Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଡକାୟତି ଯୋଜନା ପଣ୍ଡ,୩ଦୁର୍ଦାନ୍ତ ଅପରାଧୀ ଗିରଫ…
ବନ୍ଧୁକ ସହ ଜୀବନ୍ତ ୨ ବୋମା ଓ ମାରଣା ଅସ୍ତ୍ର ଜବତ...
କାର୍ ଭିତରୁ ୩୦ ଲକ୍ଷ ଜବତ
ମାଲକାନଗିରି : କାର୍ ଭିତରୁ ୩୦ ଲକ୍ଷ ଟଙ୍କା ଜବତ । ମାଲକାନଗିରି ଛତିଶଗଡ଼ ସୀମାରୁ ୩୦ ଲକ୍ଷ ଟଙ୍କା ଜବତ ହୋଇଛି । ଛତିଶଗଡ଼ରୁ ଆସୁଥିବାବେଳେ ଚାଲାଣଗୁଡ଼ାରୁ କାର୍ ସହ ଟଙ୍କା ଜବତ କରାଯାଇଛି । ଛତିଶଗଡ଼ରୁ ମାଲକାନଗିରି ଆସୁଥିଲା ଟଙ୍କା । କାରରେ ବସିଥିବା ଜଣେ ବ୍ୟକ୍ତି ଓ ଡ୍ରାଇଭରକୁ ପଚରା!-->…
ସ୍କୁଲରେ ମଦ ପିଇ ପଡି ରହିଲେ ଶିକ୍ଷକ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ବଲାଙ୍ଗୀର: ସ୍କୁଲରେ ମଦ ପିଇ ମାତାଲ ଅବସ୍ଥାରେ ପଡିରହିଲେ ଶିକ୍ଷକ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଅନ୍ତର୍ଗତ ଟେଙ୍ଗେରାପଥର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ବିଦ୍ୟାଳୟରେ ଶିକ୍ଷକ ମଦ ପିଇ ମାତାଲ ହୋଇଥିବା ଭିଡିଓ ଏବେ!-->…
ଏସସିବି ରୁ ଧରା ହେଲେ ରକ୍ତ ଦଲାଲ, ଚାରି ଗିରଫ
କଟକ : ରକ୍ତ ସଙ୍କଟ ବେଳେ ମାତିଛନ୍ତି ରକ୍ତ ଦଲାଲ । ଧରା ହେଲେ ରକ୍ତ ଦଲାଲ । ଏସ ସି ବି ମେଡିକାଲ କଲେଜରୁ ଚାରି ଜଣ ଦଲାଲଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ । କେନ୍ଦ୍ରୀୟ ରକ୍ତ ଭଣ୍ଡାରରୁ ରକ୍ତ ଆଣି ଅଧିକ ଟଙ୍କାରେ ବିକ୍ରି କରୁଥିଲେ ଅଭିଯୁକ୍ତ ।
ଏକ ୟୁନିଟ ରକ୍ତ!-->!-->!-->…
ତାଳଚେରରେ ବିପୁଳ ପରିମାଣର ଧଳାଜହର ଜବତ, ଦୁଇ ଗିରଫ
ଭୁବନେଶ୍ବର: ଅନୁଗୁଳ ପୁଲିସର ସହାୟତାରେ ଭୁବନେଶ୍ବର ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍ଟିଏଫ୍) ତାଳଚେର ଅଞ୍ଚଳରୁ ସୋମବାର ପୂର୍ବାହ୍ଣରେ ବିପୁଳ ପରିମାଣର ଧଳାଜହର ଜବତ କରିଛି। ଏହି ବେଆଇନ୍ କାରବାରରେ ସଂପୃକ୍ତ ଦୁଇ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ!-->…
ଅସଲି ପୋଲିସ ପଞ୍ଝାରେ ନକଲି ପୋଲିସ ଗ୍ୟାଙ୍ଗ୍
ଭୁବନେଶ୍ୱର : କମିଶନରେଟ ପୋଲିସ ହାତରେ ନକଲି ପୋଲିସ ଗ୍ୟାଙ୍ଗ । ପୋଲିସ ପୋଷାକ ପିନ୍ଧି ବିଭିନ୍ନ ଅପରାଧରେ ସାମିଲ ଥିଲା ଗ୍ୟାଙ୍ଗ । ୭ ଜଣିଆ ନକଲି ପୋଲିସ ଗ୍ୟାଙ୍ଗକୁ ଅଟକ ରଖିଛି ସ୍ପେଶାଲ ସ୍କ୍ୱାର୍ଡ । ଗିରଫ ୭ ଅଭିଯୁକ୍ତଙ୍କ ଘର ମଧ୍ୟପ୍ରଦେଶ ବୋଲି ଜାଣିବାକୁ!-->…
ଅଶାନ୍ତ ଗଞ୍ଜାମ : ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ,ବୁଲିଲା ଖଣ୍ଡା…
ହିଞ୍ଜିଳିକାଟୁ ୨୨!୪ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୪ର ଓ ୱାର୍ଡ ନଂ ୧୯ ର ଶାନ୍ତି ଭୁଷଣ ମାର୍ଗ ର ବାସିନ୍ଦା ଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ଏହି ଗୋଷ୍ଠୀ ସଂଘର୍ଷରେ ଗୋଟିଏ ଗୋଷ୍ଠୀର କିଛି ଲୋକ!-->…
ନିର୍ବାଚନୀ ହିଂସା..! :ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅଞ୍ଚଳ ରେ ମୁଣ୍ଡ ଗଡ଼ିଲା…
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଲିଆସରା ଷଣ୍ଢମରା ଗ୍ରାମ ରାସ୍ତାରେ ଯୁବକଙ୍କୁ ଖଣ୍ଡାରେ ହାଣି ନିର୍ମମ ଭାବରେ ହତ୍ୟା କରାଯାଇଛି l ମୃତକ ବାଲ୍ୟାସରା ଗ୍ରାମର ଗଣେଶ ନାୟକ ହେଇଥିବା ସୂଚନା । ହତ୍ୟା କାଣ୍ଡର କାରଣ ଅସ୍ପଷ୍ଠ ରହିଥିବା ବେଳେ ଗଣେଷ ନିଜ ବାଇକ ଯୋଗେ!-->!-->!-->…
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ହାଇସ୍କୁଲର ପ୍ରଧାନ ଶିକ୍ଷକ
ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନ ଶିକ୍ଷକ। ବରଗଡ଼ କୁସନପୁରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବାଳମୁକୁନ୍ଦ ପ୍ରଧାନ ଏସ୍ଏଚ୍ଜି ଫାଇଲ୍ ରିଲିଜ୍ ପାଇଁ ୧୪ ହଜାର ଲାଞ୍ଚ ନେଉଥିଲେ। ଏହି ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗରେ ଗିରଫ ହେଲେ ପ୍ରଧାନଶିକ୍ଷକ।
!-->!-->!-->…
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପ ମୃତ, ପୁଅ ଗୁରୁତର
ବ୍ରହ୍ମପୁର : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପାର ମୃତ୍ୟୁ, ପୁଅ ଗୁରୁତର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡା ଗାଁରେ ଜମିରେ କାମ କରୁଥିବା ବେଳେ ବିଦ୍ୟୁତ୍ ତାର ଲାଗି ଏଭଳି ଅଘଟଣ ଘଟିଛି । ସେମାନଙ୍କୁ ପ୍ରଥମେ ଆଡପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର!-->…