Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଲକ୍ଷ୍ମୀପୁର ବ୍ଲକରେ ଜିଲ୍ଲା ପ୍ରଶାସନର ମିଳିତ ଜନଶୁଣାଣି ଶିବିର : ୨୧ଟି ଅଭିଯୋଗର ଶୁଣାଣି, ଏକ ସମସ୍ୟାର ତୁରନ୍ତ…
କୋରାପୁଟ/ଲକ୍ଷ୍ମୀପୁର (ବସନ୍ତ ପେଗଡ଼) : କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଏକ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ମୁଖ୍ୟ ଭାବେ ଉପସ୍ଥିତ ରହି!-->!-->!-->…
ଯୁବକଙ୍କୁ ଖଣି ମାଫିଆଙ୍କ ନିର୍ମମ ହତ୍ୟା
ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୋମଣ୍ଡ ପଥର ଖଣିରୁ ନିୟମିତ ହେଉଥିବା ଚୋରା ଚାଲାଣ ଖବର ନିୟମିତ ବ୍ୟବଧାନରେ ବିଭିନ୍ନ ଗଣମାଧ୍ୟମର ଶିରୋନାମା ପାଲଟିଥିବା ବେଳେ ରକ୍ତମୁଖା ହୋଇଉଠିଛନ୍ତି ଖଣି ମାଫିଆ ।ବିଭିନ୍ନ ସ୍ଥାନରେ ଜଗୁଆଳି ରଖି ରାତିରେ ବିଭିନ୍ନ ସ୍ଥାନକୁ ମାଙ୍କଡ଼ା!-->…
ବେକରେ ବିଜେପି ଉତ୍ତରୀୟ, କାର୍ଯ୍ୟରେ ପୋଲିସ: ବାଲିଛାଇ ଫାଣ୍ଡି ଅଧିକାରୀଙ୍କ ଭାଇରାଲ୍ ଫଟୋକୁ ନେଇ ଚର୍ଚ୍ଚା…
ପୋଲିସ ବର୍ତ୍ତମାନ ବିଜେପି ର ଦଳୀୟ କର୍ମୀ...!
ବ୍ରହ୍ମପୁର: ପୋଲିସର ନିରପେକ୍ଷତାକୁ ନେଇ ସବୁବେଳେ ପ୍ରଶ୍ନ ଉଠୁଥିବା ବେଳେ ଏବେ ଗଞ୍ଜାମ ଜିଲ୍ଲାରୁ ଏକ ଚୋକାଉଲା ଭଳି ଚିତ୍ର ସାମ୍ନାକୁ ଆସିଛି। ଜଣେ ବର୍ଦ୍ଦିଧାରୀ ପୋଲିସ ଅଧିକାରୀ ଦଳୀୟ କାର୍ଯ୍ୟକ୍ରମରେ ବେକରେ ଶାସକ ଦଳର ଉତ୍ତରୀୟ!-->!-->!-->…
ଘରୋଇ ହିଂସା ମୁକ୍ତ ସମାଜ ଗଠନ ପାଇଁ କୋରାପୁଟରେ ପରାମର୍ଶ ବୈଠକ: ମହିଳାଙ୍କ ସ୍ୱାବଲମ୍ବନ ଓ ସଚେତନତା ଉପରେ ଗୁରୁତ୍ୱ
କୋରାପୁଟ: ୧୧/୦୫/୨୦୨୬ (ବସନ୍ତ ପେଗଡ଼) : ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (NLU), ଓଡ଼ିଶା ଏବଂ ନେଦରଲ୍ୟାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ କୋରାପୁଟଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୁଦାୟ ସ୍ତରୀୟ ହିତାଧିକାରୀ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲା ମୁଖ୍ୟ!-->…
କାହା ସ୍ୱାର୍ଥରେ ପୋଖରୀ ଖନନ ଓ ପୁନଃଉଦ୍ଧାର ? କୋଷାଗୁମୁଣ୍ଡା ବ୍ଲକରେ ସରକାରୀ ଅର୍ଥର ‘ହରିଲୁଟ୍’, ମଧୁଚନ୍ଦ୍ରିକାରେ…
ନବରଙ୍ଗପୁର/କୋଷାଗୁମୁଣ୍ଡା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଣ୍ଡା ବ୍ଲକରେ ଜନକଲ୍ୟାଣ କାର୍ଯ୍ୟ ନାମରେ ସରକାରୀ ଅର୍ଥର ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ମନରେଗା ଏବଂ ଅମୃତ ସରୋବର ଭଳି ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ପୋଖରୀ ଖନନ ଓ ପୁନଃଉଦ୍ଧାର କାର୍ଯ୍ୟ!-->!-->!-->…
ମାଥିଲିର ଧୁଙ୍ଗିଆପୁଟରେ ମୁଖ୍ୟ ଶିବିର ସହ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ମାଲକାନଗିରି : ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶିବିରଟି ମାଥିଲି ବ୍ଲକର ଧୁଙ୍ଗିଆପୁଟ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ!-->…
ସୁନ୍ଦରଗଡ଼ରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ୩ ଗୁରୁତର, ସମାଜସେବୀଙ୍କ ତତ୍ପରତାରେ ବଞ୍ଚିଲା ଜୀବନ
ବିରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। କୁରଲୁଖମନ PWD ୨୮ ନମ୍ବର ରାସ୍ତା ଉପରେ ଦୁଇଟି ବାଇକ୍ ମଧ୍ୟରେ ଜୋରଦାର ଧକ୍କା ହେବା ଫଳରେ ତିନି ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ବଡ଼ମାଳ!-->!-->!-->!-->!-->…
ରାୟଗଡ଼ା ସହରରେ ଫୁଟିଲା ଗୁଳି, ଟଳି ପଡ଼ିଲେ ଯୁବକ : ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାଘାଟଣା
ରାୟଗଡ଼ା : ରାୟଗଡ଼ା ସହରରେ ଗୁଳିକାଣ୍ଡ । ଜଣେ ଯୁବକ ନିହତ । ଶନିବାର ରାତିରେ ଘଟିଛି ଏହି କାଣ୍ଡ । ଫିଲ୍ମ ଷ୍ଟାଇଲରେ ହୋଇଛି ମର୍ଡର । କାରରେ ଗୋଡ଼ାଇ ଗୋଡ଼ାଇ ଦୁର୍ବୁତମାନେ ଯୁବକଙ୍କୁ ମାରିଥିବା ଜଣାପଡ଼ିଛି । ମୃତ ଯୁବକ ଜଣକ ହେଲେ ରାୟଗଡ଼ା ଟାଉନ ଥାନା ପଛ ପାର୍ଶ୍ୱରେ ଥିବା ରେଲି ସାହିର!-->…
ମାତୃ ଋଣ ପରିଶୋଧ ସମ୍ଭବ ନୁହେଁ- ମାତୃ ଦିବସରେ ଅତିଥି ମାନଙ୍କର ମନ୍ତବ୍ୟ
ବିଶ୍ୱ ମାତୃ ଦିବସ ପାଳିତ
ବ୍ରହ୍ମପୁର : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଞ୍ଜାମ ଶାଖା ତରଫରୁ ଏହାର ସଭାପତି ହରେକୃଷ୍ଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରକାରୀ କୁଇନ ଅଫ ଦି ମିଶନ୍ସ ହାଇସ୍କୁଲ ପରିସରରେ ବିଶ୍ୱ ମାତୃ ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ!-->!-->!-->…
“ମନ୍ଦିର-ମସଜିଦ୍ ଅପେକ୍ଷା ପିତାମାତାଙ୍କ ସେବା ହିଁ ଶ୍ରେଷ୍ଠ”: ବିଶ୍ୱ ନିକେତନ ଜରା ନିବାସରେ ମାତୃ…
ବ୍ରହ୍ମପୁର, ୧୦/୦୫ : ଜଣେ ସନ୍ତାନ ପାଇଁ ମା' କେବଳ ଏକ ସମ୍ପର୍କ ନୁହେଁ, ବରଂ ସେ ଏହି ବିଶ୍ୱର ସବୁଠାରୁ ଶ୍ରେଷ୍ଠ ତଥା ସମ୍ମାନାସ୍ପଦ ଶକ୍ତି। ମା’ର ତ୍ୟାଗ ଓ ମମତା ଯୋଗୁଁ ହିଁ ମଣିଷ ସମାଜରେ ବଞ୍ଚିବା ସହ ସଫଳତାର ଶୀର୍ଷକୁ ଛୁଇଁପାରେ। ଏହି ମର୍ମସ୍ପର୍ଶୀ ବାର୍ତ୍ତା ସହ ଆଜି!-->!-->!-->…