁ ମିଶାଇ ବିଦ୍ୟାଳୟର ଛାତ୍ର!-->…
ଗ୍ରାମ୍ୟ ଉନ୍ନୟନ, ଜଳ ଓ ପରିମଳ କମିଟି ଗଠିତ
ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମର ଛଅ ଗୋଟି ୱାର୍ଡର ତିରିଶି ଗୋଟି ସାହିର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଯୁବ, ଛାତ୍ର, ମହିଳା ଓ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟଙ୍କୁ ନେଇ ସ୍ଥାନୀୟ ହାଇସ୍କୁଲ ଠାରେ ଏକ ସଭା ଆୟୋଜିତ ହୋଇଥିଲା। ଏଥିରେ!-->…
ଘୋଡାହାଡ଼ରୁ ପାଣି ଛାଡିବା ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ଛତ୍ରପୁର : ହିଞ୍ଜିଳିକାଟୁ ଠାରୁ ଛତ୍ରପୁର ପର୍ଯ୍ୟନ୍ତ ବହୁ ଅଞ୍ଚଳର ଚାଷୀ ଚାଷ କାର୍ଯ୍ୟ ଉପରେ ଜୟ ମଙ୍ଗଳ କେନାଳ ଉପରେ ନିର୍ଭର କରୁଥିବାରୁ ଜୟ ମଙ୍ଗଳ କେନାଳ ରୁ ପାଣି ନ ଛାଡିବା ଫଳରେ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ବର୍ତ୍ତମାନ ତଳିଘରା ପୋଡିବାକୁ ଗଲାଣି,ଏହା!-->…
ନଟରାଜ କଳା ମନ୍ଦିର ଫୁଲବାଣୀ ଦ୍ଵାରା ବର୍ଷା ନୃତ୍ୟ ସଙ୍ଗୀତ ଉତ୍ସବ ଅନୁଷ୍ଠିତ
ଫୁଲବାଣୀ : ନଟରାଜ କଳା ମନ୍ଦିର ଫୁଲବାଣୀ ଦ୍ଵାରା ବର୍ଷା ନୃତ୍ୟ ସଙ୍ଗୀତ ଉତ୍ସବ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ ହୋଇସାରିଛି l ଉଦଘାଟନୀ କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀମତୀ ସ୍ମିତାରାଣୀ ମହାନ୍ତି , ଲାଇନପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ!-->…
ବାରିକୁମ୍ପା ସ୍ବାସ୍ଥ୍ୟ ଶିବିରରେ ଅବ୍ୟବସ୍ଥା
କନ୍ଧମାଳ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ବାରିକୁମ୍ପା ଗ୍ରାମର ଏକ ନମ୍ବର ମାନ୍ୟତା ପାଇଥିବା ବାରିକୁମ୍ପା ସ୍ବାସ୍ଥ୍ୟ ଶିବିର ଆଜି ଜରୁରୀକାଳୀନ ରାତ୍ରି ସେବାରୁ ବାଦ୍ ପଡିଥିବାର ଦେଖିବାକୁ ମିଳିଛି କାରଣ ନା ଡକ୍ଟର ନା ଫାର୍ମାସିଷ୍ଟ ନା ଆଟେଣ୍ଡାଣ୍ଟ ନା ସ୍ବାସ୍ଥ୍ୟ!-->…