Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରେ ଟେଣ୍ଡର ଫିକ୍ସିଂ : 5T ର ସ୍ୱଚ୍ଛତା କୁ ନେଇ ଉଠୁଛି ପ୍ରଶ୍ନ..?
ଟେଣ୍ଡର ଓପେନିଂ ପୂର୍ବରୁ ଠିକାଦାର ଙ୍କ ନା ଭାଇରାଲ..!
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରେ ଗତ ୧୯/୦୨/୨୪ତାରିଖରେ ଅତିରିକ୍ତ ଶ୍ରେଣୀ ଗୃହ ଓ ଅନ୍ୟାନ୍ୟ କାଯ୍ୟ ପାଇଁ ବିଭିନ୍ନ ମୂଲ୍ୟ ର ୧୮ ଟି କାଯ୍ୟର ଟେଣ୍ଡର ଆହ୍ବାନ କରାଯାଇ ଥିଲା। ଯାହାର ଗତ କାଲି!-->!-->!-->!-->!-->…
ମାଲିକାଣିଙ୍କୁ ହତ୍ୟା କରି ଗିରଫ ହେଲା କାଠମିସ୍ତ୍ରୀ
ଭୁବନେଶ୍ବର: ଏକତରଫା ପ୍ରେମର କରୁଣ ପରିଣତି। ପ୍ରେମ ନେଲା ମାଲିକାଣୀର ଜୀବନ। ଗିରଫ ହେଲା ହତ୍ୟାକାରୀ କାଠମିସ୍ତ୍ରୀ। ମୃତ ମହିଳାଙ୍କ ସ୍ୱାମୀଙ୍କ ଦୋକାନରେ କାମ କରୁଥିଲା ଅଭିଯୁକ୍ତ ନନ୍ଦ କିଶୋର ଓଝା। ଏକତରଫା ପ୍ରେମ କରି ବିଫଳ ହେବାରୁ ମଙ୍ଗଳାବାର ସନ୍ଧ୍ୟାରେ ମହିଳାଙ୍କୁ ହତ୍ୟା!-->…
ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ଜମି ପଟ୍ଟା ପାଇଁ ନେଉଥିଲେ ଲାଞ୍ଚ
ଗଞ୍ଜାମ: ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ତହସିଲର ରାଜସ୍ବ ନିରୀକ୍ଷକ ପ୍ରମୋଦ କୁମାର ବେହେରା । ଏହି ଘଟଣାରେ ବିଦ୍ୟାଧର ପ୍ରଧାନ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କର!-->…
ବସ୍ ଭଡ଼ା ପାଇଁ ୧୫ ଶହ ଟଙ୍କା ଦେଇ ଲୁଟି ନେଲେ ୯୦ ହଜାର ଟଙ୍କା
ଢେଙ୍କାନାଳ: ଦିନିକୁ ଦିନ ବଢିଚାଲିଛି ଲୁଟପାଟ୍। କେହି ଘରେ ପଶି ଲୁଟୁଛନ୍ତି ତ ଆଉ କିଛି ଲୋକଙ୍କୁ ନିଶା ଦେଇ ଲୁଟୁଛନ୍ତି ଲୁଟେରା। ଢେଙ୍କାନାଳରେ ଏପରି କିଛି ଦୃଶ୍ୟ ସାମ୍ନାକୁ ଆସିଛି। ବସ୍ ଭଡ଼ା ପାଇଁ ୧୫ ଶହ ଟଙ୍କା ଦେଇଥିଲେ ଆଡ଼ଭାନ୍ସ। ଆଉ ତା ପରେ ନିଶା ଦେଉ ଲୁଟିନେଲେ ୯୦ ହଜାର!-->…
ଭୁବନେଶ୍ବର ସପ୍ତମ ବାଟାଲିୟନରୁ ବନ୍ଧୁକ ଚୋରି
ଭୁବନେଶ୍ବର : ଭୁବନେଶ୍ବର ସପ୍ତମ ବାଟାଲିୟନରୁ ବନ୍ଧୁକ ଚୋରି। ରାଷ୍ଟ୍ରପତିଙ୍କ ଡ୍ଯୁଟିରେ ଆସିଥିବା ଯବାନଙ୍କ ବନ୍ଧୁକ ଓ ଗୁଳି ଚୋରି ହୋଇଥିବା ଅଭିଯୋଗ ହୋଇଛି । INSAS ରାଇଫଲ ଚୋରି ନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଛନ୍ତି ଅଷ୍ଟମ IR ବାଟାଲିୟନର ସବ ଇନିସପେକ୍ଟର ପି .ଲଛମେୟା ।!-->…
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଝି ରାସ୍ତାରେ ମରଣାନ୍ତକ ଆକ୍ରମଣ, ଦୁଇ ଅଭିଯୁକ୍ତ ଗିରଫ
ଭୁବନେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଝି ରାସ୍ତାରେ ମରଣାନ୍ତକ ଆକ୍ରମଣ। ଏପରି ଘଟଣା ଘଟିଛି ଜାଗମରା ନୂଆ ରାସ୍ତାରେ। ସୂଚନା ଅନୁସାରେ ବିଶ୍ୱବିଜୟ ସିଂହ ଏବଂ ତାଙ୍କର ବନ୍ଧୁମାନେ ମିଶି ଆଇଟିଆର ଫୁଡ଼ କୋର୍ଟରୁ ଘରକୁ ଫେରୁଥିବା ବେଳେ କିଛି ଯୁବକ ସେମାନଙ୍କ ଉପରେ ଆକ୍ରମଣ!-->…
ଏସଟିଏଫ କବଜାରେ ବାଘ ଛାଲ ବେପାରୀ
ଫୁଲବାଣୀ: ଏସଟିଏଫକୁ ବଡ଼ ସଫଳତା । କନ୍ଧମାଳର ଫିରଙ୍ଗିଆ ଥାନା ମଣିପଦର ଗାଁରୁ ଚିତା ବାଘ ଛାଲ ଜବତ କରିଛି ଏସଟିଏଫ । ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ହେଲା କନ୍ଧମାଳ କୁରକନପଲ୍ଲୀର ବିଲରାସେନ କହଁର । ରେଡ୍ ବେଳେ ନଗଦ ୫ ହଜାର ୫ଶହ ଟଙ୍କା ସହ ମାରଣାସ୍ତ୍ର ଜବତ କରିଛି!-->…
ଭିଜିଲାନ୍ସ ଜାଲରେ ଆଗଲପୁର ତହସିଲର ଅମିନ
ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଆଗଲପୁର ତହସିଲର ସେଟେଲମେଣ୍ଟ ଅମିନ । ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲର ସେଟେଲମେଣ୍ଟ ଅମିନ ସଦାନନ୍ଦ ସାହୁ ଜଣେ ବ୍ୟକ୍ତିଙ୍କୁ ଜମି ପଟ୍ଟା ପ୍ରଦାନ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ, କାବୁ କଲା ଭିଜିଲାନ୍ସ ।
ଖବର ଅନୁଯାୟୀ, ଜମି ପଟ୍ଟା!-->!-->!-->…
୨୧ ଟନ ଗୋମାଂସ ବୋଝେଇ କଣ୍ଟେନର ଜବତ…
ଛତ୍ରପୁର : ଛତ୍ରପୁର ଉଜ୍ଜଳେଶ୍ୱରୀ ମନ୍ଦିର ନିକଟ ଜାତୀୟ ରାଜପଥ ଠାରେ ଏକ ଗୋ ମାଂସ ବୋଝେଇ କଣ୍ଟେନରକୁ ଛତ୍ରପୁର ଥାନା ପୁଲିସ ଜବତ କରିଛି l କୌଣସି ସୂତ୍ରରୁ ଛତ୍ରପୁର ବଜରଙ୍ଗ ଦଳ ସୋମବାର ପୂର୍ବାହ୍ନରେ କଟକରୁ ହାଇଦ୍ରାବାଦ ଅଭିମୁଖେ ଜାଉଥିବା ଜିଜେ୧୮ ବିଭି ୦୪୯୧ ନଂ ଏକ କଣ୍ଟେନର!-->!-->!-->…
ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ : ପୋଲିସ ଗିରଫ କରି କଲା କୋର୍ଟ ଚାଲାଣ…
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନରେ ଥିବା ଜଳଙ୍ଗବିରା ପଞ୍ଚାୟତ ଘୁଟୁଟଳି ବସ୍ତିରେ ଘରୋଇ କଳିକୁ କେନ୍ଦ୍ର କରି ଗତ କାଲି ରାତ୍ରରେ ବାଡ଼ିରେ ପିଟିପିଟି ସ୍ତ୍ରୀକୁ ହତ୍ୟା କରିଛି ସ୍ଵାମୀ ! ମୃତକ ଜଣକ ହେଲେ ଫୁଲମଣି ସୋରେଙ୍ଗ ! ପୋଲିସ ହତ୍ୟାକାରୀ!-->!-->!-->!-->!-->…