Browsing Category

ଅପରାଧ

ହନୁମାନ ପଇସା କାରବାରରେ ଲକ୍ଷାଧିକ ଟଙ୍କାର ଠକେଇ

ଭୁବନେଶ୍ଵର: ହନୁମାନ ପଇସା କାରବାରରେ ଲକ୍ଷାଧିକ ଟଙ୍କାର ଠକେଇ କରିଥିବା ଯୁବକଙ୍କୁ ଅପହରଣ। ଭୁବନେଶ୍ଵର ଭରତପୁର ଅଞ୍ଚଳରୁ ଅପହୃତ ଯୁବକଙ୍କୁ ଉଦ୍ଧାର କଲା ତମାଣ୍ଡୋ ପୋଲିସ। ଅପହୃତ ହୋଇଥିବା ଯୁବକ ହନୁମାନ ପଇସା ଦେବାକୁ କହି ସାଢେ ତିନି ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। …

କେବିଏନ୍ ଗ୍ୟାଙ୍ଗ୍‌ର ଆଉ ଜଣେ ସଦସ୍ୟ ଗିରଫ

ଭୁବନେଶ୍ୱର : ରାଜଧାନୀରେ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିବା ସହ ଏହାର ଭିଡିଓ ଭାଇରାଲ କରି ଚର୍ଚ୍ଚାକୁ ଆସିଥିବା କେବିଏନ୍‌(କୋଇ ଭି ନହିଁ)ଗ୍ୟାଙ୍ଗ୍‌ର ଆଉ ଜଣେ ସଦସ୍ୟକୁ ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଛି । ଖଟିକଲା ବେଳେ ପୁଲିସ ଚଢ଼ାଉ କରି ତାଙ୍କୁ କାବୁ କରିଥିବାବେଳେ ଆଉ ୪ଜଣ…

ଚନ୍ଦନ କାଠ ଚୋରି କରିବା ବେଳେ ଧରା ପଡିଲେ ୪ ଦୁର୍ବୃତ୍ତ

ବାଲିଗୁଡ଼ା: ଚନ୍ଦନ କାଠ ଚୋରି କରିବା ବେଳେ ଧରା ପଡିଲେ ୪ ଦୁର୍ବୃତ୍ତ। କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଗାନ୍ଧ୍ରିଗାଁ ପଞ୍ଚାୟତ ଡକମ୍ବା ଗ୍ରାମର ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଘର ପଛପଟେ ଥିବା ଚନ୍ଦନ ଗଛକୁ ଚାରି ଜଣ ଦୁର୍ବୃତ୍ତ କାଟି ନେଇଉଥିବା ବେଳେ ଧରାପଡ଼ିଛନ୍ତି । ଏହି ୪…

ଛତ୍ର ବଜାର ବ୍ରିଜ ଭୁଷୁଡିବା ଘଟଣା: ଆରଡିସି ସ୍ତରୀୟ ତଦନ୍ତ ସହ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଅନୁକମ୍ପା ରାଶୀ…

କଟକ: ଓଡିଶାର କଟକ ସ୍ଥିତ ପୁରୁଣା ଛତ୍ର ବଜାର ବ୍ରିଜର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ…

ଡିଭାଇଡରେ ପିଟି ହୋଇ ୨ଟି ମାଲବୋଝେଇ ଗାଡିରେ ଲାଗିଲା ନିଆଁ

କଟକ: ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ । କଟକ ଶିଖରପୁର ଛକ ନିକଟରେ ଲାଗିଲା ନିଆଁ । ୨ଟି ମାଲବୋଝେଇ ଗାଡିରେ ନିଆଁ ଲାଗିଯାଇଛି । ବେଙ୍ଗାଲୁରରୁ କୋଲକାତା ଯିବା ସମୟରେ ଶିଖରପୁର ନିକଟରେ ଥିବା ଟ୍ରାଫିକ ଡିଭାଇଡରେ ପିଟି ହୋଇଥିଲା । ଅଗ୍ନିଶମବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ ।…

ଠକ ରମେଶ ନାଁରେ ଆଉ ଏକ ମାମଲା: ପଞ୍ଜାବୀ ଅଧ୍ୟାପିକାଙ୍କୁ ବାହା ହୋଇ ଲୁଟିଛି ୧୯ ଲକ୍ଷ

ଭୁବନେଶ୍ବର: ନକଲି ଡାକ୍ତର ରମେଶ ସ୍ବାଇଁ ବିରୋଧରେ ଗୋଟିଏ ପରେ ଗୋଟିଏ ମାମଲା ଯୋଡ଼ି ହେବାରେ ଲାଗିଛି। ମାଟ୍ରିମୋନି ସାଇଟ୍‌ରୁ ବାଛି ବାଛି ବିଧବା କିମ୍ବା ସ୍ବାମୀ ପରିତ୍ୟକ୍ତା ପଇସାବାଲା ମହିଳାଙ୍କୁ ଫସାଉଥିବା ପ୍ରମାଣ ମିଳିବାରେ ଲାଗିଛି। ପୂର୍ବରୁ ଡାକ୍ତରାଣୀ, ଶିକ୍ଷୟିତ୍ରୀଙ୍କ ଭଳି…

ପଟ୍ଟାଙ୍ଗି ତହସିଲରେ ଆର୍ଥିକ ହେରଫେର : ତହସିଲଦାର-ଉପ ତହସିଲଦାର ନିଲମ୍ବିତ…

ପଟ୍ଟାଙ୍ଗି ତହସିଲରେ ୪ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ହେରଫେର...! କୋରାପୁଟ: ରାଜ୍ୟ ସରକାରଙ୍କ ଦୁର୍ନୀତି ଦମନ ଅଭିଯାନର ଶିକାର ହୋଇଛନ୍ତି ସରକାରୀ ଅଧିକାରୀ । ପଟ୍ଟାଙ୍ଗି ତହସିଲରେ ୪ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ହେରଫେର ଅଭିଯୋଗରେ ତହସିଲଦାର ହରିପଦ ମଣ୍ଡଳ ଓ ଅତିରିକ୍ତ…

ଗଞ୍ଜେଇ ଚୋରା ଚାଲାଣ ବେଳେ ୩ ଗିରଫ : ୩ କ୍ୱିଣ୍ଟାଲ୍ ୫୭ କିଲୋ ଗଞ୍ଜେଇ ଜବତ…

କନ୍ଧମାଳ:ଦୀର୍ଘଦିନର ନିରବତା ପରେ କନ୍ଧମାଳରେ ପୁଣି ଗଞ୍ଜେଇ ମାଫିଆ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି। ବାରମ୍ୱାର ପୁଲିସ ହାତରେ ଧରାପଡ଼ି ଜେଲ୍ ଯାଉଥିଲେ ବି ଗଞ୍ଜେଇ କାରବାର ଥମିବାର ନାଁ ଧରୁନାହିଁ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଗୋଛାପଡ଼ା ପୁଲିସ ପକ୍ଷରୁ ବ୍ୟାପକ ଗଞ୍ଜେଇ ଜବତ…

ଛତ୍ରବଜାର ନିକଟରେ ପୋଲ ଭୁଶୁଡ଼ି ଦୁଇ ମୃତ, ଜଣେ ଗୁରୁତର

କଟକ: କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ ଭୁଶୁଛି। ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲଟି ଭୁଶୁଡ଼ି ପଡ଼ିଛି।ମାଟି ତଳେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ବଡ଼ମେଡ଼ିକାଲ୍‌ରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ…

୨୦ ହଜାର ଟଙ୍କାର ସୁପାରୀ ନେଇ ବିହାରୀ ମିସ୍ତ୍ରୀଙ୍କୁ ହତ୍ୟା କରାଯାଇଥିଲା: ଡିସିପି

କଟକ: ବିହାରୀ ମିସ୍ତ୍ରି ଆଜାଦ କୁମାର ଯାଦବ ହତ୍ୟାକାଣ୍ଡ ପଛର ରହସ୍ୟ କହିଛି ପୁଲିସ। ପୁଲିସ ଏହି ହତ୍ୟାକାଣ୍ଡ ପଛରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି | ଆଜି କଟକ ଡିସିପି ପ୍ରତୀକ ସିଂହ ଏବାବଦରେ ସୂଚନା ଦେଇଛନ୍ତି | ଡିସିପି ସୂଚନା…