Browsing Category

ଅପରାଧ

ମର୍ଣ୍ଣିଂୱାକ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଭୁବନେଶ୍ବର: ଭୁବନେଶ୍ବରର ଗଣ୍ଡମୁଣ୍ଡା ସ୍ଥିତ କଳାଭୂମି ନିକଟରେ ବାଲି ବୋଝେଇ ଟ୍ରକ ଧକ୍କାରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ଯୁ ଘଟିଛି। ସକାଳେ ମର୍ଣ୍ଣିଂୱାକ ସାରି ଫେରୁଥିଲା ବେଳେ ଏହି ଅଘଟଣ ଘଟିଛି। ମୃତକ ଜଣକ ୭୨ ବର୍ଷୀୟ ସଦାନନ୍ଦ ସ୍ବାଇଁ ବୋଲି ଜଣାପଡିଛି।

ଜୟପୁରରୁ ଅପହୃତ ମିଲ ମାଲିକ ଉଦ୍ଧାର, ଦୁଇଦିନ ତଳେ ହୋଇଥିଲେ ଅପହୃତ

ଜୟପୁର : ଉଦ୍ଧାର ହେଲେ ଜୟପୁରରୁ ଅପହୃତ ହୋଇଥିବା ମିଲ ମାଲିକ । ଦୁଇଦିନ ତଳେ ପେରାହାଣ୍ଡିରୁ କାର ସହ ଉଠେଇ ନେଇଥିଲେ ଅପହରଣକାରୀ । ମଧ୍ୟ ରାତ୍ରରେ ଅପହୃତ ରମେଶ ପାତ୍ରଙ୍କୁ ଉଦ୍ଧାର କରିଛି କୋରାପୁଟ ପୋଲିସ । ଅପହରଣର କଣ କାରଣ ଥିଲା ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି । ପ୍ରକାଶ

ଡ୍ରାଇଭରର ଛୁରାମାଡ଼ରେ ପ୍ରେମୀଯୁଗଳଙ୍କ ମୃତ୍ୟୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ତୁନମୁରା ପଞ୍ଚାୟତ କାଶୀପଡାରେ ଡବଲ ମର୍ଡର। ତ୍ରିକୋଣୀୟ ପ୍ରେମରୁ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି।ଡ୍ରାଇଭରର ଛୁରାମାଡ଼ରେ ଯୁବକ ଓ ଯୁବତୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣ।

ସ୍ୱାମୀ ର ପରକୀୟ ପ୍ରୀତ କୁ ବାରଣ କରିବାରୁ ସ୍ତ୍ରୀ କୁ ପିଟିଲା ସ୍ୱାମୀ : ଭାଇର ବର୍ବର ଅମାନୁଷିକ କାଣ୍ଡ ସହି ନ ପାରି…

ଉମରକୋଟ /ରାଇଘର(୧୫/୦୭/୨୦୨୪) ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଧୀନରେ ଥିବା ଉଦୟପୁର ଡିଏନକେ ଗ୍ରାମର କମଲ ମିସ୍ତ୍ରୀ ( ୪୪)ପିତା କାଲିପଦ ମିସ୍ତ୍ରୀ ବିଗତ ୧୧/୦୭/୨୦୨୪ ରିଖ ନିଜ ସ୍ତ୍ରୀକୁ ମାଡ଼ ମାରିବା ଫଳରେ ଗୁରୁତର ଅବସ୍ଥାରେ ଲହୁ ଲୁହାଣ ହୋଇ ସ୍ତ୍ରୀ ବର୍ତମାନ ଡାକ୍ତର ଖାନାରେ

ଦେଶୀ ବନ୍ଧୁକ ଜବତ : ଅଭିଯୁକ୍ତ ଗିରଫ…

ବାଲିଗୁଡ଼ା:: ଜମିବାଡ଼ି ବିବାଦକୁ କେନ୍ଦ୍ରକରି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଟିକରବାଜୁ ଗାଁ ରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ । ଅପର ପକ୍ଷକୁ ଭୟଭୀତ କରିବାକୁ ଅଭିଯୁକ୍ତ ଦେଶୀ ବନ୍ଧୁକରୁ ବ୍ଲାଙ୍କ୍ ଫାୟାରିଂ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ବାଲିଗୁଡ଼ା

EOW ପଞ୍ଝାରେ ୬୦୦ କୋଟି ଟଙ୍କା ଠକେଇର ମାଷ୍ଟରମାଇଣ୍ଡ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ EOWକୁ ବଡ଼ ସଫଳତା । ୬୦୦ କୋଟି ଟଙ୍କା ଠକେଇର ମାଷ୍ଟରମାଇଣ୍ଡ ଗିରଫ। LFS ବ୍ରୋକିଂ ଓ PMS ସର୍ଭିସେସର ମୁଖ୍ୟ ଅଭିଯୁକ୍ତ ସୟଦ ଜିୟାକୁର ରେହମାନକୁ ପଶ୍ଚିମ ବଙ୍ଗ ହୁଗୁଳିରୁ ଗିରଫ କରିଛି EOW । ଦୁବାଇରୁ ଫେରିବା ବେଳେ କୋଲକାତାରୁ ଗିରଫ କରାଯାଇଛି ।

ଧରକୋଟ ରେ ଚାଞ୍ଚଲ୍ୟ… ସୁନା ଦୋକାନୀ କୁ ବାନ୍ଧି ବନ୍ଧୁକ ମୁନ ରେ କୋଟିଏ ଟଙ୍କାରୁ ଉର୍ଦ୍ଧ ସୁନା ରୂପ ଲୁଟ…

ଵ୍ରହ୍ମପୁର: ୧୪-୭ ଗଞ୍ଜାମ ଜିଲ୍ଲାରେ ଲୁଟେରା ଏବେ ସକ୍ରିୟ। ଧରାକୋଟ ଥାନା ସୁନା ମୋହି ଗ୍ରାମରେ ଥିବା ଶ୍ରୀ ରୁଦ୍ର ଶାଇ ସୁନା ଦୋକାନରୁ ଏକ କୋଟି ରୁ ଉଦ୍ଧ ଟଙ୍କାର ଲୁଟ ସ୍ୱର୍ଣ ଅଳଙ୍କାର ସହ ରୁପା ଓ ନଗଦ ଟଙ୍କା ଲୁଟି ନେଲେ ତିନି ଦୁର୍ବୁତ୍ତ l ଅଭିଯୋଗ କରିଛନ୍ତି ସ୍ବର୍ଣ୍ଣ ଅଳଙ୍କାର