Browsing Category

ଅପରାଧ

ଏକ ହତ୍ୟା ମାମଲାରେ ଅଭିଯୁକ୍ତକୁ ୫ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା…

ଫୁଲବାଣୀ : ଫୁଲବାଣୀ ଜିଲ୍ଲା ଦୌରାଜଜ୍ କୋର୍ଟ ବିଚାରପତି ସତ୍ୟପିର ମିଶ୍ର ଏକ ହତ୍ୟା ମାମଲାର ବିଚାରଣା କରି ଘଟଣାର ୧୨ ଜଣଙ୍କ ସାକ୍ଷୀ ପ୍ରମାଣ ଆଧାରରେ ମାମାଲାର ଅଭିଯୁକ୍ତ କର୍ଣ୍ଣ ବିନ୍ଧାଣୀକୁ ଆଇ ପି ସି ୩୦୪(ଖ ) ଧାରା ଅନୁସାରେ ଦୋଷୀ ସାବ୍ୟସ୍ତ କରି ୫ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫

ଗଛିତ ଥିବା ୭୬ କିଲୋ ଗଞ୍ଜେଇ ଜବତ ସହ ଜଣେ ଗିରଫ…

କୋରୁକୋଣ୍ଡା,୨୦।୮ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସ ଆଜି ବାହାର ରାଜ୍ୟକୁ ବେଆଇନ ଭାବେ ଚୋରା ଚାଲାଣ କରିବା ପାଇଁ ଏକ ସ୍ଥାନରେ ଗଞ୍ଜେଇ ଗଚ୍ଛିତ ରଖିଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଗଞ୍ଜେଇକୁ ଜବତ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ

ଡିଲ ହେବା ପରେ ପୁଣି ଚୋରା ବାଲି ମାଫିଆ ମାନେ ସକ୍ରିୟ : ବିଲେଇ ବେକରେ ଘଣ୍ଟି ବନ୍ଧା ସରିଲା..

ନେତା ଓ ବାବୁ ମାନଙ୍କ ଆଶୀର୍ବାଦ ପାଇଲା ପରେ ବାଲି ବେପାର ଅବାଧ ରେ ଆରମ୍ଭ……. ବ୍ରହ୍ମପୁର: ସରକାର ବଦଳିବା ପରେ କିଛି ଦିନ ଗଞ୍ଜାମ ଜିଲ୍ଲାରେ ଚୋରା ବାଲି ଚାଲାଣ ବନ୍ଦ ଥିଲା। ଏବେ କୁଆଡ଼େ ଲେଖା ଛିଡ଼ିବା (ଡିଲ )ପରେ ପୁରୁଷୋତ୍ତମପୁର, ହିଞ୍ଜିଳି, ଚିକିଟି,ଶେରଗଡ଼, ଆସିକା ଓ ଧରାକୋଟ

ଅବକାରୀ ବିଭାଗ କୁ ଚେତା ପଶିବ କେବେ..? :ନକଲି ଦେଶୀ ମଦ ପିଇ ୨୧ ରୁ ଉର୍ଦ୍ଧ୍ବ ଅସୁସ୍ଥ…

ଚିକିଟୀ -କେ ନୂଆଗାଁ ଥାନା ଚିକିଟୀ ଅନ୍ତର୍ଗତ ମାହୁନ୍ଦପୁର ଠାରେ ବିଷାକ୍ତ ମହୁଲି ମଦ ପି ୧୮ରୁ ଉର୍ଦ୍ଧ ଅସୁସ୍ଥ ହୋଇଥିବା ସୂଚନା ମିଳିଛି | ନକଲି ମଦ ଜିଲ୍ଲାରେ ପ୍ରସ୍ତୁତି କୁ ନେଇ ବାରମ୍ବାର ନିଃସର୍ତ୍ତ ରେ ଖବର ପ୍ରଚାର ହୋଇଛି ଏବଂ ଜିଲ୍ଲା ଅବକାରୀ ବିଭାଗ କୁ ମଧ୍ୟ ସୂଚନା ଦିଆଯାଇଛି

ନିଃସର୍ତ୍ତ ସାମ୍ବାଦିକ ଙ୍କୁ ଧମକ ଦେବା ଘଟଣା, ତଦନ୍ତ ସହ ପଞ୍ଜିକୃତ ହେଲା ଏତଲା…

ନବରଙ୍ଗପୁର : ତା ୧୮-୮-୨୪ ରିଖ ଦିନ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ନିସର୍ତ୍ତ ସାମ୍ବାଦିକ ଙ୍କୁ ଅଜଣା ବ୍ୟକ୍ତି ଙ୍କ ଧମକ କୁ ନେଇ ସାମ୍ବାଦିକ ଶ୍ରୀ ରସିକ ସରକାର ଥାନାରେ ଏତଲା ଡାଏର କରିଥିଲେ ଯାହାକି ରେଜିଷ୍ଟ୍ରିଭୁକ୍ତ ହୋଇଛି। କିନ୍ତୁ ବିନା ରସିଦ ରେ ଟଙ୍କା ଆଦାୟ କରୁଥିବା ଏସ ଏସ

ନିଃସର୍ତ୍ତ ସାମ୍ବାଦିକ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ବେଳେ ଅଜ୍ଞାତ ନମ୍ବରରୁ ଧମକ,ସୁରକ୍ଷା ପାଇଁ ସାମ୍ବାଦିକଙ୍କ…

ନବରଙ୍ଗପୁର : ୧୭/୦୮/୨୦୨୪ ରାଇଘର ଏସ୍ .ଏସ୍ ମାର୍ଟ ନାମକ କୌଣସି ଏକ ସଂସ୍ଥା ଦ୍ବାରା ଲୋକଙ୍କୁ ଶ୍ରମିକ କାର୍ଡ କରାଇ ଦେବା ଆଳରେ ଜଣ ପିଛା ଟ ୨୫୦/ଙ୍କା ଆଦାୟ କରାଯାଇ କୌଣସି ପ୍ରାପ୍ତି ସ୍ୱୀକାର ରସିଦ ଦିଆ ଯାଉ ନଥିଲା। ରାଇଘର ବ୍ଲକ ଦେବାଗାଁ ପଞ୍ଚାୟତ ଅନ୍ତର୍ଗତ ଡୁମରିମୁଣ୍ଡା

ଭୁବନେଶ୍ବର ପରେ କଟକରୁ ଠାବ ହେଲା ସିମ ବକ୍ସ ସେଟ ଅପ୍, ୬ ଟି ସିମବକ୍ସ ଜବତ

କଟକ : ଭୁବନେଶ୍ବର ପରେ କଟକରୁ ଠାବ ହେଲା ସିମ ବକ୍ସ ସେଟ ଅପ୍ । ମଧୁପାଟଣା ଥାନା ରାଜେନ୍ଦ୍ର ନଗରରୁ ଠାବ ହେଲା ସିମ ବକ୍ସ ସେଟ ଅପ୍ । ବାଂଲାଦେଶୀ ଲିଙ୍କରେ ଥିବା ଅଭିଯୁକ୍ତ ରାଜୁ ମଣ୍ଡଳକୁ ରିମାଣ୍ଡରେ ନେଇ କମିସନରେଟ ପୋଲିସ ହାସଲ କରିଛି ଗୁରୁତ୍ବପୂର୍ଣ୍ଣ ତଥ୍ଯ । ଜେରା ପରେ

ଗିରଫ ହେଲେ ଯାଜପୁର CT&GST ଆସିଷ୍ଟାଣ୍ଟ କମିସନର

ଭୁବନେଶ୍ୱର: ଗିରଫ ହେଲେ ଯାଜପୁର CT&GST ଆସିଷ୍ଟାଣ୍ଟ କମିସନର ବିନୟ ଭୂଷଣ ତ୍ରିପାଠୀ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ । ବିଭିନ୍ନ ବ୍ୟାଙ୍କରେ ତାଙ୍କ ପରିବାର ଲୋକଙ୍କ ନାଁରେ ରହିଛି ଏକାଧିକ ଏକାଉଣ୍ଟ

କୋଷାଗୁମୁଡା ,ଅବକାରୀ ବିଭାଗ ଚଢ଼ାଉରେ ବିପୁଳ ପରିମାଣର ଦେଶି ମଦ ଓ ପୋଚ୍ ଜବତ…

ନବରଙ୍ଗପୁର : ନବରଙ୍ଗପୁର ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଓ ନବରଙ୍ଗପୁର ଅବକାରୀ ଇନ୍ସପେକ୍ଟର ଦିଲ୍ଲୀପ କୁମାର ରଥ,କୋଡ଼ିଙ୍ଗା ଅବକାରୀ ଇନ୍ସପେକ୍ଟର ଦେଶରାଜ ସୁନା, ଏ ଏସ ଆଇ- ଏଲିଜା ବିଶୋଇ ଙ୍କ ନେତୃତ୍ୱରେ କୋଡ଼ିଙ୍ଗା ଅବକାରୀ ବିଭାଗର ଅନ୍ତର୍ଗତ କୋଚିୟାଗୁଡା

ମାଓବାଦୀଙ୍କ ବର୍ବରତା ସୁକୁମା ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା…

ମାଲକାନଗିରି : ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା କଲେ ମାଓବାଦୀ । ଗତ ଦଶ ଦିନ ତଳେ ମୃତ ଛାତ୍ରଙ୍କ ବଡ ଭାଇଙ୍କୁ ମଧ୍ୟ ମାଓବାଦୀ ମାନେ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ । ସୁକୁମା ଜିଲ୍ଲାର ଜାଗରକୋଣ୍ଡା ଥାନା ଅନ୍ତର୍ଗତ