Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ସମ୍ବଲପୁରରୁ ୭ ଡକାୟତ ଗିରଫ, ଲୁଟିଥିଲେ ସୁନାଗହଣା ଓ ଟଙ୍କା
ସମ୍ବଲପୁର: ସମ୍ବଲପୁର ପୋଲିସ ଦ୍ବାରା ୭ ଜଣ ଡକାୟତ ଗିରଫ । ଡକାୟତମାନଙ୍କ ନିକଟରୁ ୫ଟି ବାଇକ୍ ଓ ଗୋଟିଏ କାର୍ ଜବତ ହୋଇଛି । ଗତ ୩ ତାରିଖ ଧନୁପାଲୀ ଥାନା ଅନ୍ତର୍ଗତ ସିଟି ଷ୍ଟେସନ ନିକଟରେ ଜଣେ ବୃଦ୍ଧ ଦମ୍ପତ୍ତିଙ୍କୁ ବାନ୍ଧି ଆକ୍ରମଣ କରିଥିଲେ ।
ସୂଚନାଯୋଗ୍ୟ ଯେ, ଗତ ୩ ତାରିଖ!-->!-->!-->…
ଭିଜିଲାନ୍ସ ପୋଲିସ ଇନ୍ସପେକ୍ଟର ମାନସୀ ଜେନା ଚାକିରିରୁ ବହିଷ୍କୃତ
କଟକ: ସମ୍ବଲପୁର ଭିଜିଲାନ୍ସ ଡିଭିଜନର ପୋଲିସ ଇନ୍ସପେକ୍ଟର ମାନସୀ ଜେନାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ମାନସୀଙ୍କୁ ଚାକିରୀରୁ ପୋଲିସ ଡିଜି ବହିଷ୍କାର କରିଛନ୍ତି। ମେ ୧୨ ତାରିଖରେ ଜଣେ ସହଯୋଗୀଙ୍କ ଜରିଆରେ ଲାଞ୍ଚ ନେଇ ସେ ଧରାପଡିଥିଲେ। ଜଣେ ଅଫିସରଙ୍କ ନାମରେ ଥିବା କେସକୁ ରଫାଦଫା!-->…
ବୋଲଗଡ଼ ଏଏସଆଇଙ୍କୁ ଗିରଫ କଲା ଭିଜିଲାନ୍ସ
ଖୋର୍ଦ୍ଧା:ଏକ କେଶରେ ଦଫା କୋହଳ ଲଗାଇବା ପାଇଁ ଜଣେ ମହିଳାଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୋଲଗଡ ଥାନା ଏଏସଆଇ ଭଗବାନ ସ୍ବାଇଁ ଦୁର୍ନୀତି ନିବାରଣ ସଂସ୍ଥା ଖୋର୍ଦ୍ଧା ହାତରେ ଧରା ପଡିଛନ୍ତି। ଭିଜିଲାନ୍ସ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏହି ଥାନା ଅନ୍ତର୍ଗତ!-->…
କାଲିମେଳା ପୋଲିସ ଦ୍ୱାରା ୮୦ କେଜି ଗଞ୍ଜେଇ ଜବତ : ତିନି ଅଭିଯୁକ୍ତ କୋର୍ଟ ଚାଲାଣ…
ମାଲକାନଗିରି : କାଲିମେଳା ଥାନା ଅନ୍ତର୍ଗତ ଏମ.ଭି ୬୬ ନିକଟରେ ରାତ୍ରିକାଳିନ ପେଟ୍ରଲିଙ୍ଗ ସମୟ ରେ ୮୦ କେଜି ଗଞ୍ଜେଇ ସହ ୩ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି। ସେମାନେ ରାତ୍ରି କାଳିନ ଚେକିଙ୍ଗ ସମୟ ରେ ଏକ ଧଳା ରଙ୍ଗର କାର ନଂ MH 04 ED 7646 ଗାଡି ଦ୍ଵାରା ଗଞ୍ଜେଇ ନେଇ ଯାଉଥିବା ସମୟ!-->!-->!-->…
୧ ଲକ୍ଷ ୭୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ
ଢେଙ୍କାନାଳ: ଢେଙ୍କାନାଳ ସହର ରାମେଶ୍ୱରପୁର ରେଳଧାରଣା ନିକଟରୁ ଶୁକ୍ରବାର ଟାଉନ ଥାନା ପୋଲିସ ୧୬ ଗ୍ରାମ୍ ୭୦୦ ମିଲିଗ୍ରାମ୍ ବ୍ରାଉନସୁଗାର ଜବତ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଥିବା ବେଳେ ତାଙ୍କଠାରୁ ନଗଦ ୪୦ ହଜାର ଟଙ୍କା, ୫ଟି ମୋବାଇଲ ଫୋନ୍, ୨ ଭରି ଓଜନର ଏକ!-->…
୫ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ କେନ୍ଦ୍ରାପଡ଼ା ଡେରାବିଶ ଏବିଇଓ
କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ପଡ଼ିଗଲେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ। ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଷ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ବିପିନୀ ବିହାରୀ ସିଂଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଭିଜିଲାନ୍ସ ତାଙ୍କ ପାଖରୁ ୫ହଜାର ଟଙ୍କା ଜବତ!-->…
ଲାଞ୍ଚ ନେଇ ଧରାପଡିଲେ ବିଇଓ
ପଦ୍ମପୁର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରିପଡ଼ିଛନ୍ତି ବରଗଡ଼ ଜିଲ୍ଲା ଝାରବନ୍ଦ ବିଇଓ ରଞ୍ଜିତ ଭୋଇ। ଜଣେ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ରଞ୍ଜିତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଡୁଙ୍ଗୁରିପାଲି ସ୍କୁଲର ଜଣେ ଶିକ୍ଷକ ତ୍ରିନାଥ ସେଠଙ୍କ ଦରମା ବନ୍ଦ କରିବା ପରେ!-->…
ମଦ୍ୟପାନ କରି ବସ୍ ଚାଳନା ପଡିଲା ମହଙ୍ଗା : ଡ୍ରାଇଭର ଗିରଫ
ଢେଙ୍କାନାଳ ୯ । ୬ : 'ଡ୍ରଙ୍କ ଅନ ଡ୍ରାଇଭିଂ' ଡ୍ରାଇଭ ଜୋରସୋରରେ ଆରମ୍ଭ କରିଛି ଢେଙ୍କାନାଳ ଟାଉନ ପୁଲିସ । ଫଳରେ ମଦ୍ୟପାନ କରି ଏକ ଯାତ୍ରୀବାହୀ ବସ ଚଳାଇ ଯାଇଥିବା ବେଳେ ଟାଉନ ପୁଲିସ ହାତରେ ଧରା ପଡିଛି । ଟାଉନ ପୁଲିସ ନାୟକ ନାମକ ଏହି ଯାତ୍ରୀବାହୀ ବସକୁ ଜବତ!-->…
କୁତ୍ରା ବ୍ଲକ ତୁରମୁରା ଜିଆରଏସ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ସୁନ୍ଦରଗଡ: ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ତୁରମୁରା ଜିଆରଏସ ହେମନ୍ତ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ଅଫିସ ସମେତ ପୁରକାପାଲି ବାସଭବନରେ ଚଢାଉ କରାଯାଇଛି। କୁତ୍ରା ବ୍ଲକ ତୁରମୁରା ଜିଆରଏସ ହେମନ୍ତ!-->…
ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ଉଦ୍ଧାର କଲେ ଲାଇଫ ଗାର୍ଡ
ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଗଭୀର ସମୁଦ୍ର ଭିତରକୁ ଭାସି ଗଲେ ଯୁବକ। ତେବେ ସେଠାରେ ମୁତୟନ ଥିବା ଲାଇଫ ଗାର୍ଡ ମାନେ ଭାସି ଯାଉଥିବା ଯୁବକକୁ ସମୁଦ୍ର ଭିତରୁ ଉଦ୍ଧାର କରିଛନ୍ତି ।
ଅନୁଗୋଳ ଜିଲ୍ଲାର ଚିନ୍ମୟ ପ୍ରଧାନ ସମୁଦ୍ରରେ ଗାଧୋଉଥିଲେ। ସ୍ନାନ ସମୟରେ ସେ ଗଭୀର ସମୁଦ୍ର!-->!-->!-->…