Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ବ୍ରହ୍ମପୁରରେ ମସଲା ଅପମିଶ୍ରଣ କାରଖାନା ଠାବ, ମାଲିକ ଅଟକ
ବ୍ରହ୍ମପୁର: ବଡ଼ ବଜାର ଥାନା ଅନ୍ତର୍ଗତ ବ୍ରଜରାଜନଗରରେ ଥିବା ଏକ ଅପମିଶ୍ରିତ ମସଲା କାରଖାନା ଉପରେ ପୁଲିସ ଚଢ଼ାଉ କରି ବନ୍ଦ କରିଦେଇଛି। ବ୍ରଜରାଜନଗରର ଚାରି ନମ୍ବର ଗଳିରେ ଥିବା ଏକ ଘରେ ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ଭଳି ଅପମିଶ୍ରିତ ମସଲା ପ୍ରସ୍ତୁତ ହେଉଥିବା ନେଇ ପୁଲିସକୁ ସୂଚନା!-->…
ପିଇଓଙ୍କଠାରୁ ୪.୬୪ ଲକ୍ଷ ଟଙ୍କା ଲୁଟ୍
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥର ଦନ୍ଦରା ନିକଟରେ ବଙ୍ଗୋମୁଣ୍ଡା ପଞ୍ଚାୟତର ପିଇଓ ସତ୍ୟ କୁମାର ଘିଭେଲାଙ୍କଠାରୁ ୪ ଲକ୍ଷ ୬୪ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ପିଇଓ ସତ୍ୟ କୁମାର ଘିଭେଲା ଓ ତାଙ୍କର ଜଣେ ସହଯୋଗୀ ଆଜି!-->!-->!-->…
ବାଲିପାଟଣା ଅକ୍ଷୟ ମାଝୀ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ
ଭୁବନେଶ୍ଵର: ବାଲିପାଟଣା ଥାନା ନୂଆସାହି ବଜାର ନିକଟରେ ଅକ୍ଷୟ ମାଝୀ ହତ୍ୟାକାଣ୍ଡ ଘଟଣା । ପୂର୍ବ ଶତୃତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା । ମୁଖ୍ୟ ଅଭିଯୁକ୍ତ ଦିଲୁ ଭୋଇକୁ ବାନ୍ଧିଲା ବାଲିପାଟଣା ପୋଲିସ । ଗତକାଲି ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଭୁବନେଶ୍ଵର ଡିସିପି ପ୍ରତୀକ ସିଂ ।
!-->!-->!-->…
ଏନକାଉଣ୍ଟରରେ ୪ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ
ମାଲକାନଗିରି: ଟଳିଲେ ୪ ହାର୍ଡକୋର ମାଓବାଦୀ । ଛତିଶଗଡ଼ ଗଡ଼ଚିରଲୀ ପୋଲିସକୁ ସଫଳତା । କୋଲାମାରକା ଜଙ୍ଗଲରେ ପୋଲିସ୍ – ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ୍ ଏନକାଉଣ୍ଟରରେ ୪ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଆଉ କେହି ମୃତହାହତ ହୋଇଥିବା ଆଶଙ୍କାରେ ଘଟଣାସ୍ଥଳରେ!-->…
ପୁରୀରେ ପିଲା ଚୋରୀ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼
ପୁରୀ: ପୁରୀରେ ମାତିଛନ୍ତି ପିଲାଚୋର । ପିଲାଚୋରୀ ସନ୍ଦେହରେ ୩ ଜଣ ଯୁବକଙ୍କୁ ସ୍ଥାନୀୟ ଲୋକ ନିସ୍ତୁକ ମାଡ଼ ମାରି ଲହୁଲହାଣ କରିଛନ୍ତି । ପିଲା ଚୋର ସନ୍ଦେହରେ ଏହି ଯୁବକମାନେ ଗାଁରେ ପଶିଥିବା ଭାବି ଗାଁ ଲୋକେ ନିସ୍ତୁକ ମାଡ଼ ମାରିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି ।
ଖବର!-->!-->!-->…
ୱାର୍ଡମେମ୍ବର ହତ୍ୟାକାଣ୍ଡର ପର୍ଦ୍ଦାଫାଶ :ଗୁଣିଗାରେଡ଼ି ସନ୍ଦେହରେ କରିଥିଲେ ହତ୍ୟା…
ମାଓବାଦୀଙ୍କ ସନ୍ଦେହ ରୁ ହଟିଲା ପରଦା...
ଫୁଲବାଣୀ: ଆଜି ବି ଗ୍ରାମାଞ୍ଚଳରେ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ରହିଛି l ପୂର୍ବତନ ୱାର୍ଡମେମ୍ବର ଦମ୍ପତିଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ l ଏ ନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସ୍ପି ଶୁଭେନ୍ଦୁ କୁମାର!-->!-->!-->!-->!-->…
ଇଞ୍ଜିନିୟର ଛାତ୍ରଙ୍କୁ ମାଡ ମାରି ଜଣେ ଗିରଫ
ଭୁବନେଶ୍ବର: ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରଙ୍କୁ ମାଡ ମାରିବା ଅଭିଯୋଗରେ ଜଣଙ୍କୁ ଗିରଫ । ଏଭଳି ଘଟଣା ଘଟିଛି ତମାଣ୍ଡୋ ଥାନା ଅଧୀନ ଡିଏନ ରେଗାଲିଆ ମଲ୍ ନିକଟରେ । ଗିରଫ ଅଭିଯିକ୍ତ ଜଣକ ହେଲା ବିଜୟ ପାଟଶାଣୀ (୧୯) ।
ସୂଚନାଯୋଗ୍ୟ, ଅଭିଯୋଗକାରୀ ଭବାନୀ ଶଙ୍କର ସାହୁ ଏକ ଘରୋଇ!-->!-->!-->…
ଭାଉଜକୁ ଏକତରଫା ପ୍ରେମରୁ ବୀଭତ୍ସ ହତ୍ୟାକାଣ୍ଡ; ପିଟି ପିଟି ଭାଇର ଜୀବନ ନେଲା ଭାଇ
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ମଝିହରା ମହଲା ସାହିରେ ପ୍ରେମକୁ ନେଇ ହତ୍ୟାକାଣ୍ଡ। ଭାଉଜଙ୍କୁ ଏକ ତରଫା ପ୍ରେମ କରିବା ପଡିଲା ମହଙ୍ଗା। ନିଜ ସ୍ତ୍ରୀ ନିକଟକୁ ଆସୁଥିବା ଅଶ୍ଳୀଳ ମେସେଜକୁ ବିରୋଧ କରିବା ନେଇ ହେଲା ଝଗଡ଼ା। ଏହାପରେ ରାସ୍ତାରେ ଗୋଡ଼ାଇ!-->…
ଉଲିବୁରୁ ଖଣି ଦୁର୍ନୀତି ମାମଲା, ଗୁପ୍ତା ବ୍ରଦର୍ସଙ୍କୁ ଇଡି ଟିମ ର ଜେରା
ଭୁବନେଶ୍ବର: ଉଲିବୁରୁ ଖଣି ଦୁର୍ନୀତି ମାମଲା ଘାଣ୍ଟୁଛି ଇଡି। ଦୁଇ ଭାଇ ଦୀପକ ଗୁପ୍ତା ଓ ଚାମ୍ପକ ଗୁପ୍ତାଙ୍କୁ ମାରାଥନ ଜେରା କରୁଛି ଇଡି ଟିମ। ୧୮ ଶହ କୋଟି ଦୁର୍ନୀତି ମାମଲାର ଖୋଳତାଡ଼ କରୁଛି ଇଡିର ଏକ ସ୍ବତନ୍ତ୍ର ଟିମ୍। ଦୁଇ ସପ୍ତାହ ତଳେ ଏହି ଲିଙ୍କ୍ ରେ କୋଲକାତା ଏବଂ ଓଡ଼ିଶାର ୧୨ ଟି!-->…
ଜେଲ ମଧ୍ୟରେ ଦୁଇ ଗୋଷ୍ଠୀ ମୁହାଁ ମୁହିଁ, ୭ ଜଣଙ୍କ ନାଁରେ ମାମଲା
ଖୋର୍ଦ୍ଧା: ଜେଲ ଭିତରୁ ମୋବାଇଲ ମିଳିବା ଘଟଣା ପରେ ଆସାମୀଙ୍କ ଭିତରେ କୁହୁଳୁଛି ଅଶାନ୍ତି। ଗତକାଲି ଖୋର୍ଦ୍ଧା ଜେଲରେ ଅପରାଧୀ ଗୋଷ୍ଠୀ ଜଣେ ଅନ୍ତବାସୀଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ କରିଛନ୍ତି ସଙ୍ଘ ବଦ୍ଧ ଆକ୍ରମଣ । ଏନେଇ ଖୋର୍ଦ୍ଧା ଟାଉନ ଥାନାରେ 7 ଜଣଙ୍କ ନାଁରେ ମାନଲା ରୁଜୁ!-->…