Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ସାମ୍ବାଦିକମାନଙ୍କୁ ହୋଇଥିବା ଆକ୍ରମଣ ଘଟଣାର ଦୃଢ଼ ନିନ୍ଦା କରୁଛି : ପ୍ରଣବ ପ୍ରକାଶ ଦାସ
ଭୁବନେଶ୍ବର : ଯାଜପୁରର ଜିଲ୍ଲା ବିଞ୍ଝାରପୁରରେ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ହିଂସା ଓ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି। ବିଞ୍ଝାରପୁରର ବାଛୋଳ ପଞ୍ଚାୟତର ୨ ନମ୍ବର ବୁଥ୍ ରିଗିଂ ଉଦ୍ୟମ ହେଉଥିବା ଖବର ପାଇଁ କିଛି ଗଣମାଧ୍ୟମ ପ୍ରତିନିଧି ସେଠାରେ ଖବର ସଂଗ୍ରହ!-->…
ପଞ୍ଚାୟତ ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ୭୧% ମତଦାନ
ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ତୃତୀୟ ପର୍ଯ୍ୟାୟରେ ପ୍ରାରମ୍ଭିକ ସୂଚନା ଅନୁସାରେ ୭୧% ମତଦାନ ହୋଇଛି । ମତଦାନ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ତାଙ୍କ କହିବା ମୁତାବକ, କିଛି ସ୍ଥାନରେ!-->…
ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ମାରି ଛଡେଇ ନେଲେ ଭୋଟବାକ୍ସ
ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ରବିବାର ଥିଲା ତୃତୀୟ ପର୍ଯ୍ୟାୟ ମତଦାନ। କୋହ୍ଲ ପଞ୍ଚାୟତର ୪ ନନମ୍ବର ବୁଥ୍ରେ ଉତ୍ତେଜନା ଦେଖାଦେଇଛି। ବାଲଟ ପେପର ଫୋଲ୍ଡିଂରେ ତ୍ରୁଟି ଯୋଗୁ ଚିହ୍ନ ଦେଖାଯାଉ ନ ଥିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ମତଦାନ କେନ୍ଦ୍ର ବନ୍ଦ କରି ଦେଇଥିଲେ।
ଏପରିକି!-->!-->!-->…
ତିହିଡ଼ିରେ ମହିଳାଙ୍କ ବୁଥ୍ ରାଗିଙ୍ଗ୍
ଚାନ୍ଦବାଲି: ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭଳି ତୃତୀୟ ପର୍ଯ୍ୟାୟରେ ମଧ୍ୟ ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ଓ ହିଂସାକାଣ୍ଡ ଘଟିଛି। ଅନେକ ସ୍ଥାନରେ ରିଗିଂ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି। ଆଉ ତା' ଭିତରେ ଭଦ୍ରକ ଜିଲ୍ଲା ତିହିଡ଼ିରୁ ଯେଉଁ ଚିତ୍ର ଆସିଛି, ତାହା ସମସ୍ତଙ୍କୁ!-->…
ରାଜନଗରରେ ପୋଲିସକୁ ପିଟିଲେ ଲୋକେ
ରାଜନଗର: ଆଜି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରଠାରେ ଦେଖା ଦେଇଛି ନିର୍ବାଚନୀ ହିଂସା। ରାଜନଗର ଡେରା ପଞ୍ଚାୟତର ତିନି ନମ୍ବର ବୁଥରେ ଏଜେଣ୍ଟ ପ୍ରଭାକର ପରିଡାଙ୍କ ଅନଲାଇନରେ ନାମ ରହିଥିବା ବେଳେ ଭୋଟର ଲିଷ୍ଟରେ ନାମ!-->…
ପଞ୍ଚାୟତ ନିର୍ବାଚନ ହିଂସା: ଯାଜପୁରରେ ୩ ସାମ୍ବାଦିକଙ୍କୁ ଆକ୍ରମଣ
ଯାଜପୁର: ମତଦାନ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ଜଣାଯାଇଛି । ଖବର ସଂଗ୍ରହ କରୁଥିବାବେଳ ୩ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି । ବିଞ୍ଝାରପୁର ବାଛଳ ପଞ୍ଚାୟତରେ ୨ ନଂ ବୁଥ ନିକଟରେ ଏହି ଆକ୍ରମଣ କରାଯାଇଛି । ବୁଥ ରିଗିଂ ଉଦ୍ୟମ ବେଳେ ଖବର ସଂଗ୍ରହ!-->…
ବୁଥ ଜବରଦଖଲ ସହ ବିଡିଓଙ୍କୁ ଆକ୍ରମଣ
ଯାଜପୁର: ପୁଣି ଯାଜପୁରରେ ବୁଥ କ୍ୟାପଚରିଂ ବେଳେ ଉତ୍ତେଜନା। ଘଟଣା ସ୍ଥଳରେ ବିଡିଓଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ ଯାଜପୁର କୋରାଇ ବ୍ଲକ ଗୋଳେଇପୁର ପଞ୍ଚାୟତର ସୋତି ୟୁଜିଏମଇ ସ୍କୁଲରେ ଭୋଟଗ୍ରହଣ ଚାଲିଥିବା ବେଳେ ୮,୯,୧୦ ଓ ୧୧ ନମ୍ବର ବୁଥରେ!-->…
୨୩ରେ ୪୫ ବୁଥରେ ହେବ ସାନି ମତଦାନ
ଭୁବନେଶ୍ବର, ୧୯।୨ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ ବେଳେ କେତେକ ସ୍ଥାନରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ଏହି ସବୁ ସ୍ଥାନରେ ଫେବୃୟାରୀ ୨୩ ତାରିଖରେ ସାନି ମତଦାନ ହେବ। ୪୫ଟି ବୁଥରେ ସାନି ମତଦାନ ହେବ। ପ୍ରଥମ ପର୍ଯ୍ୟାୟର ୨୫ଟି ବୁଥରେ ଓ ଦ୍ବିତୀୟ ପର୍ଯ୍ୟାୟର ୨୦ଟି ବୁଥରେ ସାନି!-->…
ଆତଙ୍କବାଦୀର ବାପାଙ୍କ ସହ ଅଖିଳେଶଙ୍କ ଫଟୋ ଦେଖାଇ କଡା ସମାଲୋଚନା କଲା ବିଜେପି
ଲଖନଉ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ଭୋଟ୍ ପାଇଁ କେବଳ ଗୋଟିଏ ଦିନ ବାକି ଅଛି। ଏଭଳି ପରିସ୍ଥିତିରେ ସମସ୍ତ ଦଳ ଏବେ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରୁଛନ୍ତି | ଆଜି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀ କରି ସପା ଅଧ୍ୟକ୍ଷ ଅଖିଳେଶ ଯାଦବ!-->…
ବାରଙ୍ଗରେ ଭୋଟ ବାକ୍ସ ଛଡାଇ ନେବା ଘଟଣାକୁ ଖଣ୍ଡନ କଲେ ଡିସିପି
କଟକ : କଟକ ଜିଲ୍ଲା ବାରଙ୍ଗରେ ଭୋଟ ବାକ୍ସ ଛଡାଇ ନେବା ଘଟଣାକୁ ଖଣ୍ଡନ କଲେ କଟକ ଡିସିପି ପ୍ରତୀକ ସିଂ। କୌଣସି ଭୋଟ ବାକ୍ସ ଲୁଟ ହୋଇନଥିବା କହିଛନ୍ତି । ମତଦାନ ସରିବା ପରେ ପୋଲିସର ଉପସ୍ଥିତରେ ପୋଲିଂ ଅଧିକାରୀ ଭୋଟ ବାକ୍ସ ବୁଥରୁ ନେଇ ଗଲେ । ଲୋକଙ୍କ ଭିତରେ ଭୁଲ ବୁଝାମଣା ସୃଷ୍ଟି ହୋଇଥିଲା!-->…