ତୁର୍କୀ କରୁଛି ବଡ ଯୋଜନା, ଇସ୍ରାଏଲର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସମ୍ପ୍ରତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ନୋବେଲ୍ ପୁରସ୍କାର ପାଇଁ ପଠାଇଛନ୍ତି, କିନ୍ତୁ ଏହି ସମୟ ମଧ୍ୟରେ ଟ୍ରମ୍ପ ସମସ୍ୟାରେ ପଡ଼ିଥିବା ପରି ମନେ

ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବଙ୍କର ଠାବ, ବିପୁଳ ବିସ୍ଫୋରକ ଜବତ

ରାଉରକେଲା : ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବଙ୍କର । ସର୍ଚ୍ଚ ଅପରେସନ ବେଳେ ୫ ବଙ୍କର ଠାବ ହୋଇଛି । ସରଣ୍ଡାରେ ମାଓବାଦୀ ବଙ୍କର ଭିତରେ ଗୋଳାବାରୁଦ ଗଛିତ ରଖିଥିବା ଗୁପ୍ତ ସୂଚନା ପାଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ସିଆରପିଏଫ ୨୦୯ ବାଟାଲିଅନର କୋବ୍ରା

ଓଡ଼ିଶା ଆସୁଛନ୍ତି ମହାମହିମ; କମିଶନରେଟ୍ ପୋଲିସର ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ବର: ଆସନ୍ତା ୧୪ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କ ଦୁଇ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏନେଇ ଜୋରଦାର ଚାଲିଛି ପ୍ରସ୍ତୁତି । ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ୧୪ ତାରିଖ ଅପରାହ୍ନରେ

ୟୁକ୍ରେନ ଉପରେ ରୁଷର ବଡ଼ ଆକ୍ରମଣ

କିବ୍ : ୟୁକ୍ରେନ ଉପରେ ରୁଷ ପକ୍ଷରୁ ଏକ ବଡ଼ ଆକ୍ରମଣ କରାଯାଇଛି । ଏଥିରେ ୟୁକ୍ରେନର ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ୟୁକ୍ରେନୀୟ ବାୟୁସେନା କହିଛି । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ଶୁକ୍ରବାର ରାତିରେ ରୁଷ ୟୁକ୍ରେନ ଉପରେ ୫୯୭ଟି ଡ୍ରୋନ୍ ଏବଂ ୨୬ଟି

ଆଉ ନିର୍ବାଚନ ଲଢ଼ିବିନି, ଯୁବ ପିଢ଼ିକୁ ବାଟ ଛାଡ଼ିବି: ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ

ସମ୍ବଲପୁର : ସମ୍ବଲପୁରରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ । ରୋଜଗାର ମେଳାରେ ଯୋଗ ଦେବା ପାଇଁ ପହଞ୍ଚିଛନ୍ତି ଜୁଏଲ ଓରାମ । ଏହି ଅବସରରେ ଜୁଏଲ କହିଥିଲେ ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ । ଯୁବ ପିଢ଼ିକୁ ବାଟ ଛାଡ଼ିବି । ସୂଚନା ଅନୁସାରେ ନିଜ ରାଜନୈତିକ

ଏକ୍ସ ସିଆରସିସି ତୁଲାଉଛନ୍ତି ବିଏଲଓ ସୁପର ଭାଇଜର ଦାଇତ୍ଵ ବାଧା ପ୍ରାପ୍ତ ହେଉଛି ଦୂରଦୂରାନ୍ତର ସ୍କୁଲରେ ଶିକ୍ଷାଦାନ

ମାଲକାନଗିରି : ଶିକ୍ଷକମାନଙ୍କୁ ଶିକ୍ଷା ଦାନ ସହ ବିଭିନ୍ନ ଦାୟିତ୍ଵ ଦିଆଯାଉଥିବା ବେଳେ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ ଭଳି ଗୁରୁତ୍ଵପୂର୍ଣ ଦାୟିତ୍ଵରେ ମଧ୍ୟ ଅନେକ ଶିକ୍ଷକମାନଙ୍କୁ ଅତିରିକ୍ତ ଦାୟିତ୍ଵ ଦିଆଯାଇଥାଏ । ଏପରିକି ଅନେକ ସ୍ଥାନରେ ଶିକ୍ଷକମାନଙ୍କୁ ବୁଥ ଲେବଲ ଅଫିସର ଭାବେ

ସେପ୍ଟେମ୍ବର ୨୫ କିମ୍ବା ୨୬ରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଉଚ୍ଚଶିକ୍ଷା‌ ବିଭାଗର ଯୋଜନା

ଭୁବନେଶ୍ବର: ଖୁବଶୀଘ୍ର ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଏନେଇ ଛାତ୍ର ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଜାରି ରହିଥିବା ବେଳେ ଏନେଇ ଏକ ତାରିଖ ସାମ୍ନାକୁ ଆସିଛି । କୁହାଯାଉଛି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଗାମୀ ସେପ୍ଟେମ୍ବର ୨୫ କିମ୍ବା ୨୬ରେ ଛାତ୍ର ସଂସଦ ନିର୍ବାଚନ କରିବାକୁ

ଜୈଶ-ଲସ୍କରର ଯୋଜନାର ଖୁଲାସା, ନେପାଳ ଦେଇ ଆତଙ୍କୀ ଅନୁପ୍ରବେଶ କରିବାକୁ ପାକିସ୍ତାନର ପ୍ଲାନ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ପୁଣି ଥରେ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଏନେଇ ଚେତାବନୀ ଦେଇଛନ୍ତି ନେପାଳର ଜଣେ ଶୀର୍ଷ ଅଧିକାରୀ। ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବା ଭଳି ଆତଙ୍କବାଦୀ ଗୋଷ୍ଠୀ ଭାରତ ଉପରେ

ଚାକିରି ଦେବା ନାଁରେ ଠକେଇ, ନେଇଗଲେ ୧ଲକ୍ଷ ୫ ହଜାର ଟଙ୍କା

ବାଲେଶ୍ଵର : ବାଲେଶ୍ଵର ଫକୀରମୋହନ ମେଡିକାଲ କଲେଜ୍ ଏବଂ ହସ୍ପିଟାଲ୍ ରେ ଚାକିରି ଦେବା ନାଁରେ ଠକେଇ । ଚାକିରି କରାଇ ଦେବାକୁ କହି ୬୦ ହଜାର ଓ ଜାଲ ନିଯୁକ୍ତିପତ୍ର ଦେଇ ନେଇଗଲେ ୧ଲକ୍ଷ ୫ ହଜାର ଟଙ୍କା । ଏଭଳି ଦୁଇ ଦୁଇଟି ଘଟଣା ଏବେ ସାମ୍ନାକୁ ଆସିଥିବା ବେଳେ ଏହି ରାକେଟରେ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ମଚାରୀସଙ୍ଘର ୫୨ତମ ବାର୍ଷିକ ଅଧିବେଶନ

ଗୋପାଳପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ସଙ୍ଘର ୫୨ତମ ବାର୍ଷିକ ଅଧିବେଶନ ଓ ନୂତନ ବର୍ଷ ପାଇଁ କର୍ମକର୍ତ୍ତା ଚୟନ ହୋଇସାରିଛି l ସଭାପତି ଡ ମିହିର କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା l ସରକାରୀ ଏନ.