Browsing Category

ଆଞ୍ଚଳିକ

ଯୁବଗୋଷ୍ଠି ସଚେତନ ହେଲେ ଗଂଜାମ ଜିଲ୍ଲାରୁ ଏଚ.ଆଇ.ଭି ମୂଳପୋଛ ହେବ

ବ୍ରହ୍ମପୁର (୬/୮) : ଆଜି ସ୍ୱାସ୍ଥ୍ୟ ସମିତି ଗଂଜାମ ଜିଲ୍ଲା ପକ୍ଷରୁ ଛାତ୍ରମାନଙ୍କୁ ନେଇ ଏକ ମାରାଥନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ଏଥିରେ ୧୫୦ଜଣ ଛାତ୍ର ଅଂଶଗ୍ରହଣ କରିଥିଲେ ଓ ପ୍ଲାକାର୍ଡ଼ ଧରି ଏଚ.ଆଇ.ଭି ସମ୍ୱନ୍ଧରେ ସଚେତନତା ବାର୍ତା ଦେଇଥିଲେ | ସର୍ବେକ୍ଷଣରୁ ଜଣାଯାଇଛି

ଜିଲ୍ଲାସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ଛତ୍ରପୁର (୦୬/୦୮) : ଭାରତ ସ୍ବାଧୀନତାର ୭୬ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଚିତ୍ରାଙ୍କନ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରବିବାର ଦିନ ଅନୁଷ୍ଠିତ ଉଚ୍ଚ ପ୍ରାଥମିକ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ସାଇ ସ୍ମୃତି ଶତପଥୀ,

ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ)ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ମାଲକାନଗିରି (୦୬/୦୮) : ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ), ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡିଏଫଓ, ଶ୍ରୀ ପ୍ରତାପ

ବିଜେଡିର ପଞ୍ଚାୟତସ୍ତରୀୟ ବୈଠକ ଅନୁଷ୍ଠିତ

ପାତ୍ରପୁର : ପାତ୍ରପୁର ବ୍ଳକ ସଦମହକୁମା ପଞ୍ଚାୟତରେ ଆଜି ପଂଚାୟତସ୍ତରୀୟ ବିଜେଡ଼ିର ଦଳୀୟ ବୈଠକ ପାତ୍ରପୁର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପାତ୍ରପୁର ପଂଚାୟତ ଦୀର୍ଘ ବର୍ଷ ହେଲା ଜଣେ ବ୍ୟକ୍ତିଙ୍କ ହାତରେ ରହିଥିବା ବେଳେ ଦୀର୍ଘ ବର୍ଷ ହେଲା ବିଜେପି ଏଠାରେ ନିଜର ଆଧିପତ୍ୟ ଜାହିର

ରକ୍ତ ପାଇଁ ଜୟଦେବଙ୍କ ଦେଶ ଭ୍ରମଣ : ସାଇକେଲରେ ହରଘର ରକ୍ତଦାତା ଅଭିଯାନ ସଚେତନତା

ବାଲିଗୁଡା : ସାଇକେଲ ମ୍ୟାନ୍ ଅଫ ଇଣ୍ଡିଆ ଭାବେ ପରିଚିତ ଜୟଦେବ ରାଉତ ରବିବାର କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପହଞ୍ଚିଛନ୍ତି | ଶ୍ରୀ ରାଉତ ଜଣେ ସ୍ବେଚ୍ଛାସେବୀ। ରକ୍ତଦାତାଙ୍କ ସହ ରକ୍ତଦାନ ଏବଂ ହର ଘର ରକ୍ତଦାତା ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ସେ ସାଇକେଲରେ ଭାରତ ଭ୍ରମଣ

ଓଡ଼ିଆ ଅଧ୍ୟାପକ ସଙ୍ଗୋଷ୍ଠୀ ପକ୍ଷରୁ ଅବସରପ୍ରାପ୍ତ ମୁଖ୍ୟ ଅଧ୍ୟାପକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଅଧ୍ୟାପକ ସଙ୍ଗୋଷ୍ଠୀ ପକ୍ଷରୁ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ

କନ୍ଧମାଳରେ ଆଜାଦୀକି ଅମୃତ ମହୋତ୍ସବ ପାଳନ ପାଇଁ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ : ଦେଶ ସ୍ୱାଧିନର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦୀକି ଅମୃତ ମହୋତ୍ସବ ପାଳନ କରାଯାଉଛି। କେନ୍ଦ୍ର ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗରେ ଭୁବନେଶ୍ୱରର ସ୍ୱଛାସେବୀ ଅନୁଷ୍ଠାନ ଅନନ୍ୟା ପକ୍ଷରୁ ଫୁଲବାଣୀ ବିଜୁସ୍ମୃତି କଲ୍ୟାଣ ମଣ୍ଡପ ଠାରେ ଅଗଷ୍ଟ

କଳିଙ୍ଗ ମଡେଲ ସ୍କୁଲରେ ମଙ୍ଗଳ ଦିବସ ପାଳିତ

ବାଲିମେଳା : ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ସ୍ଥିତ କଳିଙ୍ଗ ମଡେଲ ଆବାସିକ ବିଦ୍ୟାଳୟରେ ମଙ୍ଗଳ ଦିବସ ପାଳନ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଲିମେଳା ନଗର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଯୋଗ ଦେଇ ସ୍କୁଲରେ ନୂତନ ଭାବେ ନିର୍ବାଚିତ ବିଭିନ୍ନ ବିଭାଗର ମନ୍ତ୍ରୀ

ଚୁଡିଆଲାଞ୍ଜି ବିଦ୍ୟା ମନ୍ଦିର ପରିସରରେ ୧୪ତମ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ

ପାତ୍ରପୁର : ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଚୁଡିଆଲାଞ୍ଜି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୧୪ତମ ଜ୍ଞାନ ବିଜ୍ଞାନ ମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି । ବାଲବର୍ଗ ଓ ଶିଶୁବର୍ଗରେ ମୋଟ ୭୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ କୃତିତ୍ୱ ଛାତ୍ରଛାତ୍ରୀ

ଏୟୁପିଟି ଏଫର ଡାକରାରେ ବିଇଓଙ୍କୁ ତିନିଦଫା ଦାବୀପତ୍ର ପ୍ରଦାନ

ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଶିକ୍ଷକ ମାନେ ଅପରାହ୍ନ 4.30ମି ସମୟରେ ବାଳିକା ଉ.ପ୍ରା ବିଦ୍ୟାଳୟ,ଫୁଲବାଣୀ ଠାରୁ ଏକ ରାଲି ବାହାରି ବି ଇ ଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଏକ ତିନି ଦଫା ସମ୍ମିଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ,ମୁଖ୍ୟ ଶାସନ ସଚିବ,ଶିକ୍ଷା