Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ହିଂଜିଳିକାଟୁ ଷ୍ଟେଟବ୍ୟାଙ୍କ ଖାତାରୁ ଟଙ୍କା ହଡ଼ପ !
ହିଂଜିଳିକାଟୁ (୧୪ା୭): ହିଂଜିଳିକାଟୁ ଷ୍ଟେଟ ବ୍ୟାଙ୍କର ଜଣେ ଗ୍ରାହକଙ୍କ ସଂଚୟ ଖାତାରୁ ତାଙ୍କର ଅଜାଣତରେ ଏଟିଏମ, ଇ ବ୍ୟାଙ୍କି ଓ ୟୁପିଆଇ ଟ୍ରାନସଫର ମାଧ୍ୟମରେ ଟଙ୍କା ହଡ଼ପ ହୋଇଥିବା ହିଂଜିଳି ଥାନାରେ ଗୁରୁବାର ଅଭିଯୋଗ ହୋଇଛି । ହଡ଼ପର ଶିକାର ଜଣକ ଜଣେ ନିରକ୍ଷର ମହିଳା । ସେ ହେଲେ!-->…
ଚିକିଟିରେ ବିଜେଡିର ଦମଦାର କର୍ମୀ ସମ୍ମିଳନୀ
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟି ଗୌରଚନ୍ଦ୍ର ମିନି ଷ୍ଟାଡିୟମଠାରେ ଆଜି ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି। ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବିଜେଡି ମୁଖପାତ୍ର!-->…
ଅପହଞ୍ଚ ଅଞ୍ଚଳ ସମସ୍ୟାର ଦୃଷ୍ଟି ଆକର୍ଷଣ ପାଇଁ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ମାଧ୍ୟମ
ଫୁଲବାଣୀ : ବର୍ଷ ପରେ ବର୍ଷ ବିତି ବିତି ଯାଉଛି, ଦିନପରେ ଦିନ ବିତୁଛି କିନ୍ତୁ କାହାର ବି ଦୃଷ୍ଟି ପଡୁନାହିଁ। ସେହିଭଳି ନିର୍ବାଚନ ପରେ ନିର୍ବାଚନ ବିତୁଛି ହେଲେ ଭୋଟ ପରେ ନେତାଙ୍କୁ ଦେଖିବାକୁ ମିଳୁନାହିଁ। ସ୍ବାଧୀନତାର ୭୬ ବର୍ଷ ପୂର୍ଣ୍ଣ ହେବ କିନ୍ତୁ ଆମ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ!-->…
ଚୋରା ବାଇକ୍ ଚାଲାଣକାରୀ ଗିରଫ
ହିଞ୍ଜିଳିକାଟୁ (୧୪/୭): ଗତ ମେ ମାସ ୪ ଝତାରିଖ ରାତିରେ ହିଞ୍ଜିଳି ଅଞ୍ଚଳରୁ ଚୋରୀ ହୋଇଥିବା ଏକ ପଲସର ବାଇକ୍ (ଓଡି୦୭ଏଏଫ ୭୩୪୮)କୁ ପୁଲିସ ଉଦ୍ଧାର କରିବା ସହ ଲୁଟେରାଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଲେ ବ୍ରହ୍ମପୁର ଟାଉନ୍ ଥାନା ଗେଟ୍ ବଜାର ଅଞ୍ଚଳର ଚନ୍ଦନ ସାହୁ (୧୯) । ଏ ନେଇ!-->…
ଡବେରୀ ସେବାଶ୍ରମରେ କାର୍ଯ୍ୟରତ ଶିକ୍ଷୟିତ୍ରୀଙ୍କ ହୃଦଘାତରେ ବିୟୋଗ…
ଦାରିଙ୍ଗବାଡ଼ି,୧୪/୭, ଦାରିଙ୍ଗବାଡ଼ି ସ୍ଥିତ ଡବେରୀ ସେବାଶ୍ରମରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ରଞ୍ଜିତା ପ୍ରଧାନ(୫୪)ଙ୍କ ହୃଦଘାତରେ ବିୟୋଗ ହୋଇଥିବା ଜଣାପଡ଼ିଛି । ସୂଚନା ଯେ ମୃତ ରଞ୍ଜିତା ନିମୋନିଆ ରୋଗରେ ପୀଡିତ ଥିଲେ । ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହୋଇ ଥିବାରୁ ତାଙ୍କୁ ବୁଧବାର!-->!-->!-->…
୫ଦଫା ଦାବି ନେଇ ଜିଲ୍ଲା କଂଗ୍ରେସର ୧୨ଘଟିଆ ବନ୍ଦ ଡାକରା…
ମାଲକାନଗିରି : ଆଜି ୧୨ ଘଂଟିଆ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ l ୫ଦଫା ଦାବିନେଇ ଜିଲ୍ଲା କଂଗ୍ରେସର ଏକ ଟିମ ଗତ ୨୩/୦୬ ରେ ଜିଲ୍ଲାପାଳଙ୍କୁ ଏକ ଦାବି ପ୍ରଦାନ କରିଥିଲେ l ଜିଲ୍ଲାପାଳଙ୍କୁ ଦେଇଥିବା ସମୟ ସିମା ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ l!-->!-->!-->…
ସହକାରୀ ନିର୍ଦ୍ଦେଶକ ବିଧି ଭାବରେ ନିଯୁକ୍ତି ପାଇଲେ
ଵିଜୟ ଲଷ୍ମୀ
ଫୁଲବାଣୀ : ଓଡ଼ିଶା ସରକାରଙ୍କ ଗୃହ ବିଭାଗରେ ସହକାରୀ ନିର୍ଦ୍ଦେଶକ ବିଧି ଭାବରେ ନିଯୁକ୍ତି ପାଇଛନ୍ତି ଫୁଲବାଣୀ ଓକିଲ ସଂଘର ସଦସ୍ୟା ବିଜୟ ଲଷ୍ମୀ ଭୋଇ। ସୂଚନା ଅନୁସାରେ ଏହି ପଦବୀଟି ନୂତନ ଭାବରେ ସୃଷ୍ଟି କରାଯାଇଅଛି l ୯୦ଟି ପଦଵୀ ପାଈଁ ପରୀକ୍ଷା କରାଯାଇଥିଲା l ସେଥିମଧ୍ୟରୁ ୬୨ ଜଣ!-->…
ସୁଚନା ଅଧିକାର ଆଇନ ତଥ୍ୟର ମହାଖୁଲାସା : ଦାରିଙ୍ଗିବାଡି ସମବାୟ ସମିତି ଲିଃ ବୋର୍ଡ ମେମ୍ବର ନିର୍ବାଚନ ରେ ବ୍ୟାପକ…
ବାଲିଗୁଡା, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗିବାଡି ବୃହଦାକାର ସମବାୟ ସମିତି ନିର୍ବାଚନ ରେ ବ୍ୟାପକ ଅନିୟମିତତା ସହ ଜାଲିଆତି କରି ନିର୍ବାଚନ ରେ ଜିତି ବୋର୍ଡ ମେମ୍ବର ହୋଇଥିବା ନେଇ ଅଭିଯୋଗ ଆସୁଥିବା ବେଳେ ଏ ନେଇ କୌଣସି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ!-->…
୧୭ ଯାଏ ପଛୁଆ ବର୍ଗ ସର୍ଭେର ସଂଶୋଧନ
ମାଲକାନଗିରି (୧୩/୦୭) : ଜିଲ୍ଲାର ପଛୁଆ ବର୍ଗ ସର୍ଭେରେ ସାମିଲ ଲୋକେ ଆସନ୍ତା ୧୭ ତାରିଖ ଯାଏ ନିଜେ ଦେଇଥିବା ତଥ୍ଯ କୁ ସଂଶୋଧନ କରିପାରିବେ। ଏଥି ନିମନ୍ତେ ସଂଶୋଧନ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପଛୁଆବର୍ଗ ଆୟୋଗଙ୍କ ତରଫରୁ ଏକ ସ୍ବତନ୍ତ୍ର ସଂଖ୍ୟା ଏବଂ ୱେବ୍ ଲିଙ୍କ ସର୍ଭେ ତଥ୍ଯ ପ୍ରଦାନ!-->…
ମୁମ୍ବାଇରେ ଶ୍ରମିକର ଦୁଇ ହାତକଟା ଘଟଣା : ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ରିପୋର୍ଟ ତଲବ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଡହଲପଡ଼ି ର ଜଣେ ଶ୍ରମିକ କାମ କରିବା ପାଇଁ ମୁମ୍ବାଇ ଯାଇଥିବା ବେଳେ ସେଠାରେ ଦୁଇ ହାତ କଟି ଘରକୁ ଫେରିବା ଘଟଣା ଦିନକୁ ଦିନ ଜଟିଳ ହେବା ରେ ଲାଗିଛି। ଘଟଣା ସଂପର୍କରେ ନୂଆଦିଲ୍ଲୀ ସ୍ଥିତ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ପକ୍ଷରୁ!-->…