ଶିକ୍ଷକ ପଦୋନ୍ନତିରେ ଓଟିଇଟିକୁ ପ୍ରତ୍ୟାହାର ସକାଶେ ଦାବିପତ୍ର ପ୍ରଦାନ

ହିଞ୍ଜିଳିକାଟୁ : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିଠିି ସଂଖ୍ୟା -୧୨୬୩୭/୦୩.୦୫.୨୦୨୫ ପ୍ରକାରେ ଶିକ୍ଷକ ମାନଙ୍କ ଲେବୁଲ ୧ରୁ ୨କୁ ପଦୋନ୍ନତି ସକାଶେ ଓଟିଇଟି ବାଧ୍ୟତାମୂଳକ କରାଯାଇଛି । ଗତ ୧୧.୦୨.୨୦୧୧ରିଖ ପୂର୍ବରୁ ଯେଉଁ ଶିକ୍ଷକ ମାନେ ଓଟିଇଟି ପାସ୍ କରିନାହାନ୍ତି

ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା : ଲବକୁଶ ଜନ୍ମ ଓ ଇନ୍ଦ୍ରଜିତ ବଧରେ ଅସ୍ଥାୟୀ ମଣ୍ଡପ ଦୁଲକିଲା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ର ଗୁରୁବାର ୨୪ ଦିନରେ ମା 'ଙ୍କ ବିଶ୍ରାମ ଦିବସ ଥିବାରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା

ଆର୍ଯ୍ୟପଲ୍ଲୀରେ ପ୍ରସାଶନିକ ଡେଙ୍ଗୁ ସଚେତନତା

ଛତ୍ରପୁର : ଆଜି ପ୍ରଶାସନିକ କ୍ଷେତ୍ର ରେ ଡେଙ୍ଗୁ ନିରାକରଣ ନିମନ୍ତେ ଅଣ୍ଟା ଭିଡିଛନ୍ତି ସ୍ବାସ୍ଥ୍ୟ ବିଭାଗ ସହ ଅନ୍ୟ ବିଭିନ୍ନ ବିଭାଗ। ଆର୍ଯ୍ୟପଲ୍ଲୀ ଗ୍ରାମ ରେ କିଛି ଦିନ ହେବ ଡେଙ୍ଗୁ ଜ୍ଵର ର ଲକ୍ଷଣ ପରିଲକ୍ଷିତ ହେବା ସକାଶେ ମୁନିଶିପେଣ୍ଠ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡ଼ା ସ୍ଵାଧୀନ

୩ମାସ ଭିତରେ ଓଡ଼ଗାଁ ରେ ଏନଏସି ନିର୍ବାଚନ..!

ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଏନଏସି ରେ ସବୁ କଳ୍ପନାଜଳ୍ପନା ର ଅନ୍ତ ଘଟି ଆସନ୍ତା ୩ମାସ ମଧ୍ୟରେ ନିର୍ବାଚନ ହେବାକୁ ବାଟ ଫିଟିଛି।ଏହାକୁ ନେଇ ଆସନ୍ତା ସପ୍ତାହରେ ଆଚରଣ ବିଧି ଲାଗୁ ହେବ ବୋଲି ଏନଏସି ପକ୍ଷରୁ ସୂଚନା ଦିଆଯାଇଛି।ଓଡ଼ଗାଁ ଏନଏସି ଘୋଷଣାକୁ ୮ ବର୍ଷ ବିତଯାଇଥିଲେ ମଧ୍ୟ

ପ୍ରାକ୍ତନ ଛାତ୍ର ଭାବରେ ରାଜସ୍ବମନ୍ତ୍ରୀଙ୍କ ବିଦ୍ୟାଳୟ ପରିଦର୍ଶନ

ସୁନ୍ଦରଗଡ : ସୁନ୍ଦରଗଡ ଗସ୍ତର ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ପହଞ୍ଚିଥିଲେ ଭବାନୀ ଶଙ୍କର ସରକାରୀ ଉଚ୍ଚ ବିଦ୍ୟାଳୟ ଏକ ପୁରାତନ ଛାତ୍ର ଭାବରେ।ସେଠାରେ ପହଞ୍ଚିଲା ପରେ ମନେ ପକାଇଥିଲେ ସେ ଏହି ବିଦ୍ୟାଳୟର ଛାତ୍ର ଥିବା ସମୟରେ ଥିବା ସ୍ଥିତି

ସୌରଶକ୍ତି ସାଥେ ଆଗକୁ ବଢ଼ୁଛି ଟିପିଏସ୍ଓଡିଏଲ୍

ସମଗ୍ର ଦକ୍ଷିଣ ଓଡ଼ିଶାରେ ୧୬ଟି ସ୍ଥାନରେ ୩୯୬.୪ କିଲୋୱାଟ୍ କ୍ଷମତାର ସୌର ପ୍ୟାନେଲ ସ୍ଥାପିତ ପ୍ରତିବର୍ଷ ୩୮୮.୫ ଟନ୍ କାର୍ବନ ଡାଇଅକ୍ସାଇଡ୍ (CO₂) ହ୍ରାସର ଲକ୍ଷ୍ୟ ଖୁବ୍ ଶୀଘ୍ର ଆଉ ଦଶଟି ଅଫିସ ସୌରଶକ୍ତିରେ ଚାଲିବ ବ୍ରହ୍ମପୁର : ପରିବେଶ ଓ ପର୍ଯ୍ୟାବରଣର ସ୍ଥିରତା ଓ ସୁରକ୍ଷା

ପାଟଖଣ୍ଡା ପ୍ରାଥମିକ ବିଦ୍ୟାଳୟର ଭୁଶୁଡ଼ିଲା ବିଦ୍ୟାଳୟ ଗୃହ ଛାତ : ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ମଧ୍ୟ ଭାଗରେ ଥିବା ପୁରାତନ ସରକାରୀ ପାଟଖଣ୍ଡା ପ୍ରାଥମିକ ବିଦ୍ୟାଳୟର ପରିସରରେ ଥିବା ଏକ ବିପଦସଙ୍କୁଳ ଗୃହ ଛାତ ଭୁଶୁଡି ପଡ଼ିଛି । ବିଦ୍ୟାଳୟ ବନ୍ଦ ରହିଥ‌ିବାରୁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି । ଉକ୍ତ ପୁରାତନ ବିଦ୍ୟାଳୟ ପାଟଖଣ୍ଡା

ଜିଲ୍ଲା ସ୍ୱାସ୍ଥ୍ୟ ଅବସ୍ଥା ବିପର୍ଯ୍ୟସ୍ତ : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମାନବ ଅଧିକାର ସୁରକ୍ଷା ମଞ୍ଚର ଆଠ ଦଫା…

ବ୍ରହ୍ମପୁର : ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଗଞ୍ଜାମ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସଜାଡ଼ିବା ଦାବି ନେଇ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି

ଆସନ୍ତା ୩୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ଆସନ୍ତା ୩୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ

ପୋଲ ଉପରେ ୪ ଫୁଟର ପାଣି, ବୌଦ୍ଧ-ବଲାଙ୍ଗୀର ଯୋଗାଯୋଗ ବିଚ୍ଛିନ୍ନ

ବୌଦ୍ଧ ଜିଲ୍ଲାରେ ଏକ ପୋଲ ଉପରେ ୪ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲା ମଧ୍ୟରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଖବର ଅନୁସାରେ, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ାକୁ ରେକଡୋଲ ଦେଇ ବଲାଙ୍ଗୀର ଜିଲ୍ଲା ସହିତ ସଂଯୋଗ କରୁଥିବା