Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜମି ଚାଷ କରିବାକୁ ଯାଇ ନାଳରେ ପଡ଼ି ଯୁବକ ମୃତ…
ମାଲକାନଗିରି : ମାଲକାଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡ଼ା ପଞ୍ଚାୟତ ମୁଡୁଲିଗୁଡ଼ା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଘେନୁ ଚାଲାଣ ବୟସ ୪୧ରୁ ଉର୍ଦ୍ଧ ସେ ନିଜ ଚାଷ ଜମିକୁ ଧାନ ରୋପା କରିବାକୁ ଯାଇ ସନ୍ଧ୍ୟା ସମୟରେ ନିଜ ଘରକୁ ଫେରୁଥିବା ବେଳେ ବାଟରେ ପଡ଼ୁଥିବା ନାଳପାର!-->!-->!-->…
ମାଲକାନଗିରି ମହାବିଦ୍ୟାଳୟରେ କାର୍ଗିଲ ବିଜୟ ଦିବସ ପାଳିତ…
ମାଲକାନଗିରି : ତା- ୨୬/୦୭/୨୦୨୩ , ମାଲକାନଗିରି ମହାବିଦ୍ୟାଳୟରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି l ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ସଭାପତିତ୍ବ କରିଥିବା ସ୍ଥଳେ ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ଷଢ଼ଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ l ଶତାଧିକ!-->!-->!-->…
ବ୍ରାହ୍ମଣୀଗାଁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟରେ ବାଧକ ସାଜିଛି ଇଲେକ୍ଟ୍ରି ପୋଲ : ତହସିଲଦାର ଙ୍କ ଉପସ୍ଥିତିରେ…
ଦାରିଙ୍ଗବାଡ଼ି, ୨୬/୦୭, କନ୍ଧମାଳ ଜିଲା ଦାରିଙ୍ଗ ବାଡ଼ି ବ୍ଲକର ଦ୍ୱିତୀୟ ବୃହତ୍ତମ ବଜାର ବ୍ରାହ୍ମଣୀଗାଁ ଅଟେ। ଏହି ବଜାର ରାସ୍ତାର ପ୍ରଶସ୍ତି କରଣ କାର୍ଯ୍ୟ ପ୍ରାୟ ଦୁଇ ମାସରୁ ଅଧିକ ଦିନ ହେବ ଚାଲିଛି। ହେଲେ ଆଜି ଜଗନ୍ନାଥ ସିଂଙ୍କ ଘରେ ଭଡାରେ ଚାଲିଥିବା ଷ୍ଟେଟ ବ୍ୟାଙ୍କ ଓ ଏଟିଏମ!-->!-->!-->…
ମଦ ମାଫିଆ ଓ ପ୍ରଶାସନ ମଧ୍ୟରେ ଫିକ୍ସିଂଙ୍ଗ..! : ବୁଦ୍ଧିଜୀବୀ ଙ୍କ ଅଭିଯୋଗ ଶୁଣିବ କିଏ..?
ଗଞ୍ଜାମ ଜିଲ୍ଲାରେ ଅପମିଶ୍ରଣ ମଦର ବନ୍ୟା ନିଘୋଡ଼ ନିଦରେ ପ୍ରଶାସନ...!!
ଲୋକଙ୍କ ଜୀବନ କୁ ନେଇ ଚାଲିଛି ବ୍ୟବସାୟ...!!ବ୍ରହ୍ମପୁର:୨୬-୭ ଗଞ୍ଜାମ ଜିଲ୍ଲାରେ ଥିବା ଅଧିକାଂଶ ସରକାରୀ ଦେଶୀ ମଦଭାଟି ରେ ମହୁଲ ରେ ପୋଚ ପ୍ରସ୍ତୁତ ନ କରି ୟୁରିଆ ଓ ଇଷ୍ଟ ପୋଚ ରେ ବ୍ୟବହାର କରି ସ୍ୱଳ୍ପ!-->!-->!-->!-->!-->…
ମଣିପୁର ହିଂସା ବିରୁଦ୍ଧରେ ଗଣ ପ୍ରତିବାଦ…
ଫାସିବାଦୀ ରାଷ୍ଟ୍ର ବ୍ୟବସ୍ଥା ବିରୁଦ୍ଧରେ ଜନ ଆନ୍ଦୋଳନ ଜରୁରୀ :ନାଗରିକ ସାମ୍ମୁଖ୍ୟ
ବ୍ରହ୍ମପୁର,: ତା.26.7.2023 ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଚାଲିଥିବା ହିଂସା, ଗୃହଦାହ, ମହିଳା ମାନଙ୍କ ପ୍ରତି ଯୌନ ନିର୍ଯ୍ୟାତନା ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ସହ ମଣିପୁରରେ!-->!-->!-->…
ବିଜୁଳି ବିଭାଗର ବେପରୁଆ ମନବୃତି,ଭାଙ୍ଗି ପଡିଥିବା ବିଜୁଳି ଖୁଣ୍ଟିରୁ ବିଦ୍ୟୁତ ସଂଯୋଗ କାଟିବାକୁ ସମୟ ନାହିଁ…
କୌଣସି ଦୁର୍ଘଟଣା ଘଟିଲେ ଦାୟି ରହିବ କିଏ...?
ମାଲକାନଗିରି : ଆଜି ଦିନ ଘ୧.୩୦ମିନିଟ ସମୟରେ ଦୈନିକ ବଜାର ରାସ୍ତାରେ ଲଗାଣ ବର୍ଷାଯୋଗୁଁ ଏକ ବିଦ୍ୟୁତ ପୋଲ ଆପେଆପେ ନଇଁ ପଡିବା ସହ ବଜାରକୁ ଯିବା ଆସିବା ରାସ୍ତାରେ ଭୂମିଠୁ ପ୍ରାୟ ୫ଫୁଟ ଗଛଉପରେ ଝୁଲି ରହିଥିଲା ବେଳେ ଏହାର କେତେ ବିଜୁଳି!-->!-->!-->…
ଲଗାଣ ବର୍ଷାଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି, ପୋଡ଼ଶୀ ରାଜ୍ୟସହ ସୀମାନ୍ତ ଅଞ୍ଚଳକୁ ଯତାୟତ ବାଧାପ୍ରାପ୍ତ…
ମାଲକାନଗିରି : ଗତକାଲି ସମଗ୍ର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ପୁଣିଦେଖା ଦେଇଛି ବନ୍ୟା ପରିସ୍ଥିତି । ଦୀର୍ଘ ୧୯ଦିନରୁ ଉର୍ଦ୍ଧଦିନ ବର୍ଷା ଯୋଗୁ ଜିଲ୍ଲା ର ବିଭିନ୍ନ ଜାଗାରେ ବନ୍ୟାପରିସ୍ଥିତି ସୃଷ୍ଟି ହେବାସହ,ଭୂସ୍ଖଳନ ଭଳି ଘଟଣା ଘଟି ଯାଇଠୁବା ବେଳେ ଗତ କାଲିର ବର୍ଷା ପ୍ରଭାବ ରେ!-->!-->!-->…
ଛତ୍ରପୁର ଏନଏସି ରେ ମୁକ୍ତା ଯୋଜନା ଏବଂ ଆବାସ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ
ଛତ୍ରପୁର : ସ୍ଥାନୀୟ ଏନଏସି କଲ୍ୟାଣ ମଣ୍ଡପ ପରିସରରେ ଛତ୍ରପୁର ଏନଏସି ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ରେ (ମୁକ୍ତା) ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ!-->…
ରାସ୍ତାରେ ଜଳିଗଲା ଇଲେକ୍ଟ୍ରିକ୍ ସ୍କୁଟର
ଛତ୍ରପୁର : ରାସ୍ତାରେ ଜଳିଗଲା ଇଲେକ୍ଟ୍ରି ସ୍କୁଟର । ଛତ୍ରପୁର ବ୍ୟାଙ୍କ କଲୋନୀରେ ଘଟିଛି ଏଭଳି ଘଟଣା । ବ୍ୟାଙ୍କ କଲୋନୀ ବାସିନ୍ଦା ବିମଳ ପାଣିଗ୍ରାହୀଙ୍କ ଇଲେକ୍ଟ୍ରି ସ୍କୁଟର ଟି ଜଳିଯାଇଥିବା ସୂଚନା ମିଳିଛି । ସ୍କୁଟର ଧରି ସ୍କୁଲ ଯିବା ସମୟରେ ଗାଡିଟି ଜଳିଯାଇଥିବା ଦେଖିବାକୁ ମିଳିଛି ।!-->…
୧୮୦୦ ପରିବାରଙ୍କୁ ପଟ୍ଟା ପ୍ରଦାନ ଦାବୀର ଅନଶନ
ଛତ୍ରପୁର: ଆଜି ଭାରତୀୟ ବିକାଶ ପରିଷଦ, ଆର୍ଯ୍ୟପଲ୍ଲୀ, ଗ୍ରାମ ପଂଚାୟତ ଶାଖା ତରଫରୁ ଜିଲ୍ଲପାଳ କାର୍ଯ୍ୟାଳୟ ଛତ୍ରପୁର ଠାରେ ଆମରଣ ଅନଶନରେ ଆଜ୍ଞାପଲ୍ଲୀ ଗ୍ରାମର ତିନିଜଣ ବ୍ୟକ୍ତି ଅକେଲେଶ୍ୱର ଜେନା, ବି କୈଳାସ ଏବଂ ବି ପାର୍ସୟା ଶତାଧିକ ଗ୍ରାମବାସୀଙ୍କ ସହିତ ଦିବା ରାତ୍ରି ଅନଶନ!-->!-->!-->…