Browsing Category

ଅପରାଧ

ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: ପୁଣି ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ରାଜଧାନୀରୁ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ଜବତ କରାଯାଇଛି । ୧୬ ନମ୍ବର ଜାତୀୟ ରାଜପଥ ପାହାଳ ନିକଟରୁ ଏସଟିଏଫ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଟଣୀ ମୁଣ୍ଡିଆ ସାହିର ଶିବ ପ୍ରସାଦ ଦାସ । ତା ଠାରୁ ୧ କେଜି ୨୨୭…

ଗଛରେ ଝୁଲୁଥିବା ଅବସ୍ଥାରେ ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର : ଆତ୍ମହତ୍ୟା ସନ୍ଦେହ…

ମାଲକାନଗିରି : କାଲିମେଳା ଥାନା ଅନ୍ତର୍ଗତ ଗୁମ୍ଫାକୋଣ୍ଡା ପଞ୍ଚାୟତ କାନାଗୁଡା ଗ୍ରାମ କେନାଲ ନିକଟବର୍ତ୍ତୀ ଜଙ୍ଗଲ ଭିତରେ ଆଜି 2 ଜଣ ପୁଅ ଝିଅଙ୍କ ମୃତ ଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି l ପୁଅ ଝିଅ ଦୁଇଜଣ ପିନ୍ଧା ବେଲ୍ଟ ସାହାଯ୍ୟରେ ଗଚ୍ଛରେ ଝୁଲୁ ଥିବା ବେଳେ ମୃତ ଦେହ ଠାରୁ…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୩୨ ଜଣଙ୍କୁ ବାନ୍ଧିଲା ପୁଲିସ

ଯାଜପୁର: ବିଞ୍ଝାରପୁର ବ୍ଲକ୍‌ ବାଚ୍ଛଳ ପଞ୍ଚାୟତରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନ । ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବର୍ତ୍ତମାନ ସୁଦ୍ଧା ୩୨ ଜଣଙ୍କୁ ଉଠାଇ ନେଇଛି ବିଞ୍ଝାରପୁର ପୁଲିସ । ଏହା ପରେ ବାଛୋଳ ପଞ୍ଚାୟତରେ ପୁଲିସ ଫ୍ଲାଗ ମାର୍ଚ କରିଛି। ଆଜି ତୃତୀୟ…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଅପରାଧି ବିରୁଦ୍ଧରେ ଏନ୍ଏ‌ସ୍ଏ‌ ଲଗାଇବାକୁ ଦାବି କଲା କଂଗ୍ରେସ

ଭୁବନେଶ୍ୱର – ନିର୍ବାଚନରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅପରାଧ ପୃଷ୍ଠଭୂମି ଥିବା ଅପରାଧି ମାନଙ୍କୁ ପୋଲିସ ଆଗୁଆ ଗିରଫ କରି ହାଜତରେ ରଖିବା ଆବଶ୍ୟକ । କିନ୍ତୁ ବିଭିନ୍ନ ମାମଲା ଥିବା, ୱାରେଂଟ ଥିବା, ବିଗତ ନିର୍ବାଚନ ଗୁଡ଼ିକରେ ବୁଥ ରିଗିଂ କରିଥିବା ଓ ଶାନ୍ତିଭଙ୍ଗ କରିବାର ଆଶଙ୍କା…

ରଣପୁରରେ ଭୟଙ୍କର ଦୁର୍ଘଟଣା, ୩୦ ଫୁଟ ତଳକୁ ଖସିଲା କାର

ନୟାଗଡ/ରଣପୁର: ନୟାଗଡ ଜିଲ୍ଲା ରଣପୁରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ମଣିନାଗ ପାହାଡରୁ ଗୋଟିଏ କାର୍ ଖସିପଡିଛି। ପ୍ରାୟ ୩୦ ଫୁଟ ତଳକୁ କାର୍ ଟି ଖସିପଡିଛି। ଫଳରେ ଗୋଟିଏ ପରିବାରର ୫ ଗୁରୁତର ହୋଇପଡିଛନ୍ତି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ର ଏକ ପରିବାର ଏକ ବିବାହ…

ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ମାରି ଛଡେଇ ନେଲେ ଭୋଟବାକ୍ସ

ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ରବିବାର ଥିଲା ତୃତୀୟ ପର୍ଯ୍ୟାୟ ମତଦାନ। କୋହ୍ଲ ପଞ୍ଚାୟତର ୪ ନନମ୍ବର ବୁଥ୍‌ରେ ଉତ୍ତେଜନା ଦେଖାଦେଇଛି। ବାଲଟ ପେପର ଫୋଲ୍ଡିଂରେ ତ୍ରୁଟି ଯୋଗୁ ଚିହ୍ନ ଦେଖାଯାଉ ନ ଥିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ମତଦାନ କେନ୍ଦ୍ର ବନ୍ଦ କରି ଦେଇଥିଲେ। ଏପରିକି…

ତିହିଡ଼ିରେ ମହିଳାଙ୍କ ବୁଥ୍‌ ରାଗିଙ୍ଗ୍

ଚାନ୍ଦବାଲି: ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭଳି ତୃତୀୟ ପର୍ଯ୍ୟାୟରେ ମଧ୍ୟ ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ଓ ହିଂସାକାଣ୍ଡ ଘଟିଛି। ଅନେକ ସ୍ଥାନରେ ରିଗିଂ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି। ଆଉ ତା' ଭିତରେ ଭଦ୍ରକ ଜିଲ୍ଲା ତିହିଡ଼ିରୁ ଯେଉଁ ଚିତ୍ର ଆସିଛି, ତାହା ସମସ୍ତଙ୍କୁ…

କଲଭେଟ ନିକଟରୁ ଜୀବନ୍ତ ଟିଫିନ୍ ବୋମା ଜବତ

କଲ୍ୟାଣସିଂହପୁର: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ମତଦାନ ଅବସରରେ ରାୟଗଡ଼ା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। କଲ୍ୟାଣସିଂହପୁରଠାରୁ ପାରସାଲି ଯିବା ରାସ୍ତାରେ ନିୟମଗିରି ପାହାଡ଼ ତଳ ଏକ କଲଭେଟ ନିକଟ ପଥର ଗଦାରୁ ଜୀବନ୍ତ ଟିଫିନ୍ ବୋମା ଜବତ ହୋଇଛି। ମାଓବାଦୀ ପୁଲିସକୁ କରିଥିବା…

ରାଜନଗରରେ ପୋଲିସକୁ ପିଟିଲେ ଲୋକେ

ରାଜନଗର: ଆଜି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରଠାରେ ଦେଖା ଦେଇଛି ନିର୍ବାଚନୀ ହିଂସା। ରାଜନଗର ଡେରା ପଞ୍ଚାୟତର ତିନି ନମ୍ବର ବୁଥରେ ଏଜେଣ୍ଟ ପ୍ରଭାକର ପରିଡାଙ୍କ ଅନଲାଇନରେ ନାମ ରହିଥିବା ବେଳେ ଭୋଟର ଲିଷ୍ଟରେ ନାମ…

ପଞ୍ଚାୟତ ନିର୍ବାଚନ ହିଂସା: ଯାଜପୁରରେ ୩ ସାମ୍ବାଦିକଙ୍କୁ ଆକ୍ରମଣ

ଯାଜପୁର: ମତଦାନ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ଜଣାଯାଇଛି । ଖବର ସଂଗ୍ରହ କରୁଥିବାବେଳ ୩ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି । ବିଞ୍ଝାରପୁର ବାଛଳ ପଞ୍ଚାୟତରେ ୨ ନଂ ବୁଥ ନିକଟରେ ଏହି ଆକ୍ରମଣ କରାଯାଇଛି । ବୁଥ ରିଗିଂ ଉଦ୍ୟମ ବେଳେ ଖବର ସଂଗ୍ରହ…