Browsing Category

ଅପରାଧ

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର୍

ଲମତାପୁଟ: କୋରାପୁଟ ଜିଲ୍ଲା ଟିକାପୁଟ ଗ୍ରାମ ନିକଟ ଛକରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଗଛିତ ରଖି ପ୍ରସ୍ତୁତି ଚାଲିଥିବା ବେଳେ ଚଢାଉ କଲା ଲମତାପୁଟ ପୋଲିସ। ୮ଟି ବସ୍ତାରୁ ପ୍ରାୟ ୨ କୁଇଣ୍ଟାଲ ଗଞ୍ଜେଇ ଜବତ। ଏହାର ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ବିଶେଷ…

ବିହାରରେ ଏନ୍‌ଆଇଏର ବଡ ଆକ୍ସନ, ଦେଶ ବିରୋଧୀ ଗତିବିଧି ମାମଲାରେ ଅନେକ ସ୍ଥାନରେ ଚଢାଉ

ପାଟଡ଼ା,୮।୯: ବିହାର ରାଜଧାନୀ ପାଟନାରୁ ସାମନାକୁ ଆସିଛି ସବୁଠାରୁ ବଡ ଖବର। ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି ଅର୍ଥାତ ଏନଆଇଏ ଫୁଲୱାରି ଶରିଫ୍ ଟେରର ମଡ୍ୟୁଲ ମାମଲାରେ ବିହାରର ୬ଟି ସହରର ୧୩ ଟି ସ୍ଥାନରେ ଚଢାଉ କରିଛି। ଫୁଲୱାରି ଶରିଫ୍‌ ଟେରର ମଡ୍ୟୁଲର ପର୍ଦାଫାଶ କରିବା ପରେ ଏଥିରେ…

ଅନର କିଲିଂ ପ୍ରେମ ପାଇଁ ହତ୍ୟା ଘଟଣାରେ ଝିଅର ବାପା ସହ ୭ ଜଣକୁ କୋର୍ଟ ଚାଲାଣ

ବାଲିଗୁଡା : ପ୍ରେମ କରିବା ମହଙ୍ଗା ପଡ଼ିଲା। ସମ୍ମାନ ପାଇଁ ହତ୍ୟା କଲେ ପ୍ରେମିକକୁ। ଏଭଳି ଚାଞ୍ଚଲ୍ୟ କର ଘଟଣା ସାମନାକୁ ଆସିଛି। ଏହି ମାମଲାରେ ବାଲିଗୁଡା ପୋଲିସ ତେର ଜଣକୁ ଅଟକରଖି ପଚରା ଉଚରା କରୁଥିଲା। ସେଥି ମଧ୍ୟରୁ ଆଜି ୭ ଜଣକୁ କୋର୍ଟ ଚାଲାଣ କରାଯାଇଛି ଏବଂ ଅନ୍ୟ ୬ ଜଣକୁ ପଚରା ଉଚରା…

ସିଂହଦ୍ବାର ସମ୍ମୁଖରେ ଖଣ୍ଡା ଧରି ଆତଙ୍କରାଜ, ଟାଉନ୍‌ ଥାନାରେ ଅଭିଯୋଗ

ପୁରୀ : ସିଂହଦ୍ବାର ସମ୍ମୁଖ ଦୋଳମଣ୍ଡପ ସାହି ‌ଗୋସ୍ବାମୀ ମଠ ନିକଟରେ ଜଣେ ଦୁର୍ବୃତ୍ତ ଆଜି ରାତିରେ ଖଣ୍ଡା ଧରି ଆତଙ୍କରାଜ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଆଜି ରାତି ପ୍ରାୟ ସାଢ଼େ ୧୦ଟାରେ ଶଙ୍କର ମହାନ୍ତି ନାମକ ଯୁବକ ଗୋସ୍ବାମୀ ମଠ ସାମ୍ନାରେ ଖଣ୍ଡା ଧରି ଦୋଳମଣ୍ଡପ ସାହିର ନରସିଂହ…

କୋଟିଏ ୩୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ କଲା ଏସଟିଏଫ୍, ବେପାରୀ ଗିରଫ

ଭୁବନେଶ୍ବର : ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ୍)କୁ ଆଉ ଏକ ବଡ ସଫଳତା ମିଳିଛି । ବାଲେଶ୍ବର ପୋଲିସ ସହାୟତାରେ ଅରଡା ବଜାର ରେଲୱେ ଲେବଲ୍ କ୍ରସିଂ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍‌ । ମୋଟ ୧ କୋଜି ୩୮୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଅଭିଯୁକ୍ତ…

ସ୍ନେହ ସୁଧାର ଗୃହରୁ ୨ଛାତ୍ରୀ ନିଖୋଜ, ୪ଦିନ ହେଲା ମିଳୁନି ପତ୍ତା

ରାୟଗଡ଼ା: ରାୟଗଡ଼ା ସହର ତୁମ୍ବିଗୁଡା ଛକ ନିକଟରେ ଥିବା ସ୍ନେହ ସୁଧାର ଗୃହରୁ ୨ଜଣ ଛାତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଗତ ୪ ଦିନ ହେବ ଛାତ୍ରୀମାନେ ନିଖୋଜ ଥିବା ଜଣାପଡିଛି। ନିଖୋଜ ଛାତ୍ରୀ ଦ୍ୱୟ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ଜଣାପଡ଼ିଛି। ଗତ ୪ତାରିଖରେ ଛାତ୍ରୀମାନେ…

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାର ୧୩ ନମ୍ବର ୱାର୍ଡ କେନ୍ଦୁପଦର ସାହିରେ ମହିଳାଙ୍କ ସନ୍ଦେହ ଜନକ ମୃତୁ, ମୃତକ ହେଲେ ଲଷ୍ମୀ ରାଉତ ୩୮ ବର୍ଷ। ସାହିଲୋକ ପୋଲିସକୁ ଖବର ଦେଲାପରେ ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ଫୁଲବାଣୀ ମେଡିକାଲକୁ ପଠାଇଛି। ପରିବାର ଲୋକ ଆତ୍ମହତ୍ୟା…

ଭୁବନେଶ୍ବରରେ ହେବ ଟାଟା ମେମୋରିଆଲ କ୍ୟାନସର ହସପିଟାଲ

ଭୁବନେଶ୍ବର : ଜଟଣିସ୍ଥିତ ନାଇଜର ପରିସରରେ ଏକ ୨୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସପିଟାଲ ସ୍ଥାପନ ପାଇଁ ଓଡ଼ିଶା ସରକାର ଓ ଟାଟା କ୍ୟାନସର ସେଣ୍ଟର ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ବୁଧବାରଦିନ ଲୋକସେବା ଭବନଠାରେ ଏହି ବୁଝାମଣାପତ୍ର ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ୱରରେ ବିଟେକ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ପୁଣି ଜଣେ ଇଞ୍ଜିନିୟରିଙ୍ଗ ପଢ଼ୁଥିବା ବିଟେକ୍‌ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଚନ୍ଦ୍ରଶେଖରପୁର ଥାନା ରେଲବାଇ କଲୋନୀରେ ଏପରି ଅଘଟଣ ଘଟିଛି। ପାରିବାରିକ କଳହ ଯୋଗୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଓଢ଼ଣିରେ ଫାସି ଦେଇ ସେ ଆତ୍ମହତ୍ୟା କରିଛନ୍ତି। ମୃତ…

ସୋର ଉପକାରାଗାରରୁ ଚମ୍ପଟ ମାରିଥିବା କଏଦୀ ଗିରଫ

ସୋର: ସୋର ଉପକାରାଗାରରୁ ଚମ୍ପଟ ମାରିଥିବା ଜଣେ ବିଚାରାଧୀନ କଏଦୀକୁ ମୟୂରଭଞ୍ଜରୁ ଗିରଫ କରିଛି ପୁଲିସ। ୬ଦିନପରେ ପୁଲିସ କଏଦକୁ ଧରିବାରେ ସଫଳ ହୋଇଛି। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଉପକାରଗାରରେ। କଏଦୀ ଜଣଙ୍କ ହେଲେ ଘନ ସିଂ। ଘନ ସୋର ଉପକାରାଗାରରେ ଜଣେ ବିଚାରାଧୀନ…